Browsing Category

ଓଡିଶା

ନିଯୁକ୍ତି ନାଁରେ ଠକେଇ କରୁଥିବା ମାଷ୍ଟର ମାଇଣ୍ଡ ଆଇଟି ଇଞ୍ଜିନିୟର ଗିରଫ

ଭୁବନେଶ୍ବର: ନିଯୁକ୍ତି ନାଁରେ ଠକେଇ କରୁଥିବା ରାକେଟର ମାଷ୍ଟରମାଇଣ୍ଡ ଗିରଫ। ଅଭିଯୁକ୍ତ ଅର୍ପିତ ପଞ୍ଚଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ପେଶାରେ ଆଇଟି ଇଞ୍ଜିନିୟର ଥିବା ଅର୍ପିତ ଭାରତର ସବୁଠାରୁ ବଡ଼

ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି: ଘରେ ପଶି ମାରପିଟ୍‌ କଲେ ଦୁର୍ବୃତ୍ତ

ବଲାଙ୍ଗିର : ଜମିବାଡିକୁ କେନ୍ଦ୍ର କରି ଫୁଟିଲା ଗୁଳି । ବଲାଙ୍ଗିର ସଦର ଥାନା ସଦାଇପାଲି ଗାଁରେ ଜମିବାଡି ଘଟଣାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଲମ୍ବୋଦର ସାଏଙ୍କ ଘରେ ପଶି ଜମି ମାଫିଆ ମାରପିଟ୍‌ କରିବା ସହ ଗୁଳିମାଡ କରିଥିବା ସୂଚନା ମିଳିଛି । କାହା ଦେହରେ ଗୁଳି ବାଜିନାହିଁ।

ବଚସାକୁ ନେଇ ହୋଟେଲ କର୍ମଚାରୀଙ୍କୁ ଗୁଳିମାଡ଼

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ଅଞ୍ଚଳରେ ଥିବା ଓଁକାର ହଟେଲ ହୋଟେଲ କର୍ମଚାରୀକୁ ଗୁଳିମାଡ଼। ବିଳମ୍ବିତ ରାତିରେ ଦୁର୍ବୃତ୍ତ ଓ ତାଙ୍କ ଚାରିଜଣ ସାଥି ପୁରୀରୁ ଫେରିବା ସମୟରେ ହୋଟେଲ ମଧ୍ୟରେ ଖାଇବା ପରେ ପେମେଂଟ ଦେବା ସମୟରେ ଦୁର୍ବୃତ୍ତ ଓ କର୍ମଚାରୀ

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ…

ରାଜନଗର : ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା । କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଆଜି ସକାଳ ୭ଟା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି।

ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ବିଧାୟକଙ୍କ ଗାଡିକୁ ପଛ ପଟୁ ପିଟିଥିବା ବାଇକ ଚାଳକ ଗୁରୁତର ଭାବେ ଆହତ। ଏଭଳି ଘଟଣା ଘଟିଛି ଗତକାଲି ରାତିରେ ୧୬ନଂ ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ। ସୂଚନା ମୁତାବକ ଗତକାଲି ରାତିରେ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା, ୨ଜଣ ଆହତ

ପୁରୀ: ଗତକାଲି ବଡମ୍ବା ଗୋପୀନାଥପୁର ଟି-ବ୍ରିଜରେ ଦଳଚକଟା ଘଟଣାକୁ ୨୪ ଘଣ୍ଟା ନପୁରୁଣରୁ ଶ୍ରୀମନ୍ଦିରରେ ପୁଣି ଠେଲାପେଲା । ମହାପ୍ରଭୁଙ୍କ ଦର୍ଶନ ବେଳେ ବାହାରକାଠ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ୨ ଜଣ ଭକ୍ତ ଆହତ ହୋଇଛନ୍ତି । ଖବର ଅନୁଯାୟୀ,

ଟି ସେତୁରେ ଦଳାଚକଟା ଘଟଣା : ୪ ଗୁରୁତରଙ୍କ ଏସିବିରେ ଚିକିତ୍ସା ଜାରି

କଟକ : ଟି ସେତୁରେ ଦଳାଚକଟା। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି । ୪ ଗୁରୁତର ଭାବେ ଆହତ ହୋଇ ଥିବାବେଳେ ସେମାନଙ୍କ ମଧ୍ୟରେ ୩ ଶିଶୁ କଟକ ବଡ଼ ମେଡ଼ିକାଲରେ ଅଛନ୍ତି। ଗତ କାଲି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଓ କଟକ

ଟି-ବ୍ରିଜ ଅଘଟଣ ପରେ ସିଂହନାଥ ପୀଠରେ ମକର ମେଳା ବନ୍ଦ, ୧୪୪ ଧାରା ଜାରି…

ନରସିଂହପୁର: ବଡ଼ମ୍ବା ସିଂହନାଥ ଟି-ସେତୁରେ ଦଳାଚକଟା ଘଟଣା ପରେ ପୀଠରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ମକରଯାତ୍ରା ବନ୍ଦ କରାଯାଇଛି । ଏଥିସହ ସିଂହନାଥ ପୀଠକୁ ସଂଲଗ୍ନ କରୁଥିବା ଟି-ବ୍ରିଜ୍‌, ଅସ୍ଥାୟୀ ରାସ୍ତା ଓ ପାରିପାର୍ଶ୍ୱିକ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । କିନ୍ତୁ ଏହି ସମୟରେ

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ତଦାରଖ ଓ ସମୀକ୍ଷା…

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଉଲକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ରାଜମୁଣ୍ତରୁ ରିମିଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର କ୍ଷେତ୍ରୀୟ ପରିଦର୍ଶନ