ସାମ୍ବାଦିକ ଓ ପୋଲିସଙ୍କ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ,ପୋଲିସ ଏକାଦଶ ବିଜୟୀ…
ନୟାଗଡ଼,୨୫/୦୧ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଘସାମନ୍ତ ଖେଳ ପଡିଆରେ ସାମ୍ବାଦିକ ଓ ପୋଲିସଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ପୋଲିସ ଏକାଦଶ ପକ୍ଷରୁ ଆଇ.ଆଇ.ସି ଆଶିଷ ଦେବ ସାହୁ ଅଧିନାୟକ ଥିବା!-->…