Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ୪୪.୨ଡିଗ୍ରି ସହ ବାରିପଦା ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ବର: ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଜି ପୁଣି ଥରେ ରାଜ୍ୟର ୨୩ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ଥିବା ରେକର୍ଡ କରାଯାଇଛି। ମୟୂରଭଂଜ ଜିଲ୍ଲା ସଦର ମହକୁମା!-->…
ଭିଆଇପି ଓ ଭିଭିଆଇପି ସୁରକ୍ଷା ପାଇଁ ସ୍ବତନ୍ତ୍ର ସିକ୍ୟୁରୀଟି Wing କମାଣ୍ଡ ସେଣ୍ଟର ଉଦଘାଟିତ
ଭିଆଇପି ଓ ଭିଭିଆଇପି ସୁରକ୍ଷା ପାଇଁ ସ୍ବତନ୍ତ୍ର ସିକ୍ୟୁରୀଟି wing କମାଣ୍ଡ ସେଣ୍ଟର ଉଦଘାଟିତ। ସମସ୍ତ କମିଶନରେଟ ପୋଲିସ ଅଧୀନରେ ଏଭଳି wing ଟି ରହିଥାଏ। କୌଣସି ଅତି ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା ପାଇଁ ଏମରଜେନ୍ସି ରେସ୍ପୋନ୍ସ ୟୁନିଟ ରହିଛି।
ଏହି wing ଟି କମିଶନରେଟ ପୋଲିସ!-->!-->!-->…
ହଜାରେ କୋଟି ଟଙ୍କାର ଠକେଇ ମାମଲା: ଆଉ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ
ଭୁବନେଶ୍ୱର: ୧୮ ଫୁଟବଲ ଡଟ୍ କମ ନାମରେ ହଜାରେ କୋଟି ଟଙ୍କାର ଠକେଇ ମାମଲାର ପର୍ଦାଫାସ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) l ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା ଇଓଡବ୍ଲୁ l ହାକିମ ଆଉ ରୁସ୍ତମ ବୋଲି ଦୁଇ ଇନଭେଷ୍ଟରଙ୍କୁ!-->…
ଝାରସୁଗୁଡ଼ା ଉପନିର୍ବାଚନ : ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କଲେ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ଆଜି ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଟଙ୍କଧର ତ୍ରିପାଠୀ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିବା ପରେ ସେ କହିଛନ୍ତି, କେବଳ ତାଙ୍କ ମୁଣ୍ଡ ଉପରେ ଗୁରୁ ଦାୟିତ୍ୱ ପଡ଼ିନି, ଝାରସୁଗୁଡ଼ା ଲୋକଙ୍କ ଉପରକୁ!-->…
ସରକାରୀ ମେଡିକାଲ କଲେଜରେ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲା…
ସୁନ୍ଦରଗଡ : ସରକାରୀ ମେଡିକାଲ କଲେଜରେ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲା । ମେଡିକାଲ କର୍ମଚାରୀ ଓ ଶିକ୍ଷକଙ୍କ ସମେତ ୫ଜଣ ଗିରଫ। ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ଦଲାଲ,ଜଣେ କମ୍ପ୍ୟୁଟର ଦୋକାନୀ ଓ ମେଡିକାଲ କର୍ମଚାରୀ । ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ଡାଟା ଏଣ୍ଟ୍ରି!-->…
ଏକା ସାଙ୍ଗରେ ବିଷ ପିଇଲେ ଦୁଇ ନାବାଳିକା
ରାୟଗଡା : ଏକାଠି ବିଷ ପିଇ ଦୁଇ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର। ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଉତୁକାପାଢୁ ଗାଁରେ ଅଭାବନୀୟ ଘଟଣା। ଦୁଇ ନାବାଳିକା ପରସ୍ପରର ଅନ୍ତରଙ୍ଗ ବନ୍ଧୁ ବୋଲି ଜଣାପଡିଛି। ମୃତ ନାବାଳିକା ଜଣକ ୧୦ମ!-->…
ମହର୍ଷି କଲେଜରେ ଛାତ୍ରଙ୍କୁ ଆକ୍ରମଣ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
ଭୁବନେଶ୍ବର: କଲେଜ କ୍ୟାମ୍ପସ ପରିସରରେ ତୁମୁଳକାଣ୍ଡ ଘଟାଇଲେ ଅଣଛାତ୍ର । ସମସ୍ତଙ୍କ ଉପସ୍ଥିତିରେ କଲେଜର ସୁରକ୍ଷା ବଳୟକୁ ଭେଦ କରି କ୍ୟାମ୍ପସ୍ ଭିତରକୁ ଛାତ୍ରଙ୍କୁ ବାହାରକୁ ଟାଣି ଆଣି ପିଟିଲେ। ଅଣ ଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ୩ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ!-->…
ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ, ଗିରଫ ସଂଖ୍ୟା ୮୫କୁ ବୃଦ୍ଧି
ସମ୍ବଲପୁର: ସମ୍ବଲପୁରରେ ଆଜିଠୁ କୋହଳ ହୋଇଛି କର୍ଫ୍ୟୁ। ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ। ସକାଳେ ଏବଂ ଅପରାହ୍ନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା। ପରେ!-->…
ଫେକର କାରଖାନା ପରିସରରେ ପୁଣି ବଢ଼ିଲା ୧୪୪ ଧାରା
ଭଦ୍ରକ: ବେଦାନ୍ତ ଫେକର କାରଖାନାରେ ପୁଣି ୧୪୪ ଧାରା ବୃଦ୍ଧି କରାଯାଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ହୋଇଯାଇଛି। କିଛି ଅଘଟଣ ଆଶଙ୍କାରେ ଆଜି ସକାଳ ୬ଟାରୁ ୧୯ ତାରିଖ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ଅବଧିକୁ ବଢ଼ାଇ ଦିଆଯାଇଛି। ଫେକର!-->…
ସରିଲା ବଡ଼ଦାଣ୍ଡ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ, ରଥଯାତ୍ରା ପୂର୍ବରୁ ହେବ ଉଦ୍ଘାଟନ
ପୁରୀ : ବଡ଼ଦାଣ୍ଡ ମାର୍କେଟ୍ କମ୍ପ୍ଲେକ୍ସରେ ମୁଣ୍ଡି ମରାଯାଇଛି। ବ୍ୟବସାୟୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ୪୦ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ୍ କମ୍ପ୍ଲେକ୍ସ ଚଳିତ ମାସ ଶେଷ ସୁଦ୍ଧା ପ୍ରଶାସନକୁ ହସ୍ତାନ୍ତର କରାଯିବ। ବ୍ୟବସାୟୀମାନଙ୍କୁ ତୁରନ୍ତ!-->…