ବିରମିତ୍ରପୁରରେ ମହା ଆଡମ୍ବରରେ ପାଳିତ ହେଲା ଉତ୍କଳ ଦିବସ: ବିଭିନ୍ନ କ୍ଷେତ୍ରର ପ୍ରତିଭା ସମ୍ମାନିତ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ସହରର ମାରୱାଡି ପଞ୍ଚାୟତ ଧର୍ମଶାଳା ପରିସରରେ ଯୋଗ ମହୋତ୍ସବ ସମିତି ପକ୍ଷରୁ 'ଉତ୍କଳ ଦିବସ' ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ପୌରପାଳିକାର ଉପାଧ୍ୟକ୍ଷା ନିବେଦିତା ବାଗେ!-->!-->!-->!-->!-->…