ଘରେ ଘରେ ପାର୍ସଲ ବାଣ୍ଟି ଡେଲିଭରୀ ବୟ ସାଜିଲେ ଆପ୍ ସାଂସଦ ରାଘବ ଚଢା
ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ରାଘବ ଚଢା ଏବେ ଚର୍ଚ୍ଚାରେ । ଦିନକ ପାଇଁ ବ୍ଲିଙ୍କିଟ୍ ଡେଲିଭରୀ ବୟ ହୋଇଛନ୍ତି ରାଘବ । ସୋସିଆଲ ମିଡିଆ ପ୍ଲାଟଫର୍ମ X ଭିଡିଓ ସେୟାର କରାଯାଇଥିବା ଏକ ଟିଜର ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।
ରାଘବ ଚଢା ତାଙ୍କ X!-->!-->!-->…