ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡିଶା ସରକାର ସୋମବାର ଦିନ ୧୧ ଜଣ ଓଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଶଳୈନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି ଯୁଗ୍ମ ସଚିବ ଭାବରେ ବଦଳି କରାଯାଇଛି। ସେ କ୍ରୀଡା ଏବଂ ଯୁବ ସେବା ବିଭାଗରେ ଯୁଗ୍ମ ସଚିବ…

ପରିବେଶ ଉପଯୋଗୀ ବୃକ୍ଷ ବଜରଙ୍ଗୀ ଉଦ୍ୟାନ ପରିସରରେ ରୋପଣ କାର୍ଯ୍ୟକ୍ରମ

ମାଲକାନଗିରି, ୨୮।୧୦ : ମାଲକାନଗିରି ଜିଲ୍ଲା ସଦର ମହକୁମା ମଲ୍ଲିକେଶ୍ୱର ପାହାଡ ପାଦଦେଶରେ ଥିବା ବଜରଙ୍ଗୀ ଉଦ୍ୟାନ ପରିସରରେ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଦୁର୍ଗାଗୁଡି ସାହିର ପୂର୍ୱତନ କାଉନସିଲର ଡି ବାଲାଙ୍କ ତତ୍ୱାବଧାନରେ ସାହିର ମହିଳା, ପୁରୁଷ ଓ…

କୋଟିଏ ଟଙ୍କାର ଲୁଟ ସୁନା ଓ ରୁପା ଅଳଙ୍କାର ଜବତ, ଦୁଇ ଗିରଫ

ମୋହନା : ଏକ କୋଟି ଟଙ୍କାର ସୁନା ଓ ରୁପା ଗହଣା ଚୋରି ଘଟଣାର ପର୍ଦାଫାଶ , 2 ଅଭିଯୁକ୍ତ ଗିରଫ l ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜ଼ାର ଶ୍ରୀହରି ଜୁଏଲର୍ସରୁ ଗତ ସେପ୍ଟେମ୍ବର ମାସ 25 ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ସୁନା, ରୁପା ସହ 70 ହଜାର…

ବିଭିନ୍ନ ସମସ୍ୟାକୁ ନେଇ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆଜି ଏକ ରାଲି ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ସହ ତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ବର୍ତମାନ ୧୦୮…

ଶିମିଳିପାଳରେ ମହାରାଷ୍ଟ୍ରର ବାଘୁଣୀ

ବାରିପଦା: ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଆସିଥିବା ବାଘୁଣୀକୁ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କୋର୍ ଅଞ୍ଚଳର ଏକ ଏନକ୍ଲୋଜରରେ ଛାଡି ଦିଆଯାଇଛି। ଟ୍ରାନ୍ସଲୋକେସନ୍ ପ୍ରୋଜେକ୍ଟ ଅଧୀନରେ ୧୦୦୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରି…

୩ୟ ସେମିଷ୍ଟାର ପରୀକ୍ଷାରେ କମ ମୂଲ୍ୟାୟନକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କଲେଜର ଶତାଧିକ ଛାତ୍ର ଛାତ୍ରୀ

ମାଲକାନଗିରି (୨୮/୧୦) : ମାଲକାନଗିରି ମହାବିଦ୍ୟାଳୟ,ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ର ତୃତୀୟ ସେମିଷ୍ଟାର ପରୀକ୍ଷାରେ ବ୍ରହ୍ମପୁର ୟୁନିଭେରସିଟିରେ ଯାଞ୍ଚ ହୋଇଥିବା ପରୀକ୍ଷାଗୁଡିକରେ ମେଧାବୀ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ପାଠ୍ୟକ୍ରମରେ ମାତ୍ର ୧ କିମ୍ବା ୨ନମ୍ବର ଆଣିଛନ୍ତି। ଏପରିକି…

ରାଜଭବନ ନିକଟ କଲେଜ ଗେଟ ସାମ୍ନାରୁ ମିଳିଲା ଗ୍ରେନେଡ ଓ ଧମକପୂର୍ଣ୍ଣ ଚିଠି

ରାଜ୍ୟପାଳଙ୍କ ସରକାରୀ ବାସଭବନ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଗୋଟିଏ କଲେଜ ଗେଟ ପାଖରୁ ମିଳିଛି ହ୍ୟାଣ୍ଡ ଗ୍ରେନେଡ। ଏଥିସହ ଗୋଟିଏ ଧମକପୂର୍ଣ୍ଣ ଚିଠି ମଧ୍ୟ ଗ୍ରେନେଡ ପାଖରୁ ଜବତ କରାଯାଇଛି। ମଣିପୁରର ରାଜଧାନୀ ଇମ୍ଫାଲରେ ଥିବା ରାଜଭବନର ଅତି ନିକଟରୁ ଗ୍ରେନେଡ ମିଳିବା ସମସ୍ତଙ୍କ…

୧୦୮ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର : ୧୦୮ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସଂଘ । ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଡାକରା ରେ ଆଜି ଜିଲ୍ଲା…

ରାଜଧାନୀର ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀର ୨୫ଟି ସ୍ଥାନରେ ବାଣ ବିକ୍ରୟ ପାଇଁ ଅସ୍ଥାୟୀ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୋମବାର ସୂଚନା ଦେଇଛନ୍ତି। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ…

ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ମୁକାବିଲା ନେଇ ପ୍ରଥମ ଟାସ୍କ ଫୋର୍ସ ବୈଠକ

ଭୁବନେଶ୍ୱର : ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ମୁକାବିଲା ନେଇ ବୈଠକ । ଦାଦନ ସମସ୍ୟା ରୋକିବାକୁ ଟାସ୍କ ଫୋର୍ସର ପ୍ରଥମ ବୈଠକ । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଏଥିରେ ଦାଦନ ଶ୍ରମିକ ସମସ୍ୟା ରୋକିବାକୁ ରଣନୀତି ପ୍ରସ୍ତୁତ…