ଚତୁର୍ଥ ଓଡ଼ିଶୀ ସଙ୍ଗୀତ ମହୋତ୍ସବ: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ପୁଣି ଉଠିଲା ଦାବି

ବ୍ରହ୍ମପୁର: ଶାସ୍ତ୍ରୀୟ ସଙ୍ଗୀତାନୁଷ୍ଠାନ "ଉଡ୍ର ସଙ୍ଗୀତ ପରିଷଦ" ପକ୍ଷରୁ ବ୍ରହ୍ମପୁର ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ 'ଚତୁର୍ଥ ଓଡ଼ିଶୀ ସଙ୍ଗୀତ ମହୋତ୍ସବ-୨୦୨୬' ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ପ୍ରାଚୀନ ରାଗ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା…

ଟାଟା ପାୱାର ର ଅଭିଯୋଗ ନମ୍ବର ଧର୍ମକୁ ଆଖିଠାର…!

ଫିଉଜ କଲ ପାଇଁ ଗ୍ରାହକ ୧୯୧୨ କୁ କଲ କରି ହଟହଟା….!ବ୍ରହ୍ମପୁର : ଟାଟା ପାୱାର ର ଅଜବ ନିତୀ ଯୋଗୁଁ ବିଦ୍ୟୁତ ଗ୍ରାହକ ଫିଉଜ କଲ ପାଇଁ ଟୋଲ ଫ୍ରି ନମ୍ବର କୁ କଲ କରି ନୟାନ୍ତ। ଆସିକା ଅଞ୍ଚଳ ରେ ଘରୋଇ ବିଦ୍ୟୁତ ଉପଭକ୍ତା ମାନେ ଘରର ଫିଉଜ ଗଲେ ଟାଟା ପାୱାର କର୍ମଚାରୀ ମାନଙ୍କୁ ଅଭିଯୋଗ କଲେ…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ମିଳୁନି ପେଟ୍ରୋଲ ଓ ଡିଜେଲ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳରେ ଚାହିଦା ଅନୁଯାୟୀ ମିଳୁନି ପେଟ୍ରୋଲ ଓ ଡିଜେଲ । କେତେକ ପେଟ୍ରୋଲ ଟାଙ୍କିରେ ବାଇକ ପିଛା ୧୦୦ ଟଙ୍କାର ତେଲ ଦିଆଯାଉଛି ତ ଅନ୍ୟ କେଉଁଠାରେ ତେଲ ନଥିବାରୁ ଲୋକଙ୍କୁ ଫେରାଇ ଦିଆଯାଉଛି । ତେଲ ନଥିବାରୁ ପରିସ୍ଥିତି ଅସ୍ୱାଭାବିକ ହୋଇ ପଡିଛି।…

ଗୋ ସୁରକ୍ଷା ଓ ସମ୍ମାନ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଆଇନ ପ୍ରଣୟନ ଦାବି

ନୟାଗଡ଼: ଗୋମାତାଙ୍କ ସୁରକ୍ଷା ଓ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ସହିତ ଗୋହତ୍ୟା ବନ୍ଦ ଦାବିରେ ସର୍ବ ଭାରତୀୟ ସ୍ତରରେ ସାଧୁସନ୍ଥଙ୍କ ଆହ୍ଵାନ କ୍ରମେ ଗୋ ସମ୍ମାନ ଅଭିଯାନ ଆୟୋଜନ କରାଯାଇଛି। ଏହି ଅଭିଯାନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶାଖା ପକ୍ଷରୁ ଗୋ ସେବକ ମାନେ ଓଡ଼ଗାଁ ରଘୁନାଥ ଜୀଉ ମନ୍ଦିର…

ନାରୀ ଶକ୍ତି ବନ୍ଦନ ଅଧିନିୟମ: ବିରୋଧୀଙ୍କୁ ମହିଳା ବିରୋଧୀ କହି ବର୍ଷିଲେ ବିଜେପି ନେତ୍ରୀ ସବିତା ସୁଆର

ପାରଳାଖେମୁଣ୍ଡି, ୨୮/୦୪: ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟଠାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସବିତା ସୁଆର…

ଓଲଟିଲା ଘରୋଇ ଯାତ୍ରୀବାହୀ ବସ: ୨୦ ଯାତ୍ରୀ ଗୁରୁତର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ରାକମାରୁ ନୟାଗଡ଼ ଆସୁଥିବା ଘରୋଇ ବସ୍ ବେବି ଭାରସାମ୍ୟ ହରାଇ ଖେଡ଼ପଡ଼ା ନିକଟରେ ରାସ୍ତା ଉପରେ ଓଲଟି ପଡ଼ିଥିଲା। ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ…

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଫଟିଏ ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଭାରତ ପାଇଁ ଖୁସି ଖବର। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏଫଟିଏ ସ୍ୱାକ୍ଷରିତ ହେବା ପରେ ଅନେକ ଲାଭ ମିଳିବ। ଅନେକ ଜିିନିଷ ଶସ୍ତା ହେବ।ବିଶ୍ୱ ଆର୍ଥିକ ଅନିଶ୍ଚିତତା ମଧ୍ୟରେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ସ୍ୱାକ୍ଷର କରି…

ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ପାଇଁ ଟଙ୍କା ଦେଇ ଫସିଲେ ୩୦୦ ଆଶାୟୀ: ଅଭିଯୁକ୍ତ ଗିରଫ

ଝାରସୁଗୁଡା : କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି । ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ଟଙ୍କା ଦେଲେ ସାର୍ଟିଫିକେଟ ମିଳିବ କହି ଠକୁଥିଲେ । ସମ୍ବଲପୁରରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା…

ଏଥର ବଙ୍ଗଳାରେ ଫୁଟିବ ପଦ୍ମ: ପ୍ରଧାନମନ୍ତ୍ରୀ ମୋଦୀ

କଲକାତା : ଘରୁ ବାହାରିବା ପରଠାରୁ ଲୋକଙ୍କ ମଧ୍ୟରେ ରହିବାରେ ପ୍ରକୃତ ଖୁସି ଏବଂ ସେମାନେ ତାଙ୍କ ପରିବାର। ଏଥର ବଙ୍ଗଳାରେ ମଧ୍ୟ ଫୁଟିବ ପଦ୍ମ। ନିକଟ ଅତୀତରେ ବିହାର ‘କମଳ’କୁ ପ୍ରସ୍ଫୁଟିତ କରିଛି, ଓଡ଼ିଶା କମଳକୁ ପ୍ରସ୍ଫୁଟିତ କରିଛି ଏବଂ ବର୍ତ୍ତମାନ ବଙ୍ଗଳାର ପାଳି। ପଶ୍ଚିମବଙ୍ଗରେ…

ବିରିୟାନି ପରେ ତରଭୁଜ ଖାଇବା ହେଲା କାଳ, ଗୋଟିଏ ପରିବାରର ୪ ମୃତ

ମୁମ୍ବାଇ : ଆଗେ ଖାଇଲେ ବିରିୟାନି। ତା’ପରେ ତରଭୁଜ। ହେଲେ ସକାଳ ହେଲା ବେଳକୁ ଆଖି ବୁଜିଲେ ଗୋଟିଏ ପରିବାରର ୪ ସଦସ୍ୟ। ଏହି ଘଟଣା ଏବେ ହଇଚଇ ସୃଷ୍ଟି କରିଛି।ମୁମ୍ବାଇରୁ ଆସିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ରହସ୍ୟମୟ…