୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ…

କୋରାପୁଟ : ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ-2025 ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସଂନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ପଲ୍ଲୀଶ୍ରୀ ମେଳାକୁ ଉଦ୍ଘାଟନ କରିଥିଲେ। ପରେ ଜିଲାପାଳ…

କନେଷ୍ଟବଳ ଲେଖନକାରଙ୍କ ଅକାଳ ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାରେ କାର୍ଯ୍ୟରତ ହେଡ କନେଷ୍ଟବଳ ତଥା ଲେଖନକାର ପ୍ରଦୀପ କୁମାର ଦାସ(୪୮)ଙ୍କ ଅକାଳ ବିୟୋଗରେ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଇଆଇସି ଅଭୟ ବେହେରା, ଏସଆଇ ବୈକୁଣ୍ଠନାଥ ସ୍ୱାଇଁ, ଟିଟୁ…

ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ

ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ । ଯାତ୍ରୀ ହନ୍ତସନ୍ତ । ଘନ କୁହୁଡି ଯୋଗୁଁ ୩ଟି ବିମାନ ରଦ୍ଦ ହୋଇଛି । ଏଥିସହ ଗୋଟିଏ ବିମାନ ବିଳମ୍ବରେ ଚାଲିଛି । ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ ଦୁଇଟି ବିମାନ ଏବଂ କୋଚି ପାଇଁ ଗୋଟେ ବିମାନକୁ ରଦ୍ଦ କରିଛି…

୫ କିମି ବାଟ ଚାଲି ଲୋକଙ୍କ ସମସ୍ୟା ବୁଝିଲେ ବିଡିଓ

ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ । ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଚଂଳ ଭାବେ ଜଣା ଶୁଣା ଆଡେଣୀଗଡ ପଞ୍ଚାୟତର…

ପୋଲିସ SI ପରୀକ୍ଷା ଘୋଟାଲା, ୪ ଦିନିଆ ରିମାଣ୍ଡରେ ଯିବେ ଅଭିଯୁକ୍ତ

ଭୁବନେଶ୍ୱର : ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ । ୪ ଦିନିଆ ରିମାଣ୍ଡରେ ଯିବେ ଶଙ୍କର, ସୁରେଶ ଓ ସାଗର । ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ମିଳିଛି । ଝାରପଡ଼ା କାରାଗାରରୁ ୩ ଜଣଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । ଏହି ୩…

ଦନ୍ତା ଆକ୍ରମଣରେ ଜଣେ ମୃତ ଓ ୨ ଆହତ

ସୋର : ରାସ୍ତାରେ ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା । ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ଭୟଭୀତ ଗାଁଲୋକେ । ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ବାଉଁଶଗଢିଆ ପଞ୍ଚାୟତ କଳମୁଚୁଆ ଗାଁରେ ହାତୀ ଉପଦ୍ରବ । ମୃତକ ହେଲେ ପୂର୍ବପଡା ଗାଁର…

ଦହିବରା ଖାଇ ୭୦ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ

କଣ୍ଟାମାଳ : ଦହିବରା ଖାଇ ୭୦ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରର ଏ ଘଟଣା । ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର…

ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଦେଇଛନ୍ତି ସୂଚନା। ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି…

ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି କୋଭିଡ କେନ୍ଦ୍ର

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରମୁଖ ସ୍ଥାନରେ ନିର୍ମାଣ ହୋଇଥିବା କୋଭିଡ୍ କେନ୍ଦ୍ରର ମୁଖ୍ୟ ଦ୍ଵାରରେ ତାଲା ପଡ଼ିଥିବା ବେଳେ ଗ୍ରିଲ ଲାଗିନଥିବା କାଚ ଝରକା ଭାଙ୍ଗି କେହି ଦୁର୍ବୃତ୍ତ ନାମକରା କମ୍ପାନୀର ୬ଟି ସିଲିଂ ଫ୍ୟାନ ଚୋରି କରି ନେଇଯାଇଛି ।ସିଲିଂ…

ଶତାୟୁ ଧର୍ମ ପରାୟଣ ବ୍ୟକ୍ତି ଙ୍କ ଦେହାନ୍ତ: ସମଗ୍ର ଅଞ୍ଚଳ ରେ ଶୋକର ଛାୟା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଖଦାଳ ସାହିର ଶତାୟୁ ଧର୍ମ ପରାୟଣ ବ୍ୟକ୍ତି ସନ୍ୟାସୀ ପାଣୀଗ୍ରାହି (୧୦୩) ଙ୍କ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଟିକାବାଲି ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳି…