Browsing Category

ଓଡିଶା

ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକ, ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର । ରଥଯାତ୍ରା ସହ ସ୍ନାନଯାତ୍ରା,ବାହୁଡ଼ା ଯାତ୍ରା ପାଇଁ ବି ନୀତି ନିର୍ଘଣ୍ଟକୁ ମୋହର । ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକରେ ମୋହର ବାଜିଛି । ସଅଳ ଦ୍ୱାର ଫିଟା ଓ ଭୋରରୁ ମଙ୍ଗଳ ଆଳତି ଉପରେ ଗୁରୁତ୍ବ…

ହାତୀକୁ ମାରି ପୋତି ଦେଲେ ଫାର୍ମ ହାଉସ୍‌ ମାଲିକ !

ଅନୁଗୁଳ : ଫାର୍ମ ହାଉସରେ ମାରି ପୋତି ଦିଆଯାଇଛି କି ହାତୀ ? ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସତ ବାହାର କରିବ ହିନ୍ଦୋଳ ବନବିଭାଗ । ହାତୀ ମାରି ପୋତିଦେବା ଘଟଣାରେ ଫାର୍ମ ମାଲିକ ପ୍ରମୋଦ କୁମାର ରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖିବା ସହ ଜେସିବି ଜବତ କରିଛି ବନ…

ଥାନାରେ ପୁଣି ଥାର୍ଡଡିଗ୍ରୀ, ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର : ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ୍ ବିରୋଧରେ । ମୃତ ଯୁବକ ହେଲେ ସୁଶାନ୍ତ କୁମାର ସାହୁ । ଯୁବକକୁ କୌଣସି ଏକ ମାମଲାର ତଦନ୍ତ…

ଅନୁଗୁଳରେ ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା

ଅନୁଗୁଳ: ହାତୀ ନେଲା ୨ ଜୀବନ । ଅନୁଗୁଳରେ ହାତୀ ଆତଙ୍କ। ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ଜଣେ ବୃଦ୍ଧଙ୍କ ମଣ୍ଡକୁ ଦଳିଦେଲା ଦନ୍ତା । ମୃତକ ହେଲେ ୬୫ ବର୍ଷିୟ ଗନ୍ଧର୍ବ ସାହୁ । ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ…

ଫାର୍ମହାଉସ୍‌ରେ ହାତୀକୁ ମାରି ପୋତିଦେଲେ!

ହିନ୍ଦୋଳ : ଏକ ହାତୀକୁ ମାରି ଫାର୍ମ ହାଉସ୍‌ରେ ପୋତି ଦିଆଯାଇଥିବା ନେଇ ଅଭିଯୋଗ ମିଳିବା ପରେ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ବନବିଭାଗର ସ୍ବତନ୍ତ୍ର ଟିମ୍‌ ଢେଙ୍କାନାଳଜିଲ୍ଲା ହିନ୍ଦୋଳ ସହରରେ ଥିବା ଏହି ଫାର୍ମ ହାଉସ୍‌କୁ ଯାଇ ହାତୀ ପୋତା ଯାଇଥିବା ସ୍ଥାନ ଚିହ୍ନଟ…

ସ୍ତ୍ରୀକୁ ମାରି ବସ୍ତାରେ ଭର୍ତ୍ତି କରି ନଦୀ କୂଳରେ ପୋତିଦେଲା ଜହ୍ଲାଦ ସ୍ବାମୀ

ଚୌଦ୍ବାର ୩୧।୫: ପ୍ରେମ କରି ବିବାହ କରିଥିଲେ କିନ୍ତୁ ପ୍ରେମ ବେଶୀ ଦିନ ତିଷ୍ଠି ରହିଲାନି । ଶେଷରେ ତଣ୍ଟିଚିପି ମାରି ପୋତିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଭଟିମୁଣ୍ଡା ସାରଗାଁ ଗ୍ରାମରେ ।ସୂଚନାଯୋଗ୍ୟ ଯେ, ଭଟିମୁଣ୍ଡା ଗ୍ରାମର ମଳୟ ସାମଲ ୨୦୧୯ ମସିହାରେ…

ଏକତରଫା ପ୍ରେମରୁ ହିଡେନ୍ କ୍ୟାମେରା

ଜଗତସିଂହପୁର: ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜଗତସିଂହପୁର ଏସ୍‌ପି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ଏ ନେଇ ପ୍ରେସମିଟ୍ କରି ରୋଚକ ତଥ୍ୟ ଦେଇଛନ୍ତି ଏସ୍‌ପି ଅଙ୍କିତ ବର୍ମା ।ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ କାର୍ଯ୍ୟାଳୟର…

କରାଳ ରୂପ ଦେଖାଇବ କାଳବୈଶାଖୀ ! କନ୍ଧମାଳ ଓ ଗଜପତିକୁ ରେଡ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର ୩୧।୫: ଆସୁଛି କାଳବୈଶାଖୀ । ପବନର ବେଗ ତୀବ୍ର ରହିବ, ଆଉ କୁଆ ପଥର ବର୍ଷା ହେବ । ଘଣ୍ଟା ପ୍ରତି ପବନର ବେଗ ୬୦-୭୦ କିଲୋମିଟର ଯାଏଁ ବହିବ । ଏଥିସହ କୁଆ ପଥର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ବାର୍ଣ୍ଣିଂ…

ପେଟକୁ ଥଣ୍ଡା ରଖୁଥିବା ବେଲପଣା ପିଇବାକୁ ମୋଦୀଙ୍କ ପରାମର୍ଶ

ଭୁବନେଶ୍ବର ୩୧।୫: ୧୩୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା କଥା । ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିଭିନ୍ନ ସ୍ଥାନର…