ନାବାଳକଙ୍କୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ଅଟକ
ନୂଆଦିଲ୍ଲୀ : ଦିଲ୍ଲୀର ଯମୁନା ପାର ଅଞ୍ଚଳରେ ହତ୍ୟା ଲଗାତାର ଭାବରେ ଜାରି ରହିଛି । ଲକ୍ଷ୍ମୀ ନଗରରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ହତ୍ୟା ଏବଂ ୱେଲକମ ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ତ୍ରିଲୋକପୁରୀ ଅଞ୍ଚଳରୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ!-->…