Browsing Category

ଓଡିଶା

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ପୁରୀ : ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ। ବିଶ୍ୱବିଦ୍ୟାଳୟର ପରିସରରେ ଥିବା ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ପ୍ରଜ୍ଞା ପାରମିତା ପରିଡ଼ା। ସେ ବେଦାନ୍ତ ବିଭାଗର ପିଜି ପ୍ରଥମ ବର୍ଷର ଛାତ୍ରୀ

ରାଜଧାନୀରେ ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା…

ଭୁବନେଶ୍ବର: ରାଜଧାନୀରେ ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା। ପତିଆର ଜାହିର କରିବାକୁ ନୂଆବର୍ଷରେ ଖଣ୍ଡା ଧରି ଆତଙ୍କ । ସିସିଟିଭି ରେ କଏଦ ହେଲା ଭଙ୍ଗାରୁଜା ଚିତ୍ର। ଘଟଣା ଘଟିଛି ନୟାପଲ୍ଲୀ ଥାନା ଭୋଇ ସାହିରେ। ଗତକାଲି ରାତିରେ କ୍ଲବ ଏବଂ ସ୍ଥାନୀୟ ଯୁବକଙ୍କ ସହ କିଛି ବଚସା ହୋଇଥିଲା ଯାହା

ଜାନୁଆରୀ ମାସର ସବୁ ଛୁଟି ଦିନରେ ଦର୍ଶକଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ବର: ଜାନୁଆରୀ ୨୦୨୩ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ୪ ଟାରୁ ୬ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ

ରାୟଗଡ଼ାରେ ଋଷୀୟ ସାଂସଦ ପାଭେଲ ଓ ବନ୍ଧୁଙ୍କ ମୃତ୍ୟୁ ଘଟଣା: ଡିଜିପି କହିଲେ ଇଣ୍ଟରପୋଲ ସହାୟତା ନିଆଯାଇପାରେ

ଭୁବନେଶ୍ବର: ଦୁଇ ଋଷୀୟ ନାଗରିକ ଭ୍ଲାଦିମିର ବୁଡେନୋଭ ଓ ରୁଷର କୋଟିପତି ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ। ଯଦି ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ । ଘଟଣାରେ ଦକ୍ଷ ପୋଲିସ ଅଫିସର ତଦନ୍ତ କରୁଛନ୍ତି। ଏ ପର୍ଯ୍ୟନ୍ତ କୌଣସି ଫାଉଲ ପ୍ଲେ

ପୂର୍ବ ଶତ୍ରୁତା ଓ ବ୍ୟବସାୟିକକୁ କେନ୍ଦ୍ର କରି କାର୍‌ ଉପରକୁ ବୋମାମାଡ଼ ସହ ଖଣ୍ଡାରେ ଆକ୍ରମଣ

ଆଠଗଡ଼: କାର୍‌ ଉପରକୁ ବୋମାମାଡ଼। ପୂର୍ବ ଶତ୍ରୁତା ଓ ବ୍ୟବସାୟିକକୁ କେନ୍ଦ୍ର କରି କାର୍‌ ଉପରକୁ ବୋମାମାଡ଼ ସହ ଖଣ୍ଡା ଦ୍ୱାରା ଆକ୍ରମଣ । ଘଟଣା ନେଇ ତିଗିରିଆ ଥାନାରେ ଅଭିଯୋଗ ହୋଇଛି। ଆଠଗଡ଼ ତିଗିରିଆ ଥାନା ପଙ୍କାଳ ଗାଁରେ ଏହି ଘଟଣା ଘଟିଛି। ପଙ୍କାଳ ଗାଁର ସବିର ଅହମ୍ମଦ ନିଜର ବ୍ୟବସାୟିକ

ବଳଙ୍ଗା ଗୋପୀନାଥପୁର ପାଟଣା ଗାଁରେ ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଠାବ

ପିପିଲି:  ପିପିଲି ବଳଙ୍ଗା ଗୋପୀନାଥପୁର ପାଟଣା ଗାଁରେ ଚାଞ୍ଚଲ୍ୟ। ଠାବ ହେଲା ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ। ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। କିଏ ଏପରି ଘଟଣା ଘଟାଇଲା ଓ କେଉଁ ପରିସ୍ଥିତିରେ ଏଭଳି

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନବବର୍ଷ ସୁଖମୟ ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀଙ୍କ ନବବର୍ଷ ଶୁଭେଚ୍ଛା । ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ସମୃଦ୍ଧି ଓ ସୁଯୋଗ ଆଣୁ ବୋଲି

ନୂଆବର୍ଷକୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୀ: ଆଜି ନୂଆବର୍ଷର ପ୍ରଥମ ଦିନ । ନୂଆବର୍ଷକୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ । ପ୍ରଥମ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ସମସ୍ତେ। ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ

ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌!

ସମ୍ବଲପୁର : ନୂଆ ବର୍ଷରେ ଦୁର୍ଘଟଣା। ଏକ ଟ୍ରକ୍ ପଛରେ ପିସିଆର୍ ଭ୍ୟାନ୍ ପିଟି ହେବାରୁ ୩ ଜଣ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଭୋରରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ

ନୂଆବର୍ଷରେ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଭୁବନେଶ୍ୱର ଡିସିପି…

ଭୁବନେଶ୍ୱର: ରାତିପାହିଲେ ନୂଆ ବର୍ଷ। ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ କିପରି ନରାପତା ଭାବେ କରିବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଭିଡିଓ ବାର୍ତ୍ତା ଦେଇ ସଚେତନ କରିଛନ୍ତି। ସେ କହିଛନ୍ତି, ନୂଆବର୍ଷ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନନ୍ତୁ। ମଦ ନିଶାରେ ଗାଡ଼ି