ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏମକେସିଜି ମେଡିକାଲ କଲେଜକୁ ଶବବୁହା ଯାନ ହସ୍ତାନ୍ତର
ଗରିମାମୟ ଅନ୍ତିମ ସଂସ୍କାରକୁ ସୁନିଶ୍ଚିତ କରିବ
ଭୁବନେଶ୍ୱର : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଶବ ବୁହା ଯାନ ପ୍ରଦାନ କରାଯାଇଛି। ଦୀର୍ଘଦିନରୁ ମୃତକଙ୍କ!-->!-->!-->…