ସିଲ୍ ଥିବା ଖାଲି ଗ୍ୟାସ୍ ସିଲିଣ୍ଡର ଦେଇ ଫସିଲା ଏଜେନ୍ସି: ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ଖାଉଟି ଆୟୋଗଙ୍କ…
ବ୍ରହ୍ମପୁର: ସିଲ୍ ଥାଇ ମଧ୍ୟ ଉପଭୋକ୍ତାଙ୍କୁ ଖାଲି ଏଲ୍ପିଜି ସିଲିଣ୍ଡର ଯୋଗାଇବା ଏବଂ ପରେ ତାହା ବଦଳାଇବାକୁ ମନା କରିବା ଏକ ଗ୍ୟାସ୍ ଏଜେନ୍ସି ପାଇଁ ମହଙ୍ଗା ପଡ଼ିଛି। ଏଭଳି ଏକ ସେବାଗତ ତ୍ରୁଟି ମାମଲାର ବିଚାର କରି ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ, ବ୍ରହ୍ମପୁର!-->!-->!-->…