କୋଟିଆରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗସ୍ତ, ପୋଷଣ ଓ ଶିକ୍ଷା ବ୍ୟବସ୍ଥାର ତୃଣମୂଳ ସମୀକ୍ଷା
କୋରାପୁଟ (ବସନ୍ତ ପେଗଡ଼ ) : କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳ କୋଟିଆରେ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ଓ ପୋଷଣ ସୁବିଧାର ସମୀକ୍ଷା କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ର ଅଧ୍ୟକ୍ଷା ବବିତା ପାତ୍ର। ଗୁରୁବାର (ଏପ୍ରିଲ 16) ଦିନ କୋରାପୁଟ ଜିଲ୍ଲା!-->!-->!-->…