Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଚ୍ ରାସ୍ତାରେ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ୫ ଅଭିଯୁକ୍ତ ନାଁରେ ମାମଲା
ବ୍ରହ୍ମପୁର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିରେ ଏହାର ଭିଡିଓ ଭାଇରାଲ ହୋଇଛି । ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ । କାହିଁକି!-->…
୫ ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ: କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ
ଭୁବନେଶ୍ୱର: ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ଆଜି ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ!-->…
ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
ମୟୂରଭଞ୍ଜ: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ମିରିଗିନେଣ୍ଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପର୍ଶୁରାମ ନାଏକଙ୍କୁ ୧୮,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଗିରଫ କରିଛନ୍ତି।
!-->!-->!-->…
ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ ମେଡିସିନ୍ ଷ୍ଟୋର୍
ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଔଷଧ କିଣିବାର ଅଛି, ତେବେ ଆଜି ହିଁ ଆଣିକି ରଖନ୍ତୁ। କାରଣ ଆସନ୍ତାକାଲି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଯାଉଛି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନ୍ଲାଇନ୍ ଔଷଧ ବିକ୍ରୟକୁ କଡ଼ା ବିରୋଧ!-->…
ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଇସ୍କନ: ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
ଭୁବନେଶ୍ୱର: ପୁଣି ଅମାନିଆ ଇସ୍କନ। ମହାପ୍ରଭୁଙ୍କ ପ୍ରତି ମହା ଅପମାନ। ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଆମେରିକା ଇସ୍କନ ହ୍ୟୁଷ୍ଟନ। କାର ଡାଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ରଖି କଲା ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ!-->…
ନୟାଗଡ଼ :ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ ଫୁ,ବେଫିକର ମଲ୍, ଶୋରୁମ୍ ଓ ହୋଟେଲ ମାଲିକ….
ଧୃତରାଷ୍ଟ୍ର ସାଜିଛି ପ୍ରଶାସନ...!
ଡ଼ି.ଜି.ପି ଙ୍କ ଏନ କାଉଣ୍ଟର ପାଇଁ କଡା ନିର୍ଦେଶ ସେପଟେ ଅପରାଧ ତତ୍ତ୍ୱ ମାନଙ୍କ ମେଳି…..!
ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଲେଣି ଅପରାଧୀତତ୍ତ୍ୱ...
ୟୁକ୍ରେନର ଡ୍ରୋନ ଆକ୍ରମଣରେ ରଷିଆରେ କାର୍ଯ୍ୟରତ ଯୁବକ ମୃତ : ପ୍ରାଣ ହରାଇଛନ୍ତି ଜିଲ୍ଲା ଟିକିଟି ବ୍ଲକ ମାଧବନ୍ଧ ଗାଁର…
ଯୁଦ୍ଧ ନେଲା ଜୀବନ ରୋଜଗାର ପାଇଁ ଯାଇ ଜୀବନ ହାରିଲେ ଓଡ଼ିଆ ଯୁବକ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଟିକିଟି ବ୍ଲକ ମାଧବନ୍ଧ ଗ୍ରାମର ଏ. ରାମାୟା ରଷିଆରେ ଏକ ତୈଳ କମ୍ପାନୀ ରେ କାମ କରୁଥିଲେ । ୟୁକ୍ରେନର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏ ରାମାୟା ରଷିଆରେ ଏକ କମ୍ପାନୀରେ କାମ!-->!-->!-->…
ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ, କହିଲେ ଗୁଜବ ହିଁ ସଂକଟ ଛିଡ଼ା କରିଦେଲା
ଭୁବନେଶ୍ୱର : ରାଜ୍ୟରେ ତୈଳ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ ଅନୁ ଗର୍ଗ । ରାଜ୍ୟରେ ନାହିଁ ତୈଳ ଅଭାବ, ସ୍ଥିତି ସ୍ବାଭାବିକ ରହିଛି । ପେଟ୍ରୋଲ ପମ୍ପରେ ଭିଡ଼ ନକରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ନିୟମିତ ସ୍ଥିତି ମନିଟର କରିବାକୁ ତୈଳ!-->…
ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି, ମେ’ ୨୫ ଶେଷ ତାରିଖ
ଭୁବନେଶ୍ଵର:ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି। ମେ’ ୨୫ ତାରିଖ ଯାଏଁ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ। ସୋମବାର ସରୁଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ ଅବଧି। ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭ ହୋଇଥିଲା। ପରୀକ୍ଷା!-->…