ୱେଭ୍ ରାଇଡର୍ସଙ୍କ ସମୁଦ୍ର ପହଁରା ଅଭିଯାନ, କମାଲ ଦେଖାଇଲେ ଓଡ଼ିଆ ପହଁରାଳି

ମୁମ୍ବାଇ: ରବିବାର ଦିନ ୱେଭ୍ ରାଇଡର୍ସ ସଂଗଠନ ଦ୍ୱାରା ଆଲିବାଗ ନିକଟସ୍ଥ କାସା ଖଡକ୍ ଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ଏକ ଚ୍ୟାଲେଞ୍ଜିଂ ୧୬ କିଲୋମିଟର ସମୁଦ୍ର ପହଁର ଅଭିଯାନ କରାଯାଇଥିଲା । ସମୁଦ୍ର ପହଁର ଅଭିଯାନ ଦୁଃସାହସିକ କ୍ରୀଡ଼ା ବର୍ଗରେ ପଡ଼େ ଏବଂ ଏହି ପଦକ୍ଷେପ…

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ନବନିର୍ମାଣ ଯୁବ ସଙ୍ଘ 

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଉଠାଇ ନେଲା ପୋଲିସ  ।  ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହିତ ପରିବହନ ମନ୍ତ୍ରୀଙ୍କ ବାସଗୃହ ଘେରାଉ ପାଇଁ ଉଦ୍ୟମ କରୁଥିଲେ ନବନିର୍ମାଣ ଯୁବଛାତ୍ର ସଂଗଠନ ଓଡ଼ିଶା  ।  ପୂର୍ବ ଜରିମାନକୁ ରଦ୍ଦ କରାଯିବା ସହିତ ପଲ୍ୟୁସନ ନାଁରେ…

ମାଟ୍ରିମୋନୀଆଲ ସାଇଟରେ ଡାକ୍ତର ପରିଚୟ ଦେଇ ୨୨ ଲକ୍ଷ ଟଙ୍କାର ଠକେଇ

ଭୁବନେଶ୍ୱର : ମାଟ୍ରିମୋନୀଆଲ ସାଇଟରୁ ବଡ଼ ଠକେଇ ।  ନିଜକୁ ଡାକ୍ତର ପରିଚୟ ଦେଇ ଲୁଟି ନେଲେ ୨୨ ଲକ୍ଷ ଟଙ୍କା ।  ମାଟ୍ରିମୋନିଆଲ ସାଇଟରେ ଫେକ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକିଥିବା ଅଭିଯୋଗ ।  ଅଭିଯୁକ୍ତ ଠକକୁ ଗିରଫ କରିଛି କମିଶନରେଟ ପୁଲିସ ।  ଠକାମୀର ଶୀକାର ହୋଇଥିବା ଜଣେ…

ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ଶିଳ୍ପା ସେଟ୍ଟୀ

ପୁରୀ: ପୁରୀରେ ବଲିଉଡ୍ ଅଭିନେତ୍ରୀ । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜି ପୁରୀ ଆସିଛନ୍ତି। ନିଜ ପରିବାର ଲୋକଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାରଠାରେ ପହଞ୍ଚିବା ପରେ ତାଙ୍କ କୌଳିକ ପଣ୍ଡା ସ୍ବାଗତ କରିଥିଲେ ।…

ମହିଳାଙ୍କୁ ପଥରରେ ଛେଚି ହତ୍ୟା

ସୁନ୍ଦରଗଡ଼: ମହିଳାଙ୍କୁ ପଥରରେ ଛେଚି ହତ୍ୟା । ସୁନ୍ଦରଗଡ଼ ଟାଉନ ଥାନା ସଙ୍କରା ଗଉଡ଼ପଡ଼ା ପୋଖରୀ ନିଟକଟରୁ ଉଦ୍ଧାର ହୋଇଛି ମୃତଦେହ । ବିଲରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ…

୩୦ ପୁରୁଣା ଆମ ବସର ହେବ ସ୍କ୍ରାପିଂ

ଭୁବନେଶ୍ୱର : ସ୍କାର୍ପିଂ ହେବ ୩୦୦ ପୁରୁଣା ଗାଡ଼ି । ବସ୍ ଜଳିବା ପରେ ପରିବାହନ ବିଭାଗର ଚିନ୍ତା । ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ…

ଟାଟା ଷ୍ଟିଲ ଫାଉଣ୍ଡେସନର ‘ଚେଞ୍ଜମେକର୍ ଆୱାର୍ଡ଼’ ରେ ସମ୍ମାନୀତ ହେଲେ ରଙ୍ଗେଇଲୁଣ୍ଡାର ଆଲୋକ ସାସମଲ

ବ୍ରହ୍ମପୁର, ୧୫/୦୧ : ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଝାଡ଼ଖଣ୍ଡର ଜାମସେଦପୁର ଠାରେ ଆୟୋଜିତ ଯୁବ ସମାରୋହ ' ଧ୍ଵନି ' ରେ ପ୍ରଶଂସା ସାଉଣ୍ଟିଛନ୍ତି ରଙ୍ଗେଇଲୁଣ୍ଡା ବ୍ଲକ ଫୁଲଟା ଗାଁ ର ଆଲୋକ ସାସମଲ। ପରିବେଶ ସଂରକ୍ଷଣ, ବୃକ୍ଷରୋପଣ ଓ ଦୀର୍ଘସ୍ଥାୟୀ ଜୀବନଶୈଳୀ ଉପରେ ସଚେତନତା ସୃଷ୍ଟି କରି…

ଜଳିଗଲା ଦୋକାନ, କ୍ଷତି ହେଲା ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରିକ ସାମଗ୍ରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ନିଆଁ ଲାଗି ଜଣେ ଇଲେକ୍ଟ୍ରିକ ବ୍ୟବସାୟୀଙ୍କ ଦୋକାନ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ବୁଧବାର ରାତିରେ ଦୋକାନୀ ନିଜର ସଟର ବନ୍ଦ କରି ନିଜ ଘରକୁ ଫେରିଥିଲେ। ତେବେ…

ଜଳବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୱାଟରସେଡ ମହୋତ୍ସବ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ଗ୍ରାମ ଠାରେ ଜଳବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୱାଟରସେଡ ମହତ୍ସବ ୨୦୨୫-୨୬ ପାଳିତ ହୋଇଯାଇଛି। ଏହି ଅବସରରେ କାଲଦାପଲ୍ଲୀ ଗ୍ରାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଜଳବିଭାଜିକା ଓ…

ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ

ଭୁବନେଶ୍ବର: ବିଜେଡିରୁ ବିଦାହେଲେ ଦୁଇ ବିଧାୟକ । ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ ।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ…