ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
ସମ୍ବଲପୁର: ନୂଆଖାଇ ପର୍ବ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସାହ ଓ ଉଦ୍ଦୀପନାରେ ମୁଖରିତ ହୋଇଉଠିଥିବା ବେଳେ ସମ୍ବଲପୁରସ୍ଥିତ ମା’ ସମଲେଶ୍ୱରୀଙ୍କ ନିକଟରେ ‘ନବାନ୍ନ’ ଲାଗି କରାଯାଇଛି। ଚଳିତ ଋତୁର ପ୍ରଥମ ନୂଆ ଚାଉଳରୁ ପ୍ରସ୍ତୁତ ଅନ୍ନକୁ ନବାନ୍ନ ରୂପେ ମାଙ୍କ ନିକଟରେ ଲାଗି କରାଯାଇଛି। ଏହି!-->…