Browsing Category

ଓଡିଶା

ବାଇକ୍ ଆରୋହୀଙ୍କୁ କଚାଡ଼ି ମାରିଲା ହାତୀ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଗୁଆଲି ସେକ୍ସନର ସୋୟବଲି ଜଙ୍ଗଲ ନିକଟ ରାସ୍ତାରେ ଜଣେ ବାଇକ୍ ଆରୋହୀଙ୍କୁ ହାତୀ ଆକ୍ରମଣ କରି ମୃତ୍ୟୁ ଘଟାଇ ଥିବା ଜଣାପଡିଛି। ମୃତକ ହେଲେ ସେରେଣ୍ଡ। ଗ୍ରାମ ପଞ୍ଚାୟତର ସୋୟବଲି ଗ୍ରାମର ଚିନ୍ତାମଣି ପାତ୍ର(୫୫) । ମିଳିଥିବା ସୂଚନା ଅନୁଯାୟୀ ଆଜି…

ଗଛ ମୂଳେ ପଡିଛନ୍ତି ଉତ୍କଳମଣି : ଦୁଇ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି

ତୁରନ୍ତ ପୁନଃ ପ୍ରତିଷ୍ଠା ଦାବି ବ୍ରହ୍ମପୁର : ବ୍ରହ୍ମପୁର ପ୍ରେମ ନଗର ରାସ୍ତା ସମ୍ପ୍ରସାରଣ ସମୟରେ ଉଠାଯାଇଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଦୀର୍ଘ ଦୁଇ ବର୍ଷ ହେଲା ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଏକ ଗଛ ମୂଳେ ଅବହେଳିତ ଓ ଅରକ୍ଷିତ…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍, ଲୁଟେରାଙ୍କୁ ଅଟକାଇବାକୁ ଯାଇ ମ୍ୟାନେଜର ଆହତ

ବାଲେଶ୍ଵର: ବାଲେଶ୍ଵର ସଦର ଥାନା ରସାଳପୁର ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲୁଟ୍ । ଆଜି ଅପରାହ୍ନରେ ୪ ଜଣ ଲୁଟେରା ବ୍ୟାଙ୍କ୍ ଭିତରକୁ ବନ୍ଧୁକ ଧରି ପ୍ରଵେଶ କରିଥିଲେ । ବ୍ୟାଙ୍କ ଭିତରେ ଆତଙ୍କ ରଚିବା ସହ ବ୍ୟାଙ୍କରୁ ଲୁଟ୍ ନେଇଛନ୍ତି ଲକ୍ଷାଧିକ ଟଙ୍କା । ମୋଟ ୬ ଜଣ ଲୁଟେରା…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ମାମଲା, SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ

ଭୁବନେଶ୍ବର: ରାଜକୋଷକୁ୧୭୫ କୋଟିର ଚୂନ! । ବିନା ଯାଞ୍ଚରେ ଛାପିଦେଲେ ଭୁଲ୍ ବହି । ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଓଡ଼ିଶା ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ଆଜି…

ଘର ଭିତରେ ପଶିଗଲା ଟ୍ରକ, ମା ମୃତ ଓ ଶିଶୁ ଗୁରୁତର

ସମ୍ବଲପୁର : ଏମିତି ବି ଆସେ ମୃତ୍ୟୁ । ଘର ଭିତରେ ପଶିଗଲା ଟ୍ରକ। ଚାପି ହୋଇଗଲେ ମା ଓ ଶିଶୁ । ଘଟଣାସ୍ଥଳରେ ମା ମୃତ ଓ ଅଢେଇ ବର୍ଷର ଶିଶୁ ଗୁରୁତର । ସମ୍ବଲପୁର ପଡିଆବାହାଲ ନିକଟ ବାରିବନ୍ଦରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।…

ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ଓଡ଼ିଶାର ସ୍ୱାର୍ଥ ନେଇ କରିବେ ଆଲୋଚନା

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ । ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ସୂଚନା ମିଳୁଛି । ହେଲେ ଆଗକୁ ସଂସଦର ମୌସୁମୀ ଅଧିବେଶନକୁ ନଜରରେ ରଖି ନବୀନ ପଟ୍ଟନାୟକ ଦିଲ୍ଲୀରେ…

ଏଣିକି ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍‌ ଚାର୍ଟ, ଠକାମିର ଶିକାର ହେବେନି ଗ୍ରାହକ

ଭୁବନେଶ୍ବର: ଔଷଧ କିଣିଲା ବେଳେ ଏଣିକି ଆଉ ଠକାମିର ଶିକାର ହେବେନି ଗ୍ରାହକ! ରାଜ୍ୟର ସମସ୍ତ ମେଡିସିନ୍ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ। ସାରା ଓଡ଼ିଶାରେ ୩୯ଟି ଜରୁରୀ ଔଷଧର ଦର ଏକାଭଳି ରହିବ। କେନ୍ଦ୍ର ସରକାର ୩୯ ଟି ମେଡ଼ିସିନ ଦର ଧାର୍ଯ୍ୟ କରିବା ପରେ ଓଡିଶା ସରକାର ଏହି ନିଷ୍ପତ୍ତି…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ର ମାର୍ଗଦର୍ଶିକା ଉନ୍ମୋଚନ, ଆସନ୍ତାକାଲିଠାରୁ ଆବେଦନ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ନାଗରିକ…

ଆଉ ହେବନି ଅଦିନିଆ ରଥଯାତ୍ରା, ଚିଠି ଲେଖି ଗଜପତିଙ୍କୁ ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଇସ୍କନ

ପୁରୀ: ଶାସ୍ତ୍ର ଓ ପରମ୍ପରା ବିରୋଧରେ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର କଡ଼ା ଆଭିମୁଖ୍ୟ ପରେ, ବିଭିନ୍ନ ସ୍ଥାନରେ ଇସ୍କନ୍ (ISKCON) ଦ୍ୱାରା ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପ୍ରଶାସନିକ…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା, ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ !

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ଆମେରିକା-ଇରାନ ମୁହାଁମୁହିଁ ପରେ ବିଶ୍ୱ ବଜାରରେ ତେଲ ସଙ୍କଟ ! ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱ ଇନ୍ଧନ ବଜାରରେ ନିଆଁ ଲାଗିଯାଇଛି । ଆଜି ବଜାର ଖୋଲିବା…