Browsing Category

ଓଡିଶା

ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ…

ସାଲେପୁର : ଦୁଇଜଣଙ୍କ ସଲିଳ ସମାଧି । ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ । କଟକ ସଦର ଥାନା କୁରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ଅସ୍ରଫ୍ ଅହମ୍ମଦଙ୍କ ଝିଅ ସାଫିଆ ଖାତୁନ୍ ଓ ରାଜେଶ ସାହାନିଙ୍କ ଝିଅ ନନ୍ଦିନୀ କୁମାରୀ । ଦୁଇଜଣ ପଞ୍ଚାୟତ…

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇ ପର୍ଯ୍ୟଟକ ମୃତ…

ପୁରୀ : ସମୁଦ୍ର ଗାଧୁଆ ପାଲଟିଲା କାଳ। ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇ ପର୍ଯ୍ୟଟକ ମୃତ। ଚକ୍ରତୀର୍ଥ ବେଳା ଭୂମିରେ ଗାଧୋଇବା ସମୟରେ ପ୍ରବଳ ଲହଡ଼ି ମାଡ଼ରେ ଜଣେ ପର୍ଯ୍ୟଟକ ଭାସିଯାଇଥିଲେ। ସେଠାରେ ଥିବା ଲାଇଫ ଗାର୍ଡମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି…

ମା’କୁ ଖୁଣ୍ଟିରେ ବାନ୍ଧିଥିବା ନିଷ୍ଠୁର ପୁଅକୁ ଗିରଫ କଲା ପୋଲିସ…

କେନ୍ଦୁଝର: କୋବି ଚୋରି ଅଭିଯୋଗରେ ମାକୁ ଖୁଣ୍ଟିରେ ବାନ୍ଧି ପକାଇଥିବା ନିଷ୍ଠୁର ପୁଅ ଶତ୍ରୁଘ୍ନ ମହନ୍ତ ଗିରଫ। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଗିରଫ କରିଛି। ପରେ ଶତ୍ରୁଘ୍ନକୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ସଂପୃକ୍ତ ଖବରଟି ସୋଶିଆଲ ମିଡିଆରେ…

ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ…

ଭୁବନେଶ୍ବର : ଚିନ୍ତା ବଢାଇଲେ ବାହାର ବେପାରୀ । ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ବେପାରୀ ଏବଂ ଦଲାଲଙ୍କ ଉପରେ ଦୃଷ୍ଟି ଦେବାକୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚେକ ପଏଣ୍ଟ ଗୁଡିକରେ ଚେକିଂ କୁ କଡାକଡି କରିବାକୁ ପରାମର୍ଶ…

ଖଣ୍ଡା ବୁଲାଇ ଡରାଉଥିଲା ଯୁବକ, ନିଜେ ହେଲା ଗୁରୁତର…

ଭୁବନେଶ୍ୱର : ଏବେ ଚାଲିଆଡେ ନୂଆବର୍ଷ ପାଇଁ ସେଲିବ୍ରେସନର ମାହୋଲ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ସଜାଗ କମିସନରେଟ ପୋଲିସ୍ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏତେ ସବୁ ପରେ ବି…

ବଡ଼ଦିନରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼…

ପୁରୀ: ନୂଆବର୍ଷ ପାଖେଇ ଆସୁଥିବା ବେଳେ ଆଜି ବଡ଼ଦିନ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ସ୍କୁଲ କଲେଜ ଛୁଟି ରହିଥିବାରୁ ଲୋକେ ପୁରୀ ଆସି କାଳିଆ ଠାକୁରର ଆଶୀର୍ବାଦ ନେବାକୁ ଭିଡ ଜମାଇଛନ୍ତି। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ…

ବିଲରୁ ମିଳିଲା କଟା ପାପୁଲି, ତଦନ୍ତ କରୁଛି ପୋଲିସ…

ଖୋର୍ଦ୍ଧା : କାହାର କଟା ପାପୁଲି? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଜବତ କଟା ପାପୁଲିକୁ ନେଇ ଛାନ୍‌ଭିନ୍‌ ଆରମ୍ଭ ଜଙ୍କିଆ ଥାନା ପୋଲିସ । ଖବର ଅନୁଯାୟୀ,…

ସାରା ଦେଶରେ ଖ୍ରୀଷ୍ଟମାସ ବେଶ ଧୁମଧାମରେ ପାଳିତ…

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନମାନଙ୍କ ପାଇଁ ଅତ୍ୟନ୍ତ ଧାର୍ମିକ ମହତ୍ତ୍ୱର ପର୍ବ ଖ୍ରୀଷ୍ଟମାସ ଯୀଶୁଙ୍କ ଅବତାରକୁ ସ୍ମରଣ କରେ। ଯାହା ପରମେଶ୍ୱରଙ୍କ ପ୍ରେମ ଏବଂ ମୁକ୍ତିକୁ ସୂଚିତ କରେ । ତଥାପି ଏହା ଧାର୍ମିକ ସୀମା ଅତିକ୍ରମ କରି ସୁଖ, ଉଦାରତା ଏବଂ ଦାନ…

ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ, ୨ ମୃତ…

କଣ୍ଟାବାଞ୍ଜି : ରାଉରକେଲା ପରେ କଣ୍ଟାବାଞ୍ଜିରେ ଡାଇରିଆ । ଡାଇରିଆରେ ୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୪ରୁ ଊର୍ଦ୍ଧ୍ବ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ୨ ମୃତକ ପୁଡ଼ାପଦାର ଓ ମାଲିବାହାଲ ଗାଁର ମୀରା ସାହୁ ଓ ସନ୍ତୋଷ ମାଝୀ । ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ…

ବଲାଙ୍ଗୀରରେ ଦାଦନ ଚାଲାଣ: ୭ ନାବାଳକଙ୍କ ସମେତ ୧୫ ଉଦ୍ଧାର…

ବଲାଙ୍ଗୀର: ଜିଲ୍ଲା ପୁଲିସ ରବିବାର ୭ ଜଣ ନିରୀହ ଶିଶୁଙ୍କ ସମେତ ୧୫ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦଲାଲଙ୍କ କବଳରୁ ଉଦ୍ଧାର କରିଛି। ଏହି ଗରିବ ଲୋକଙ୍କୁ ବେଆଇନ ଭାବେ ହାଇଦ୍ରାବାଦ ନିଆଯାଉଥିବା ବେଳେ କର୍ତ୍ତୃପକ୍ଷ ହସ୍ତକ୍ଷେପ…