Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ, ୫ସ୍ଥାନରେ ଚଢ଼ାଉ…
ନୂଆପଡ଼ା: ସକାଳୁ ସକାଳୁ ବିଡିଓ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ନାରାୟଣଙ୍କର ବଲାଙ୍ଗିରରେ ଥିବା ପୈତୃକ ଘର, ନିଜ ଘର ଓ ସମ୍ପର୍କୀୟ ଘର ଚଢ଼ାଉ କରାଯାଇଛି। ସେହିପରି!-->…
‘ଉପଯୁକ୍ତ କ୍ଷତିପୂରଣ ଦିଅ, ନଚେତ ଇଚ୍ଛା ମୃତ୍ୟୁ ଦିଅ’
ଯାଜପୁର: ‘ଉନ୍ନୟନମୂଳକ କାମ ପାଇଁ ମୁଁ ମୋ ଜାଗା ଓ ଘର ଦେବାକୁ ରାଜି। ହେଲେ ମୋତେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ। ମୋ ଜାଗାରେ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ମୋତେ ବି ସେହିପରି ଜାଗା ମିଳୁ। ହେଲେ ପ୍ରଶାସନ, ମ୍ୟୁନିସିପାଲିଟି ମୋ ଦାବି ନ ଶୁଣି ମୋତେ ନିର୍ଯାତନା ଦେଉଛନ୍ତି। ଜାଗା!-->…
ଡିବିରିରୁ ନିଆଁ ଲାଗି ଜଣେ ମୃତ, ୩ ଗୁରୁତର…
ଭଞ୍ଜନଗର: ଡିବିରି ଫାଟିଯିବାରୁ ନିଆଁ ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଏହି ଘଟଣା ଘଟିଛି।
ମୃତାହତମାନେ ଗୋଟିଏ ପରିବାରର। ମୃତକଙ୍କ ନାଁ ଅଞ୍ଜଳି ନାଇକ। ତାଙ୍କୁ ମାତ୍ର ୪ ବର୍ଷ!-->!-->!-->…
ଖେଳୁ ଖେଳୁ ୩ ନାବାଳକଙ୍କ ଉପରେ ଖସି ପଡ଼ିଲା ଲୁହା ଗ୍ରୀଲ୍…
ରାୟଗଡ଼ା: ଲୁହା ଗ୍ରୀଲ ଧରି ଖେଳୁ ଖେଳୁ ହଠାତ୍ ଗଳି ପଡ଼ିଲା ଗ୍ରୀଲ୍ । ଫଳରେ ତା’ ତଳେ ଚାପି ହୋଇ ୩ ନାବାଳକ ଗୁରୁତର ହୋଇ ପଡ଼ିଛନ୍ତି। ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଝିଗିଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଘଟିଛି। ଗୁରୁତର ଆହତମାନେ ହେଲେ ବାପୁନୁ ପିଡିକାକା!-->…
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍ଷ୍ଟେସନ ଲୋକାର୍ପିତ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍ଷ୍ଟେସନ ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା,!-->…
ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ନ ପାଇଲେ ନବୀନ ନିବାସ ଘେରାଉ ହେବ: ବିଜେପି
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ନ ପାଇଲେ ପରିସ୍ଥିତି ଭୟଙ୍କର ହେବ। ନବୀନ ନିବାସ ଘେରାଉ ହେବ। ଏଭଳି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁ। ୨୦୧୮-୧୯ରେ ଯେଉଁ ତାଲିକା!-->…
ଘରୋଇ ବସ୍ ଧର୍ମଘଟ ସ୍ଥଗିତ…
ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ୍ ଧର୍ମଘଟ ସ୍ଥଗିତ। ବସ୍ ଧର୍ମଘଟକୁ ସ୍ଥଗିତ ରଖିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ୧୦ ଦଫା ଦାବି ପୂରଣ ନେଇ ଜାନୁଆରୀ ୧୭ ତାରିଖରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟର ଡାକରା ଦେଇଥିଲା ସଂଘ।
ଦାବି ପୂରଣ ନେଇ ରାଜ୍ୟ ଘରୋଇ!-->!-->!-->…
ଆସନ୍ତା ୧୯ରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ…
ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ରୁ ରାଜ୍ୟରେ ଏହି ଅଭିଯାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଏହି ଟିକାକରଣ କରାଯିବ। ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
!-->!-->!-->…
ଜଙ୍ଗଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶିଶୁ ଉଦ୍ଧାର…
କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରୁ ଗତକାଲି ଏକ ୬ ବର୍ଷର ଶିଶୁକୁ ୩ ଜଣ ଯୁବକ ଅପହରଣ କରି ନେଇଥିବା ବେଳେ ଆଜି ତାକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମେଣ୍ଢାମୁରୁଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହା ସହିତ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।!-->…
ଋଣ ଟଙ୍କା ହଡ଼ପ ପରେ ବ୍ୟାଙ୍କ ପକ୍ଷରୁ ହଇରାଣ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା…
ଯାଜପୁର: ଜିଲ୍ଲାପାଳଙ୍କୁ ଘେରିଲେ ମହିଳା। ଋଣ ଟଙ୍କା ହଡ଼ପ ପରେ ବ୍ୟାଙ୍କ ପକ୍ଷରୁ ହଇରାଣ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ବେଳେ ଏହା ଦେଖିବାକୁ ମିଳିଛି। ଅଭିଯୋଗର ଶୁଣାଣୀ କରି ଜିଲ୍ଲାପାଳ ଚକ୍ରବର୍ତ୍ତୀ!-->…