Browsing Category

ଓଡିଶା

ପୋଲିସକୁ ଆକ୍ରମଣ କରି ଫେରାର ଗୋରୁ ମାଫିଆ…

ଆଠଗଡ଼ : ପୋଲିସକୁ ଗୋରୁ ମାଫିଆଙ୍କ ଆକ୍ରମଣ । ଆଠଗଡ଼ ତିଗିରିଆ ଶାସନ ଛକ ନିକଟରେ ଘଟିଛି ଏପରି ଘଟଣା। ଭୂଜାଲି, ବନ୍ଧୁକ ଓ ରଡ ଦ୍ଵାରା ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ପନ୍ଦରରୁ ଅଧିକ ଚୋରା ଗୋରୁ ମାଫିଆଙ୍କ ମିଳିତ ଭାବେ ଆକ୍ରମଣ କରିଛନ୍ତି। ତିଗିରିଆ ଥାନା ଅଧିକାରୀ

ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଡମଣା କେଳୁଚରଣ ପାର୍କ ନିକଟରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ମହିଳାଙ୍କ ନାଁ ଝିଲି ବେହେରା ବୋଲି ଜଣାପଡିଛି । ଘର ଡମଣା ଅଞ୍ଚଳରେ। ସୂଚନା ଅନୁସାରେ ଗତକାଲି ଘରୁ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ସକାଳୁ କେଳୁ ଚରଣ ପାର୍କ ନିକଟ

ମଦୁଆ ଡ୍ରାଇଭରର ଉନ୍ମତ୍ତ କାଣ୍ଡ: ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି, ଜଣେ ମୃତ; ୯ ଜଣ ଗୁରୁତର

ବଲାଙ୍ଗିର ; ମଦୁଆ ଡ୍ରାଇଭରଙ୍କ ଉନ୍ମତକାଣ୍ଡ। ବରଯାତ୍ରୀଙ୍କ ଉପରେ ଚଢାଇ ଦେଲା ଗାଡି। ଫଳରେ ଜଣେ ମୃତ ୯ ଜଣ ଗୁରୁତର । ୯ ଜଣଙ୍କ ମଧ୍ୟରୁ ଦୁଇ ଜଣ ବୁର୍ଲାକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକ ହେଲେ ବାଘଝରଣ ଗାଁର ରାଜ ବରିହା । ସୂଚନାମୁତାବକ ଖପ୍ରାଖୋଲ ବାଘଝରଣ ଗାଁରୁ ହିର୍ଲି

ଟ୍ରକକୁ ପିଟିଲା ଆଇଚର, ୭ ମୃତ…

ଯାଜପୁର : ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ଗାଡିକୁ ଧକ୍କା ଦେଲା କୋଲକାତା ପଟୁ ଆସୁଥିବା ଆଇଚର । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚଣ୍ଡିଖୋଲ ନେଉଳପୁର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ଛକ ନିକଟରେ

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଉଡାନ୍ ୨୦୨୩ରେ କୃଷକ ଓ ବୈଜ୍ଞାନିକଙ୍କ ସମାବେଶ, କୃଷିରେ ନବସୃଜନ ଉପରେ ଆଲୋଚନା…

ଭୁବନେଶ୍ୱର/ ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇଦିନିଆ ଗୋଷ୍ଠୀ ସଂପୃକ୍ତି ସମ୍ପର୍କ କାର୍ଯ୍ୟକ୍ରମ ଉଡାନ୍‌ର ଉଦଯାପନୀ ଦିବସରେ ଜଳବାୟୁ ସ୍ଥିରତା କୃଷିରେ ନବସୃଜନ ଉପରେ ଆଲୋଚନା କରିବା ଲାଗି କୃଷକ ଓ ବୈଜ୍ଞାନିକଙ୍କ ସମାବେଶ ହୋଇଥିଲା ।ଗଂଜାମ ଜିଲ୍ଲା

ଓଡ଼ିଆ ଭାଷା ଓ ଅକ୍ଷର ପ୍ରତି ଅପମାନ : ବିକୃତ ଓଡ଼ିଆ ଭାଷା କୁ ବିରୋଧ

କୁଆଁରମୁଣ୍ଡା - କେନ୍ଦ୍ର ସରକାରଙ୍କ ଅଧିନସ୍ଥ NHI, ସିମଡେଗା ଠାରୁ ବାର କୋଟ୍ ପର୍ଯ୍ୟନ୍ତ ଚାରି ଲେନ୍ ବିଶିଷ୍ଟ ରୋଡ ତିଆରି କରାଯାଇଛି। କୁଆଁରମୁଣ୍ଡା ଠାରୁ ଚଉଦ କିଲୋମିଟର ଦୁରରେ ମାଇଲ ଖୁଣ୍ଟ ପୋତାଯାଇ ସହରର ଦୂରତା ସହ ସହରର ନାମ ଫଳକ ତିନିଟି ଲେଖାଯାଇଛି। ସେଥି ମଧ୍ଯରୁ ଓଡିଶା

ଏହା ଲୋକଙ୍କ ବଜେଟ୍, ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶୁକ୍ରବାରଦିନ ବିଧାନସଭାରେ ଉପସ୍ଥାପିତ  ରାଜ୍ୟ ବଜେଟକୁ ଲୋକଙ୍କ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଏହି ବଜେଟ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ । ଏହା ଓଡ଼ିଶାକୁ ନୂଆ

କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କା ଓ କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ…

ବ୍ରହ୍ମପୁର :ଚଳିତ ଆର୍ଥିକ ବର୍ଷ ପାଇଁ ୨୪ ହଜାର ୮୨୯ କୋଟି ଟଙ୍କାର କୃଷି ବଜେଟ୍‌ ଉପସ୍ଥାପନ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି । ରାଜ୍ୟରେ ଥିବା ଗରିବ ଶ୍ରେଣୀର ଲୋକେ ଯେପରି

ମିଶନଶକ୍ତି ଗୋଷ୍ଠୀକୁ ମିଳିବ ଇଲେକ୍ଟ୍ରୀ ସ୍କୁଟର, ନୂଆ ଯୋଜନାର ପ୍ରସ୍ତାବ ରଖିଲେ ଅର୍ଥମନ୍ତ୍ରୀ…

ଭୁବନେଶ୍ବର : ମିଶନଶକ୍ତି କର୍ମୀଙ୍କୁ ମିଳିବ ସ୍କୁଟର। ଏଥିପାଇଁ ଯୋଜନା ପସ୍ତୁତ କରିବାକ ଯାଉଛନ୍ତି ରାଜ୍ୟ ସରକାର। ମିଶନଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାପ୍ ଏବଂ ଇସି ସଦସ୍ୟାଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ସ୍କୁଟର ସହାୟତା କରିବା ପାଇଁ ଏକ ନୂଆ ଯୋଜନାର ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ।

ଜନସ୍ୱାସ୍ଥ୍ୟ ପାଇଁ ୧୬ ହଜାର ୪୮ କୋଟି ଟଙ୍କା, ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା…

ଭୁବନେଶ୍ୱର :ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ। ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୩ ଗୁଣ। ଏହା ମୋଟ ବ୍ୟୟ ବରାଦର ୭ ପ୍ରତିଶତ। ଜନସ୍ୱାସ୍ଥ୍ୟର ମୋଟ ବ୍ୟୟ ବରାଦ ମଧ୍ୟରୁ ସ୍ୱାସ୍ଥ୍ୟ ଓ ପରିବାର