ନିଃସର୍ତ୍ତ କଥା ସତ ହେଲା ଭୁବନେଶ୍ୱର ସ୍ଥିତ ପଟିଆ ନିକଟରୁ ଆସିକା ଅଞ୍ଚଳରୁ ଦେଶୀ ମଦ ଚାଲାଣ ବେଳେ ଚାରି ଯୁବକ ଗିରଫ ମଦ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଅପମିଶ୍ରିତ ଦେଶୀ ମଦ ନୟାଗଡ଼ ଓ ଭୁବନେଶ୍ୱର ଅଞ୍ଚଳକୁ ଚାଲାଣ ହେଉଥିବା ସମ୍ପର୍କରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହୋଇଆସୁଛି ଏବଂ ଅବକାରୀ ବିଭାଗ କୁ ସତର୍କ ଵି କରି ଆସୁଛି । ତାହାର ନଗ୍ନ ନମୁନା ଆଜି ଭୁବନେଶ୍ୱର ଅବକାରୀ ବିଭାଗ…

ବ୍ରହ୍ମପୁର ଉପକଣ୍ଠରେ କଙ୍ଗାରୁ କୋର୍ଟ: ୧୦ରୁ ଉର୍ଦ୍ଧ୍ୱ ପରିବାର ସାମାଜିକ ବାସନ୍ଦ, ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ବେଆଇନ କଙ୍ଗାରୁ କୋର୍ଟର ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ଏକ ବେନାମୀ ସଂଘ ଗଠନ କରି ଜୋରଜବରଦସ୍ତ ଅର୍ଥ ଆଦାୟ କରୁଥିବା ବେଳେ, ଦାବି ମୁତାବକ ଟଙ୍କା…

ନରସିଂହପୁର କ୍ଲଷ୍ଟରରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

ନୟାଗଡ଼(ନିସର୍ତ୍ତ): ନୟାଗଡ଼ ଜିଲ୍ଲାର ରଣପୁର ଶିକ୍ଷା ବ୍ଲକ ଅଧୀନସ୍ଥ ନରସିଂହପୁର କ୍ଲଷ୍ଟରର ୨୦୨୬–୨୭ ଶିକ୍ଷାବର୍ଷର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ନିହଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ…

ବାଲିଗୁଡା ବନାଞ୍ଚଳର ଲଣ୍ଡାଗାଁରେ ୪ ହଜାର ବାଉଁଶ ଚାରା ରୋପଣ

ବାଲିଗୁଡା : ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ ତମ ବନ ମହୋତ୍ସବ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡା ବନାଞ୍ଚଳ ଖମନଖୋଲ ସେକ୍ସନ ର ଲଣ୍ଡାଗାଁ ବିଟ ର ବନପାଳ ଗିରିଶ ଚନ୍ଦ୍ର ସାହୁ ଙ୍କ…

ଦକ୍ଷିଣପୁର କ୍ଲୋଷ୍ଟରସ୍ତରୀୟ ପ୍ରଥମ ମାସିକ ବୈଠକ

କୁକୁଡ଼ାଖଣ୍ଡି, : ତା ୦୪.୦୭.୨୦୨୬ ରିଖ ଦକ୍ଷିଣପୁର କ୍ଲୋଷ୍ଟରସ୍ଥ, ପଦରବାଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦକ୍ଷିଣପୁର କ୍ଲୋଷ୍ଟର ସ୍ତରୀୟ ଚଳିତ ଶିକ୍ଷାବର୍ଷ (୨୦୨୬-୨୭)ର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆମ୍ବଗଡ ସମବାୟ ସମିତିର ସଭାପତି…

ରଥଯାତ୍ରାର ସୁଗମ ପରିଚାଳନା ପାଇଁ ପାନପୋଷ ସବ-ଡିଭିଜନ ପୋଲିସର ଶାନ୍ତି କମିଟି ବୈଠକ

ବିରମିତ୍ରପୁର, (ନିସର୍ତ୍ତ ନ୍ୟୁଜ) : ପାନପୋଷ ସବ-ଡିଭିଜନ ଅଧୀନରେ ଥିବା ସମସ୍ତ ରଥଯାତ୍ରା କମିଟିର ସଦସ୍ୟମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ କାର୍ ମହୋତ୍ସବ ବା ରଥଯାତ୍ରାକୁ ଅତି ସୁଗମ, ଶୃଙ୍ଖଳିତ ଏବଂ…

ବିରମିତ୍ରପୁରର ବିଭିନ୍ନ ରେଳ ସମସ୍ୟା ନେଇ ଡିଆରଏମଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଧାୟକ ରୋହିତ ଯୋସେଫ ତିର୍କୀ

ବିରମିତ୍ରପୁର, (ନିସର୍ତ୍ତ ନ୍ୟୁଜ) : ବିରମିତ୍ରପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ସମସ୍ୟାର ସମାଧାନ ଦାବି ନେଇ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ମଣ୍ଡଳ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ସ୍ଥାନୀୟ ବିଧାୟକ ରୋହିତ ଯୋସେଫ ତିର୍କୀ। ଏହି ପରିପ୍ରେକ୍ଷୀରେ ସେ…

ଗଞ୍ଜାମ ମହାବିଦ୍ୟାଳୟର ଗୌରବ; ୮ ଏନ୍‌ସିସି କ୍ୟାଡେଟ୍ ଅଗ୍ନିବୀର ଭାବେ ମନୋନୀତ

ଛତ୍ରପୁର : ଗଞ୍ଜାମ ମହାବିଦ୍ୟାଳୟର ୮ ଜଣ ଏନ୍‌ସିସି କ୍ୟାଡେଟ୍ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ମନୋନୀତ କ୍ୟାଡେଟ୍‌ମାନେ ହେଲେ ପ୍ରେମାନନ୍ଦ ବେହେରା, ଦେବାଶିଷ ବେହେରା, ଦେବାଶିଷ ପ୍ରଧାନ, ଗଣେଶ ମହାପାତ୍ର, ତରୁଣ ଡୋରା,…

ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁର ପରିଚୟ ମିଳିଲା

ବାଲିଗୁଡା, ତା, ୦୪/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ତିନିଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା…