Browsing Category

ଓଡିଶା

ବାୟୋ ପ୍ଲାଣ୍ଟକୁ ବିରୋଧ, ପୋଲିସ ଗ୍ରାମବାସୀ ଧସ୍ତାଧସ୍ତି

ରାଉରକେଲା: ରାଉରକେଲାରେ ବାୟୋ ପ୍ଲାଣ୍ଟ କାମକୁ ଗ୍ରାମବାସୀଙ୍କ ବିରୋଧ । ପୋଲିସ ଜନତା ଧସ୍ତାଧସ୍ତି । ରାଉରକେଲାରେ ଅଏଲ୍ ଇଣ୍ଡିଆ ପକ୍ଷରୁ ଲୁହାକେରାଠାରେ ସ୍ଥାପନ କରିବାକୁ ଯାଉଥିବା ବାୟୋ ପ୍ଲାଣ୍ଟ କାର୍ଯ୍ୟକୁ ନେଇ ଚାପା ଉତ୍ତେଜନା ଦେଖାଦେବାରୁ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ଫୋର୍ସ…

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା

ଭୁବନେଶ୍ୱର : SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ SI ପରୀକ୍ଷା ଦେଇପାରିବେ । ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା…

ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ : ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ତ୍ରୁଟିର ଏବେ ତର୍ଜମା…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ, କଳାବ୍ୟାଜ ପିନ୍ଧି କରୁଛନ୍ତି ରୋଗୀ ସେବା

ଭୁବନେଶ୍ବର: ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ । ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ । କଟକ ଏସିବି ମେଡିକାଲ କଲେଜରେ କଳା ବ୍ୟାଜ ପିନ୍ଧି କାର୍ଯ୍ୟକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର ଓ RDA ଡାକ୍ତର ସଂଘ । ଗୋଟିଏ…

ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସୁବର୍ଣ୍ଣପୁର : ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯୁବକ ହେଲେ ବେରିହାପଡାର ଜୟ ବାଗ । ତାଙ୍କ ଗୋଡ଼, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।…

୩୦୦ ଫୁଟ ତଳକୁ ଖସିଲା କାର୍ : ଜଣେ ମୃତ, ४ ଆହତ

କୋରାପୁଟ : ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବା ହେଲା କାଳ । ତିନିଶହ ଫୁଟ ତକକୁ ଖସିଲା କାର ଜଣେ ମୃତ, ଚାରି ଆହତ । କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଘାଟିରେ ତିନି ଶହ ଫୁଟ ତଳକୁ ଖସିଲା କାର । ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଉ ଥିବା ବେଳେ…

ବରଗଡ଼ରେ ୧,୭୫୦ କୋଟିର ମେଗା ଇଥାନଲ ପ୍ଲାଣ୍ଟ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ବରଗଡ଼: ପଶ୍ଚିମ ଓଡ଼ିଶାର ଶିଳ୍ପ ଏବଂ କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଜୁଲାଇ ୪ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବରଗଡ଼ଠାରେ ପ୍ରତିଷ୍ଠିତ ୧,୭୫୦ କୋଟି ଟଙ୍କାର ଏକ ବିଶାଳ ବାୟୋ-ଇଥାନଲ ପ୍ଲାଣ୍ଟର ଶୁଭାରମ୍ଭ କରିବେ। ଭାରତ…

ଭୀମସାରର ୨ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ସମ୍ବଲପୁର: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ର ଦୁଇ ଅଧିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଏଷ୍ଟାବ୍ଲିସ୍ମେଣ୍ଟ୍ ଅଫିସର-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଧନୁର୍ଦ୍ଧର ବିଶ୍ୱାଳ…

୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା, ଆଜିଠୁ ପ୍ରି ଟେଷ୍ଟ୍‌

ଭୁବନେଶ୍ୱର: ମେ’ ୧୫ ତାରିଖ ସୁଦ୍ଧା ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ ୧ ତାରିଖରୁ ଜନଗଣନା ପାଇଁ ସ୍ୱ-ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତା ପରେ ମ୍ୟାପିଂ ସରିଛି। ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ…

ଏଣିକି ଡ୍ରେନରେ ଲାଗିବ ସେନସର୍‌ : ବିଏମ୍‌ସି ବୈଠକରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ବର୍ଷା ଦିନ ଆସିଲେ ସହରର ସମସ୍ତ ଡ୍ରେନରେ ପାଣି ଭରିଯାଏ। ଏହାଛା ଡ୍ରେନରେ ପଙ୍କ ଭରିଗଲେ ମଧ୍ୟ ଡ୍ରେନ ପାଣି ଓଭର ପ୍ଲୋ ହୁଏ। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନୂଆ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବିଏମ୍‌ସି ଅଧିନରେ ଥିବା ବଡ଼ ବଡ଼ ଡ୍ରେନରେ ସେନସର୍‌ ଲାଗିବ।…