ମାଲକାନଗିରି ଜିଲ୍ଲା ରେଡକ୍ରସ ସୋସାଇଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ: ଆଗାମୀ ଆର୍ଥିକ ବର୍ଷ ପାଇଁ ପାଣ୍ଠି ସଂଗ୍ରହ…

ମାଲକାନଗିରି, ୧୯/୫/୨୬: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଜସେବା ଓ ଜନକଲ୍ୟାଣ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପାଣ୍ଠି ସଂଗ୍ରହକୁ ବ୍ୟାପକ ଓ ତ୍ଵରାନିତ କରିବା ଲକ୍ଷ୍ୟରେ ଆଜି ମାଲକାନଗିରି…

ଅନୁପଯୁକ୍ତ ସ୍ଥାନରେ ଆର ଏମ ସି ପିଣ୍ଡିକୁ ଚାନ୍ଦିଲି ପଞ୍ଚାୟତର ଚାଷୀଙ୍କ ବିରୋଧ….

କୋରାପୁଟ/କୋଟପାଡ଼:-19/05/26(ବସନ୍ତ ପେଗଡ଼ )ସୋମବାର ଦିନ ଅନୁପଯୁକ୍ତ ସ୍ଥାନରେ ନିର୍ମାଣ କରାଯାଉଥିବା ଆର ଏମ ସି ପିଣ୍ଡିକୁ ବିରୋଧ କରି କୋଟପାଡ଼ ଅତିରିକ୍ତ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଚାନ୍ଦିଲି ପଞ୍ଚାୟତର ଚାଷୀ ଗୋଷ୍ଠୀ l ମିଳିଥିବା ସୂଚନା ପ୍ରକାରେ ଆର୍ଥିକ ବର୍ଷ…

ବଡ଼ ଧରଣର ଡ଼କାୟତି ଯୋଜନା ପଣ୍ଡ,୩ ଗିରଫ,୨ ନାବାଳକ ଅଟକ

ବ୍ରହ୍ମପୁର,୧୮/୫: ରବିବାର ମଧ୍ୟରାତ୍ରିରେ ବଡ଼ବଜାର ଥାନା ପୁଲିସ ଫାଷ୍ଟଗେଟ ଓମ୍ନଗର ଅଂଚଳରେ ପେଟ୍ରୋଲିଂ କରିବା ବେଳେ ଜାତୀୟ ରାଜପଥ ସ୍ଥିତ ନବନିର୍ମିତ କଲ୍ୟାଣ ମଣ୍ଡପ ନିକଟରେ ଡ଼କାୟତି ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୁଲିସ । ୫ଜଣ ଡ଼କାୟତକୁ କାବୁ କରିଛି । ସେମାନଙ୍କନିକଟରୁ ୨ ଖଣ୍ଡା,…

କୁଡୁମୁଲୁଗୁମ୍ମାରୁ ନକଲି ଦେଶୀ ମଦ ଜବତ

ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ଦେଶୀ ମଦ ଭାଟି ନିକଟରେ ଗୋଟିଏ ଅଟୋ ରେଜିଷ୍ଟ୍ରେସନ ନମ୍ବର - OD 10Y 8051 ଯୋଗେ ବାଲିମେଳା ଭାଟିରୁ କୁଡୁମୁଲୁଗୁମ୍ମା ଦେଶୀ ଭାଟି ରେ ଅନଲୋଡ କରିବାକୁ ଆସିଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ଉକ୍ତ ବିଷୟରେ ପୁଲିସ କୁ ସୁଚନା ଦେଇଥିଲେ । ସୁଚନା…

ପଡୋଶୀ ଘରର କାନ୍ଥ ଭୁଶୁଡି ବଡ଼ ଅଘଟଣ: ୩ ବର୍ଷର ଶିଶୁ ମୃତ, ବାପା ଓ ପୁଅ ଗୁରୁତର; ଅର୍ଥ ଅଭାବରୁ ଅଟକିଲା ଚିକିତ୍ସା

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଞ୍ଚାୟତର ଜଡ଼ାପାରା କଲୋନୀରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ପଡୋଶୀ ଘରର ଏକ ମାଟି କାନ୍ଥ ହଠାତ୍ ଭୁଶୁଡି ପଡିବାରୁ ଏକେ ପରିବାରର ବାପା ଓ ତାଙ୍କର ଦୁଇ ନାବାଳକ ପୁଅ ମାଟି ତଳେ ଚାପି ହୋଇଯାଇଥିଲେ। ଏହି…

ୟୁକ୍ରେନର ଡ୍ରୋନ ଆକ୍ରମଣରେ ରଷିଆରେ କାର୍ଯ୍ୟରତ ଯୁବକ ମୃତ : ପ୍ରାଣ ହରାଇଛନ୍ତି ଜିଲ୍ଲା ଟିକିଟି ବ୍ଲକ ମାଧବନ୍ଧ ଗାଁର…

ଯୁଦ୍ଧ ନେଲା ଜୀବନ ରୋଜଗାର ପାଇଁ ଯାଇ ଜୀବନ ହାରିଲେ ଓଡ଼ିଆ ଯୁବକ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଟିକିଟି ବ୍ଲକ ମାଧବନ୍ଧ ଗ୍ରାମର ଏ. ରାମାୟା ରଷିଆରେ ଏକ ତୈଳ କମ୍ପାନୀ ରେ କାମ କରୁଥିଲେ । ୟୁକ୍ରେନର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏ ରାମାୟା ରଷିଆରେ ଏକ କମ୍ପାନୀରେ କାମ…

ରାସ୍ତା ଉପରେ ନମାଜ ପାଠକୁ ନେଇ ଯୋଗୀଙ୍କ ବୟାନ: ମସଜିଦରେ ଜାଗା ହେଉନାହିଁ ସିଫ୍ଟରେ ନମାଜ ପଢ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାସ୍ତା ଉପରେ ନମାଜ ପାଠକୁ ନେଇ ବଡ଼ ବୟାନ ଦେଇଛନ୍ତି । ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ରାସ୍ତା ଚାଲିବା ପାଇଁ ହୋଇଛି, ନାଟକ ପାଇଁ ନୁହେଁ । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏଣିକି…

ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକ, ୫ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର

କୋଲକତା : ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ଏହି କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ଶୁଭେନ୍ଦୁ ସରକାର । ଏଥିରେ ମହିଳାମାନଙ୍କୁ ପ୍ରତି ମାସରେ ତିନି ହଜାର ଟଙ୍କା, ବସରେ ମାଗଣା ଯାତ୍ରା…

ୟୁକ୍ରେନର ଡ୍ରୋନ ଆଟାକରେ ଓଡ଼ିଆ ଯୁବକ ମୃତ, ମୃତଦେହ ଆଣିବାକୁ ପ୍ରଶାସନକୁ ପରିବାରର ଅନୁରୋଧ

ନୂଆଦିଲ୍ଲୀ: ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ ରମାୟା । ତେବେ କାଲି ୟୁକ୍ରେନର ଭୟଙ୍କର ଡ୍ରୋନ…