ବିରମିତ୍ରପୁର ବିଜେଡି କାର୍ଯ୍ୟାଳୟରେ ଉତ୍କଳ ଦିବସ ପାଳିତ: ବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ ଘୋର ନିନ୍ଦା
ବିରମିତ୍ରପୁର: ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ସହରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ମହା ସମାରୋହରେ 'ଉତ୍କଳ ଦିବସ' ପାଳିତ ହୋଇଯାଇଛି। ଏହି ଅବସରରେ ଦଳୀୟ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଓଡ଼ିଶାର ସ୍ୱାଭିମାନ ଓ ପ୍ରଗତିର ସଂକଳ୍ପ ନେଇଥିଲେ। ଅତିଥିମାନେ ନିଜ!-->!-->!-->…