କୋରାପୁଟରେ ଖାଦ୍ୟ ବିଷକ୍ରିୟା: ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ
କୋରାପୁଟ, ୧୩/୧୨ : କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ସରକାରୀ ୟୁପି ସ୍କୁଲ ହଷ୍ଟେଲରେ ବାସି ଓ ଦୂଷିତ ଖାଦ୍ୟ ଖାଇ ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି | ଶନିବାର ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି | ଅସୁସ୍ଥ ଛାତ୍ରୀମାନଙ୍କୁ!-->…