ଶିଶୁର ସାମଗ୍ରିକ ବିକାଶ ପାଇଁ ଆମ କୁନି ପିଲା କାର୍ଯ୍ୟକ୍ରମ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ତରୀୟ ଆମ କୁନି ପିଲା କାର୍ଯ୍ୟକ୍ରମ ସମ୍ପକିତ ତାଲିମ ଶିବିର ବ୍ଲକ ସଭଗୃହରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହିଳା ଅଞ୍ଚଳ ପରିଦର୍ଶୀକା କାଜଲ ନାୟକ, ବିଦ୍ୟୁତପ୍ରଭା ପରିଡ଼ା, ଜୟଶ୍ରୀ!-->…