Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା: ନୋଟିସ୍ ଜାରି କଲେ ଜାତୀୟ ମାନବ ଅଧିକାର କମିସନ…
କୋରାପୁଟ: ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା । ନୋଟିସ୍ ଜାରି କଲେଜାତୀୟ ମାନବିକ ଅଧୂକାର କମିଶନ । ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବକରାଯାଇଛି । ୪ ସପ୍ତାହ ମଧ୍ଯରେ କାର୍ଯ୍ୟନୁଷ୍ଠାନ ରିପୋର୍ଟ୍ ଏଟିଆର୍) ଦାଖଲ ପାଇଁ ନିର୍ଦ୍ଦେଶ ମଧ୍ଯ ରହିଛି|
!-->!-->…
୨୦୨୨ରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଜବତ କରିଛି ଓଡ଼ିଶା ଭିଜିଲାନ୍ସ…
କଟକ: ଓଡ଼ିଶା ଭିଜିଲାନ୍ସ-୨୦୨୨ର ସମୀକ୍ଷା ହୋଇଛି। ଏହା ଅନୁଯାୟୀ, ୨୦୨୨ରେ ମୋଟ ୨୮୫ କ୍ରାଇମବ୍ରାଞ୍ଚ ମାମଲା ପଞ୍ଜିକୃତ ହୋଇଛି। ଏହି ବର୍ଷ ୨୦୦ ଜଣ ସରକାରୀ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏଣେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଛି।!-->…
ଘନ କୁହୁଡ଼ି ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ, ଟ୍ରେନ୍ ସ୍ଥିତି ଜାଣିବାକୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି…
ଭୁବନେଶ୍ୱର : ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହେଉଛି। ତେଣୁ ଟ୍ରେନ୍ର ସଠିକ୍ ସମୟ ଜାଣିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ୧୩୯ ଜାରି କରାଯାଇଛି। ଅପରପକ୍ଷେ ବିଭିନ୍ନ ରେଳ ସେକ୍ସନ୍ରେ କୁହୁଡ଼ି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ!-->…
ନୂଆବର୍ଷରେ ୨ଡିଗ୍ରୀ ଖସିବ ପାରଦ…
ଭୁବନେଶ୍ବର: ରାଜ୍ୟର ପ୍ରାୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଗତ କିଛି ଦିନ ହେବ ରାଜ୍ୟରେ ଅସ୍ବାଭାବିକ ଭାବେ ରାତି ତାପମାତ୍ରା ବୃଦ୍ଧି ପାଉଥିଲା। ଦିନ ତାପମାତ୍ରା ବି ବଢ଼ୁଥିଲା। ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ପ୍ରାୟ ଅଞ୍ଚଳରେ ରାତିରେ ଗରମ!-->…
୨୪ଜଣ ଶିକ୍ଷକଙ୍କୁ ଚାକିରିରୁ ବହିସ୍କାର କଲେ ଜିଲାପାଳ…
ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ବେନିୟମ ଭାବେ ବର୍ଷବର୍ଷ ଧରି ଅନୁପସ୍ଥିତ ରହୁଥିବା ୨୪ଜଣ ଶିକ୍ଷକଙ୍କୁ ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଚାକିରିରୁ ବହିସ୍କାର କରିଛନ୍ତି । ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଲମ୍ବା ଛୁଟିରେ ଥିବା ଶିକ୍ଷକଙ୍କ!-->…
ପିଲା ଚୋରୀ ଅଭିଯୋଗ: ୨ ଜଣଙ୍କୁ ନିସ୍ତୁକ ମାଡ, ଦୁଇ ଥାନାରେ ଅଟକ…
ଗୁଣୁପୁର: ଗୁଣପୁର ପୌର ପରିଷଦ ଅନ୍ତର୍ଗତ ୧୧ ନମ୍ଵର୍ ୱାର୍ଡ଼ ତଥା ପୁରୁଣା ଗୁଣୁପୁର ଠାରେ ଗତ କାଲି ରାତିରେ ଦୁଇ ଜଣ ଅଜଣା ବ୍ୟକ୍ତି ପିଲା ଚୋର କରୁଥିବା ବେଳେ ଗ୍ରାମବାସୀ ଧରି ନିସ୍ତୁକ ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଦୁଇ ବ୍ୟକ୍ତିଙ୍କ ସହ ଆଉ ଦୁଇ!-->…
ତମାଖୁ ଜାତ ଦ୍ରବ୍ୟ ଉପରେ ଚଢ଼ାଉ…
ପାଟଣା: ପାଟଣା ବଜାର ଅଞ୍ଚଳରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ତମାଖୁ ଜାତ ଦ୍ରବ୍ୟ ଉପରେ ଚଢ଼ାଉ ମିଳିତ ଚଢାଉ କରାଯାଇଥିଲା। ପାଟଣା ଥାନାରୁ ଏଏସଆଇ ବିଜୟ କୁମାର ଗିରି, ହାବିଲଦାର ରମେଶ ଚନ୍ଦ୍ର ନାଏକ, କେନ୍ଦୁଝରରୁ ତମାଖୁ ନିୟନ୍ତ୍ରଣ ଅଧିକାରୀ ସୁଜାତା କବି, ଖାଦ୍ୟ ସୁରକ୍ଷା ଅଧିକାରୀ!-->…
ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା…
ପୁରୀ: ଆଉ କେଇ ଘଣ୍ଟାପରେ ବିଦାୟ ନେବ ୨୦୨୨। ଆସିବ ନୂଆ ବର୍ଷ ୨୦୨୩। ବର୍ଷର ଶେଷ ଦିନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବ୍ୟାରିକଡକୁ ମଧ୍ୟ ମରିଚିକୋଟ!-->!-->!-->…
ଅଜଣାଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର…
ବିନିକା: ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ରାମପୁର ମୁଖ୍ୟରାସ୍ତା ବାଙ୍କିପାଲି ହାଇସ୍କୁଲ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମପୁର ଥାନା!-->…
ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍, ୬ ଗୁରୁତର ଆହତ…
ବୌଦ୍ଧ: ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍ । ବୌଦ୍ଧ NH ୫୭ ହରେକୃଷ୍ଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ ଗଛରେ ପିଟି ହେଲା ବସ୍ । ୬ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ। ଅଳ୍ପକେ ବର୍ତ୍ତିଲେ ୪୦ଜଣ ତୀର୍ଥଯାତ୍ରୀ । ପୁରୀରେ କାଳିଆ ଦର୍ଶନ ସାରି ନୃସିଂହନାଥଙ୍କୁ ଦର୍ଶନ!-->…