Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜଧାନୀରେ ହୋଲି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ଭୁବନେଶ୍ୱର: ରାଜଧାନୀରେ ହୋଲି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ!-->…
ଦୋଳ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ଚାରିଆଡେ ଉତ୍ସବମୁଖର ହୋଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ!-->…
ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ କିଣିଥିବା ସମ୍ପତ୍ତି ପାଇଁ ଦେବାକୁ ପଡ଼ିବନି ଟାକ୍ସଫୋର୍ସ…
କଟକ : ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ପ୍ଲଟ, ଫ୍ଲାଟ, ଗୃହ ହାତେଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଯେଉଁମାନେ ଇଚ୍ଛାଧୀନ କୋଟାରେ ଏକମାତ୍ର ପ୍ଲଟ ବା ଫ୍ଲାଟ ପାଇଥିବେ ସେମାନଙ୍କୁ ଟାକ୍ସଫୋର୍ସ ରିପୋର୍ଟ ପରିଧିରୁ ବାଦ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ଉନ୍ନୟନ!-->…
ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି…
ଖୋର୍ଦ୍ଧା: ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା । ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ବାଣ କାରିଗରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ମୃତକ ଜଣଙ୍କ ହେଲେ ଦୋଳ ଗୋବିନ୍ଦ ବେହେରା । ବିସ୍ଫୋରଣରେ ଆଉ ୩!-->…
ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳତା ଉପରେ ଲାଗିଲା କଟକଣା…
ଭୁବନେଶ୍ୱର: ଯାତ୍ରା ଓ ମେଲୋଡ଼ି ମଞ୍ଚରେ ଆଉ ପରିବେଷଣ ହେବନି ଅଶ୍ଲୀଳ ନୃତ୍ୟ । ରାଜ୍ୟ ସରକାରକଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ!-->…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ…
ପୁରୀ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହୋଇଛି । ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ । ସକାଳ ଧୂପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ!-->…
ଭିଜିଲାନ୍ସ ଜାଲରେ ବନ ଅଧିକାରୀ, ପଦୋନ୍ନତି ପାଇବାର କିଛି ଘଣ୍ଟା ପରେ ମାଡ଼ିବସିଲା ଟିମ୍
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ। ଗତକାଲି ପାଇଥିଲେ ପଦୋନ୍ନତି । ହେଲେ ଏହାର କିଛି ଘଣ୍ଟାପରେ ଭିଜିଲାନ୍ସ ସେହି ଅଧିକାରୀଙ୍କୁ ମାଡ଼ିବସିଥିଲା। ଏଭଳି ଘଟଣା ଘଟିଛି କୋରାପୁଟରେ।
ସୂଚନା ଅନୁଯାୟୀ,!-->!-->!-->…
ଦଶ ଦିନ ପରେ ଖୋଲିଲା କପିଳେଶ୍ବର ମନ୍ଦିର…
ଭୁବନେଶ୍ୱର: ଖୋଲିଲା କପିଳନାଥ ମନ୍ଦିର । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିବାଦକୁ ନେଇ ମନ୍ଦିରରେ ପଡିଥିଲା ତାଲା । ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ଦେଖାଦେଇଥିଲା । ଫଳରେ କପିଳନାଥଙ୍କ ଯାତ୍ରା ବା ଲିଙ୍ଗରାଜଙ୍କ!-->…
ନିଜକୁ ଜାଳିଦେଲା ଯୁବକ, ଜଳୁଥିବାବେଳେ ଉଦ୍ଧାର କଲେ ଲୋକେ
ପୁରୀ: ନିଆଁରେ ପୋଡ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ସହ ଦେହରେ ନିଆଁ ଲଗାଇ ଜଣେ ଯୁବକ ନିଜକୁ ଜାଳି ଦେଇଥିବା ସୂଚନା ମିଳିଛି। ପୁରୀର ବାସେଳିସାହି ଥାନା ଶଙ୍କରେଶ୍ବର ମନ୍ଦିର ନିକଟରେ ଏଭଳି ଅଘଟଣ ଘଟିଛି। ମନ୍ଦିର ନିକଟ ଏକ ଭଙ୍ଗା ଘରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇଦେଇଥିଲା।
ଏହାପରେ!-->!-->!-->…
ଭୂଷଣ୍ଡପୁର ବାଣ ବିସ୍ଫୋରଣ ସ୍ଥାନରେ ପହଞ୍ଚିଲା ସାଇଣ୍ଟିଫିକ୍ ଟିମ୍
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି | ସାଇଣ୍ଟିଫିକ୍ ଟିମ୍ ବାଣ ବିସ୍ଫୋରଣ ହୋଇଥିବା ଘର ବୁଲି ଦେଖିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି | ଟିମ ପକ୍ଷରୁ ଘଟଣାସ୍ଥଳରୁ ବାରୁଦ, ଗନ୍ଧକ,!-->…