ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

କନ୍ଧମାଳ, ତା, ୦୪/୦୩ : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଜଣେ ତିନି ବର୍ଷର ଶିଶୁ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ, ଫିରିଙ୍ଗିଆ…

ହୋଲିରେ ହିଂସା: କେଉଁଠି ହତ୍ୟା, କେଉଁଠି ମାରପିଟ୍ ପୁଣି କେଉଁଠି ଗୋଡ଼େଇ ଗୋଡ଼େଇ ହାଣିଲେ…

ଭୁବନେଶ୍ବର/ ବ୍ରହ୍ମପୁର : ହୋଲିରେ ଲାଗିଛି ରକ୍ତର ଛିଟା । ଗୋଟେ ପଟେ ମଣିଷ ହୋଲି ଖେଳିଥିବା ବେଳେ ଅନ୍ୟପଟେ କିଛି ଲୋକ ରାଗରେ ରକ୍ତର ହୋଲି ଖେଳିଛନ୍ତି । ରଙ୍ଗର ପର୍ବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଅପରାଧର ଖବର । ହୋଲି ପାଇଁ ଗାଁଠୁ ସହର ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ, ବଚସା…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର ପର୍ବ ଏକତା ଓ ଭାଇଚାରାକୁ ମଜଭୁୁତ କରେ। ଏହା ସହ ଏକାଠି ହୋଇ ବିକଶିତ…

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର : ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଆସନ୍ତା ୧୬ରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। କହିବାକୁ ଗଲେ ୩ଟି ଆସନ ପାଇଁ ଭୋଟ ହେବାର ସମ୍ଭାବନା ନାହିଁ। ହେଲେ ୪ର୍ଥ ଆସନକୁ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଚାଲିଥିଲା ସେଥିରେ ଏକ ନୂଆ ଅଙ୍କ ଦେଖିବାକୁ…

ଅଟକି ଯାଇଛି ଭିତରକନିକାର ଭିତ୍ତିଭୂମି ବିକାଶ: ୫ ବର୍ଷ ତଳେ ମଞ୍ଜୁର ହୋଇଥିଲା ୫୯ କୋଟି

ରାଜନଗର: ଭିତରକନିକା ଓଡ଼ିଶାର ପ୍ରଥମ ଜାତୀୟ ଉଦ୍ୟାନ। କିନ୍ତୁ ଅନ୍ୟ ପର୍ଯ୍ୟଟନସ୍ଥଳ ତୁଳନାରେ ଭିତରକନିକାର ବିକାଶ ପଛେଇ ଯାଇଛି। ଏହି ଜାତୀୟ ଉଦ୍ୟାନର ବିକାଶ ପାଇଁ ସରକାର ୫ବର୍ଷ ତଳୁ ଅର୍ଥ ଦେଇଥିବା ଘୋଷଣା କରିଥିଲେ ମଧ୍ୟ ଆଜିଯାଏଁ କାମ ଆରମ୍ଭ ହୋଇନି। ଭିତରକନିକାର ବିକାଶ ପାଇଁ ରାଜ୍ୟ…

ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ନବରଙ୍ଗପୁରର ତ୍ୟାଗ, କିନ୍ତୁ ଭାଗ୍ୟ ଫିଟିଲା କଳାହାଣ୍ଡିର; ପାଣି ବିନା ହାତବାନ୍ଧି ବସିଛି…

ନବରଙ୍ଗପୁର: ଯେଉଁମାନେ ନିଜର ପୁରୁଷ ପୁରୁଷର ଭିଟାମାଟି ଓ ସୁନା ଫଳୁଥିବା ଚାଷ ଜମିକୁ ପ୍ରକଳ୍ପ ପାଇଁ ଉତ୍ସର୍ଗ କରିଦେଲେ, ଆଜି ସେହିମାନେ ହିଁ ଅବହେଳିତ। ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ପାଇଁ ନବରଙ୍ଗପୁର ଜିଲ୍ଲାବାସୀ ବିସ୍ଥାପିତ ହେଲେ, କିନ୍ତୁ ଏହାର ସମସ୍ତ ସୁଫଳ ପଡ଼ୋଶୀ ଜିଲ୍ଲା…

ଯାଜପୁରରେ ନଦୀରେ ବୁଡ଼ିଗଲେ ଦୁଇ ଯୁବକ, ମହାନଦୀରେ ନାବାଳକ ମୃତ

ଯାଜପୁର/ବ୍ୟାସନଗର/କଟକ: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଯାଜପୁର ଜିଲ୍ଲାରେ ୨ଜଣ ଏବଂ କଟକ ଜିଲ୍ଳାରେ ଜଣଙ୍କର ମୃତ୍ୟୁ ଘଟିଛି। ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକ ଏବଂ ନାବାଳକମାନେ ଅଘଟଣର ଶିକାର ହୋଇଛନ୍ତି।ଯାଜପୁର ଜିଲ୍ଲା…

ଭକ୍ତ-ଦିଲ୍ଲୀପ ବାର୍ତ୍ତାଳାପ

ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ। ଫୋନରେ କଥା ହୋଇ କହିଛନ୍ତି ‘ସେ ମୋର ବନ୍ଧୁ; ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ  ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ କହିଥିଲି । କିନ୍ତୁ ସିଏ କିଛି…

ରାଜନୀତି ରଙ୍ଗ ଭଲ: ମନମୋହନ

ଭୁବନେଶ୍ଵର : ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି । ଓଡ଼ିଶା ସମୃଦ୍ଧ ହେଉ, ଏକ ନମ୍ୱର ରାଜ୍ୟ ହେଉ। ବିକଶିତ ଭାରତରେ ଓଡ଼ିଶାର ବଡ଼ ଯୋଗଦାନ ରହୁ। ହୋଲି ପରେ ଯେତେବେଳେ ରାଜନୀତି ହେବ ସେ କଥା…

ଜଳୁଛି ମାଉଣ୍ଟେନ୍‌ ପାହାଡ

କୋରାପୁଟ : ଆଜି ଅପରାହ୍ନରେ କୋରାପୁଟ ସହର ଉପକଣ୍ଠରେ ଥିବା ମାଉଣ୍ଟେନ ପାହାଡ଼ରେ ନିଆଁ ଲାଗିଯାଇଛି ।  କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଜଙ୍ଗଲ…