Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପ୍ରଧାନଶିକ୍ଷକଙ୍କ ବିରୋଧରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ, ସ୍କୁଲ ଖାତାକୁ ଟଙ୍କା ଫେରସ୍ତ କରିବାକୁ ଅଞ୍ଚଳବାସୀଙ୍କ ଦାବି
କୋରାପୁଟ : ପ୍ରଧାନ ଶିକ୍ଷକଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ । ୧୪ ବର୍ଷ ହେବ ଗୋଟିଏ ବିଦ୍ୟାଳୟର ଦାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ ? ନାରାୟଣପାଟଣା ବ୍ଳକ ଲଙ୍ଗଳବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ସ୍କୁଲରେ ବିଗତ ୧୪ ବର୍ଷ ହେବ ଜାମି ସତ୍ୟନାରାୟଣ!-->…
ରାଇକିଆରେ ହାତୀ ଉପଦ୍ରବ, ଦୁଇ ବୃଦ୍ଧ ମୃତ
ରାଇକିଆ: ମୟୂରଭଂଜ ରାଇକିଆରେ ପୁଣି ହାତୀ ଉପଦ୍ରବ। ଦୁଇଜଣ ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପେଟାପାଙ୍ଗା ଡ୍ରାମ୍ବା ଜଙ୍ଗଲରେ ଏହି ଅଘଟଣ ଘଟିଛି । ଦୁଇ ବୃଦ୍ଧ ଜଙ୍ଗଲରୁ ଘରକୁ ଫେରୁଥିବା ବେଳେ ହାତୀ ଦଳି ମାରିଛି । ମୃତକମାନେ ହେଲେ ଡ୍ରାମ୍ବା!-->…
ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲିଦେଲା ମାଆ!
ସମ୍ବଲପୁର: ନିଜ ଛୁଆଙ୍କୁ ମାରିଦେଲା ମାଆ। ସମ୍ବଲପୁର ଜିଲ୍ଲାରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସମ୍ବଲପୁର ଜିଲ୍ଲାରେ ଜଣେ ମହିଳା ତାଙ୍କ ଦୁଇ ନାବାଳିକା ଝିଅଙ୍କୁ ଏକ କୂଅରେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ବାମରା ବ୍ଲକ ଅନ୍ତର୍ଗତ ଜରାବାଗା!-->…
ଡ଼ ମାୟାଧର ମାନସିଂହଙ୍କ ଗାଁ ନନ୍ଦଳାକୁ ଐତିହ୍ୟ ଗ୍ରାମ ଘୋଷଣା ନ କରିବା ସରକାରଙ୍କ ହୀନମନ୍ୟତା: ବିଜେଡି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି!-->…
ଗଞ୍ଜାମ ଜିଲ୍ଲାରେ ଯୋଗାଣ ବିଭାଗ କୋମାରେ…..!
ଖୁଲାମ ଖୁଲା ଜାଳେଣି ଗ୍ୟାସ କଳାବଜାରୀ କୁ ସୁଯୋଗ ଦେଉଛି ପ୍ରଶାସନ ……!ବ୍ରହ୍ମପୁର: ଯୁଦ୍ଧର ଦ୍ୱାହି ଦେଇ ଡବଲ ଇଞ୍ଜିନ ସାଧାରଣ ଲୋକଙ୍କୁ ଡବଲ ଦୁଃଖ ଦେଇଛି। ସରକାର ଙ୍କ ପକ୍ଷରୁ ଜାଳେଣି ଗ୍ୟାସ ପର୍ଯ୍ୟାପ୍ତ ପରିମାଣରମହଜୁଦ ଥିବା ଦର୍ଶାଯାଇଛି। ବୁକ କରିଲେ ଗ୍ୟାସ ସୁବିଧା ରେ ମିଳୁନି।!-->!-->!-->…
ଗଞ୍ଜାମ ଜିଲ୍ଲା ଗ୍ରାହକ କମିଶନର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସତୀଶ କୁମାର ପାଣିଗ୍ରାହୀଙ୍କ କାର୍ଯ୍ୟକାଳ…
ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଗଞ୍ଜାମ ଜିଲ୍ଲା ଗ୍ରାହକ କମିଶନର ସଦସ୍ୟ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସତୀଶ କୁମାର ପାଣିଗ୍ରାହୀଙ୍କ ସେବା କାର୍ଯ୍ୟକାଳକୁ ଓଡ଼ିଶା ସରକାର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏହି ନୂତନ!-->…
ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ
ଭୁବନେଶ୍ବର: ବିଜେପିରେ ପୂର୍ବତ୍ତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଯୋଗଦାନ ପରେ ବାଲେଶ୍ୱର ଜିଲ୍ଲାରେ ବିଜେପିରେ ହଲଚଲ ଦେଖିବାକୁ ମିଳିଛି। ରବୀନ୍ଦ୍ରଙ୍କ ଯୋଗଦାନକୁ ନେଇ ଅସନ୍ତୁଷ୍ଟ ହୋଇ ଦଳ ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ।
ବିଜେପିରେ ପୂର୍ବତ୍ତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର!-->!-->!-->…
କଂଗ୍ରେସ ବିଧାୟକଙ୍କ ବେଙ୍ଗାଲୁରୁ ଗସ୍ତକୁ ସୋଫିଆଙ୍କ ନାପସନ୍ଦ
ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସରଗରମ ହେବାର ଲାଗିଛି। କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ କଟକ ବିଧାୟିକା ସୋଫିଆ ଫିର୍ଦୋସ। ସେ କହିଛନ୍ତି ଯେ, ବାହାରକୁ ଯିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କରିଛନ୍ତି।ଆମେ ନିର୍ବାଚିତ ଲୋକ!-->…
ଚାକିରି କରାଇ ଦେବା ନାଁରେ ଠକେଇ, ଜଣେ ଗିରଫ
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଚାକିରି ଦେବା ଠକ। ବିଦେଶରେ ଚାକିରି ଦେବା ନାମରେ ଠକେଇ କରି ନେଉଛନ୍ତି ଟଙ୍କା । ଏଭଳି ଜଣେ ଠକାମୀ ଶିକାର ହେବା ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ। ବିଦେଶ ରେ ଚାକିରୀ ଦେବା ନାମରେ ଦେଢ଼!-->…
ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ ଉତ୍ତ୍ୟକ୍ତ ଗ୍ରାମବାସୀ
ରାଇରଙ୍ଗପୁର : ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ପ୍ରତିବାଦରେ ତାତିଲେ ଗ୍ରାମବାସୀ । ଭାଙ୍ଗିଲେ ତହସିଲଦାରଙ୍କ ଗାଡ଼ି । ମୟୂରଭଞ୍ଜ ଜିଲ୍ଲା ବହଳଦା ଏନଏଚ-୨୨୦ରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ । ଗ୍ରାମବାସୀମାନେ ପୋଲିସକୁ ମରଣାନ୍ତକ ଆକ୍ରମଣ ସହ ଗାଡ଼ି!-->…