Browsing Category

ଓଡିଶା

ଆତଙ୍କବାଦୀ ସଇଦ ଈଶାନ ବୁଖାରୀକୁ କିଏ ଦେଉଥିଲା ସୁରକ୍ଷା…?

ଯାଜପୁର : ସଇଦ ଈଶାନ ବୁଖାରୀ କିଏ? କଶ୍ମୀରରୁ ଆସି ଯାଜପୁରରେ କାହିଁକି ରହିଥିଲା? ଆଇଏସ୍‌ଆଇ ସହିତ ତା’ର କି ଲିଙ୍କ ରହିଛି? ସଇଦଙ୍କ ଚାଲିଚଣରେ ସନ୍ଦେହ ପ୍ରକାଶ କରି ୫ ବର୍ଷ ତଳେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ ଯାଜପୁର ଜିଲ୍ଲାର ଜଣେ ପ୍ରତିଷ୍ଠିତ ସାମ୍ୱାଦିକ…

୫୦% ପିଲା ଅଧାରୁ ଛାଡ଼ିଲେ ପାଠ: ଏ କେଉଁପ୍ରକାର ରୂପାନ୍ତରୀକରଣ.. ?

ଭୁବନେଶ୍ବର : ଓଡ଼ିଶାରେ ଦୀର୍ଘ ୨୩ବର୍ଷ ଧରି ସ୍ଥିର ସରକାର ଥିବା ସତ୍ତ୍ୱେ ରାଜ୍ୟର ପ୍ରାୟ ୫୦ ପ୍ରତିଶତ ପିଲା ମାଟ୍ରିକରେ ଅଧାରୁ ପାଠ ଛାଡ଼ୁଛନ୍ତି । ସର୍ବଭାରତୀୟସ୍ତରରେ ଓଡ଼ିଶାରେ ଦଶମ ଶ୍ରେଣୀରେ ଡ୍ରପଆଉଟ୍ ହାର ସବୁଠୁ ଅଧିକ ଥିବାବେଳେ ମଣିପୁରରେ ଡ୍ରପଆଉଟ୍ ହାର ଶୂନ…

ଫେବୃୟାରୀରେ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ….

ଭୁବନେଶ୍ବର : ଆସନ୍ତାବର୍ଷ ଫେବୃୟାରୀ ମାସରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ…

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ୨୨ରେ ହେବ ଶୁଭ ଖୁଣ୍ଟି ସ୍ଥାପନ…

ବରଗଡ଼: ଆସନ୍ତା ଡ଼ିସେମ୍ବର ୨୨ ତାରିଖ ଦିନ ଅପରାହ୍ନରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ। ଅପରାହ୍ନ ସମୟରେ ତଳିପଡା ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ହାଟପଦା ଠାରେ ହେବ ଶୁଭ ଖୁଣ୍ଟି ସ୍ଥାପନ। ତେବେ ବିଶ୍ୱ…

ଆସନ୍ତାକାଲି ଦିଲ୍ଲୀ ଯିବେ କଂଗ୍ରେସ ଓ ବିଜେପି ନେତା

ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ନିର୍ବାଚନୀ ରଣନୀତି ଚୂଡ଼ାନ୍ତ କରିବେ । ଏଥିପାଇଁ ରାଜ୍ୟରେ ଦୁଇ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଭିନ୍ନ ଭିନ୍ନ ଭାବେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସାଧାରଣ…

ଆମିକସ୍ କ୍ୟୁରି ଦାଖଲ କଲେ ଷ୍ଟାଟସ୍ ରିପୋର୍ଟ…

ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପର ପୁନରୁଦ୍ଧାର କାର୍ଯ୍ଯ ନେଇ ଆମିକସ୍ କ୍ୟୁରୀ ଏନ୍. କେ. ମହାନ୍ତି ସୋମବାର ଓଡ଼ିଶା ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ବିମ ଡିଜାଇନ୍ ନେଇ ଡିସେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ବୈଠକ ବସି ଆଲୋଚନା କରାଯାଇ କାର୍ଯ୍ୟପନ୍ଥା…

ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ : ପାଣ୍ଡିଆନ

ଭୁବନେଶ୍ୱର: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ । ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି…

ଶକ୍ତି ମଲ୍ଟଏୟାର ପ୍ରାଇଭେଟ୍ ଲିମିଟେଡ ଉପରେ ଶେଷ ହେଲା ଆୟକର ରେଡ୍…

ଢେଙ୍କାନାଳ: ତୁମୁସିଂହା ଥାନା ଅନ୍ତର୍ଗତ ମଦ ପ୍ରସ୍ତୁତକାରୀ ସଂସ୍ଥା ଶକ୍ତି ମଲ୍ଟଏୟାର ଓ ଲେମୋନେଡସ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ପକ୍ଷରୁ ୩ ଦିନ ଧରି ଚାଲିଥିବା ଚଢ଼ଉ ସୋମବାର ଶେଷ ହୋଇଛି। ଏହି ଚଢ଼ାଉ ସମୟରେ ଆୟକର ଅଧିକାରୀମାନେ ମଦ ପ୍ରସ୍ତୁତକାରୀଙ୍କ…

ମା’ ଶାରଳା’ ମନ୍ଦିର ହୁଣ୍ଡି ଲୁଟ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଝଙ୍କଡ଼ ବାସିନୀ ମା’ ଶାରଳା’ଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଘଟଣାରେ ତିର୍ତ୍ତୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ଜଣେ ଅଭିଯୁକ୍ତକୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ । ଗିରଫ…

ନାବାଳକ ହତ୍ୟା ଘଟଣାରେ ନୂଆ ମୋଡ଼: ପୁଅର ତଣ୍ଟି କାଟିଥିଲା ବାପା.. !

ସାଲେପୁର : ପୁଅର ତଣ୍ଟି କାଟିଛି ବାପା। ମାଆର ଅଭିଯୋଗ ପୁଅର ହତ୍ୟାକାରୀ ନିଜେ ବାପା। ସାଲେପୁର ଜଗତପୁର ଥାନା ପୂର୍ବକଛ ଗାଁରେ ନାବାଳକ ହତ୍ୟା ଘଟଣାରେ ନୂଆ ମୋଡ଼। ଗାଁର ଜଗନ୍ନାଥ ବେହେରାଙ୍କ ୧୨ ବର୍ଷର ପୁଅ ଜ୍ୟୋତି ପ୍ରକାଶଙ୍କ ମୃତ୍ୟୁ ଘଟଣାର ଦିନକ ପରେ ଆସିଛି ଏହି ଚାଞ୍ଚଲ୍ୟକର…