Browsing Category

ଓଡିଶା

ଦୀର୍ଘ ଦୁଇମାସ ତଳୁ ନିଖୋଜ ଥିଲେ ଛାତ୍ର…

କନ୍ଧମାଳ: ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର । ଦୀର୍ଘ ଦୁଇମାସ ଦୁଇ ଦିନ ପରେ କନ୍ଧମାଳ ଜିଲ୍ଲା ଉର୍ମଗଡ ଜଳପ୍ରପାତରୁ ନିଖୋଜ ଆଦର୍ଶ ବିଦ୍ୟାଳୟର ଛାତ୍ରର ମିଳିଲା ଗଳିତ କଙ୍କାଳ । ଜଳପ୍ରପାତର ପାଞ୍ଚଶହ ମିଟର ବ୍ୟବଧାନରେ ଥିବା ପଥର ତଳୁ ମିଳିଛି ଛାତ୍ରଙ୍କ ଗଳିତ…

ଭିନ୍ନକ୍ଷମମାନଙ୍କ ଫ୍ୟାଶନ ଶୋ, ପ୍ରତିଭା ପ୍ରଦର୍ଶନ କରିବେ ସାର୍ଥକ ଦ୍ଵିବେଦୀ ଏବଂ କିରଣ ବେହେରା…

ଭୁବନେଶ୍ଵର: ଅନୁଷ୍ଠିତ ହୋଇଛି ଭିନ୍ନକ୍ଷମମାନଙ୍କ ଫ୍ୟାଶନ ଶୋ । ଗତକାଲି ପରିବର୍ତ୍ତନ ଏବଂ ସ୍ଵାଭିମାନ ଓଡିଶାରେ ଶ୍ରୀ ଏବଂ ମିସ୍ ଇଣ୍ଡିଆ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟର ଉନ୍ମୋଚନ କରିଥିଲେ । ଏହି ଅନ୍ତର୍ଭୂକ୍ତ କାର୍ଯ୍ୟକ୍ରମ ‘ଉଭୟ ଭିନ୍ନକ୍ଷମ ପୁରୁଷ ଏବଂ ମହିଳାଙ୍କ…

ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

ଭବାନୀପାଟଣା : ଥମୁନି ହାତୀଙ୍କ ଦୌରାତ୍ମ୍ୟ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳା ହାତୀର ଜୀବନ ଯାଉଛି ତ ଆଉ କେତେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଘଟିଛି ଭବାନୀପାଟଣାରେ । ରେଞ୍ଜରଙ୍କୁ ଦଳି ଦେଇଛି ହାତୀ  । ନର୍ଲା ରେଞ୍ଜ ରତନପୁର ଗାଁ ନିକଟରେ ହାତୀଟି…

ଝିଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କଲେ ବାପା-ମା’…

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା। କେରଳ ଦମ୍ପତି ନିଜ ଝିଅ ସହ କର୍ଣ୍ଣାଟକାରେ ଜୀବନ ହାରିଛନ୍ତି। କୋଡାଗୁ ଜିଲ୍ଲା କାଗୋଡଲୁ ଗାଁର ରିସୋର୍ଟରେ ଦମ୍ପତି ପ୍ରଥମେ ନିଜର ୧୧ ବର୍ଷୀୟ ଝିଅକୁ ହତ୍ୟା କରିଥିଲେ। ଏହାପରେ ସେମାନେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ବିନୋଦ ବାବୁସେନାନ(୪୩) କେରଳ…

ଭୁବନେଶ୍ୱରରେ ବାଗେଶ୍ବର ବାବା, ପୁରୀ ଅଭିମୁଖେ କରିବେ ଯାତ୍ରା…

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବାଗେଶ୍ୱର ଧାମ ସରକାର। ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଭାରତ ତଥା ବିଶ୍ୱରେ ପ୍ରଭୁ ହନୁମାନଙ୍କ ଦିବ୍ୟତାର କଥା ପାଇଁ ପ୍ରସିଦ୍ଧ ଥିବା ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ। ଓଡିଶାରେ ପହଞ୍ଚିବା ପରେ…

ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ସୁବର୍ଣ୍ଣପୁର : ବାରହା ଶିକାର ପାଇଁ ତାର ବିଛା ଯାଇଥିଲା । ହେଲେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନୀରିo ନାବାଳକଙ୍କ ଜୀବନ ଚାଲିଯାଇଛି । ଏଭଳି କିଛି ଦୁଃଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରୁ । ମୃତକ ଦୁଇ ନାବାଳକ ସିଂହପାଲି…

ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ, ବଲାଙ୍ଗିରରୁ ମିଳିଲା କେବଳ ୧୭୦କୋଟି…

ବଲାଙ୍ଗୀର: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଆଜି ପଞ୍ଚମ ଦିନରେ ଚାଲିଛି ଆୟକର ବିଭାଗର ରେଡ । ସେପଟେ ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବି…

କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜର ପାଚେରୀ

ବାଲେଶ୍ବର : ଭୁଶୁଡିଲା କେନାଲ ଉପର ନିର୍ମାଣାଧୀନ ବ୍ରିଜର ପାଚେରୀ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ସାଳନ୍ଦୀ କେନାଲର ଉପରେ ନିର୍ମାଣାଧୀନ ବ୍ରିଜର କଟ ଅଫ ୱାଲ ଗତକାଲି ରାତିରେ ଭୁଶୁଡ଼ି ପଡ଼ିଛି। ସନ୍ତରାଗାଡ଼ିଆ ଠାରୁ ନୀଳଗିରି ଦେଇ ସାଳନ୍ଦୀ କେନାଲର ଅସ୍ତିଆ ଛକ…

ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବାରୁ ହତ୍ୟାକାଣ୍ଡ, ପୋଖରୀରୁ ମୃତଦେହ ହୋଇଥିଲା ଉଦ୍ଧାର…

ଅନୁଗୁଳ: ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପରଦାଫାସ କରିଛି ଜରପଡା ଥାନା ପୋଲିସ। ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ଜଣଙ୍କୁ ଗିରଫ…

ରାଜ୍ୟରେ ‘ଏସ୍‌ସି କମିଶନ’ ପ୍ରତିଷ୍ଠା ନକରିବା ବିଜେଡି ସରକାରଙ୍କ ଦଳିତ ବିରୋଧୀ ମାନସିକତା…

ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ବିକାଶ ଓ ସମସ୍ୟା ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ସରକାରଙ୍କ “ଏସସି ଆଡଭାଇଜୋରି କମିଟି”ର ବୈଠକ ଆଦୌ ବସୁନାହିଁ । ଦଳିତମାନଙ୍କ ଉପରେ “ଆଟ୍ରୋସିଟି କେଶ୍‌” ରାଜ୍ୟରେ ପ୍ରତିଦିନ ବଢ଼ୁଛି ।…