Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ: ଦୁଇ ଦିନ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ…
ପୁରୀ: ଦୁଇ ଦିନ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ। ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ କରାଯାଇଛି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା।
ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ!-->!-->!-->…
ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି: ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା…
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଜୁଲାଇ ପହିଲାରୁ ବର୍ଦ୍ଧିତ ଭତ୍ତା ଲାଗୁ ହେବ ।
ରାଜ୍ୟ ସରକାର!-->!-->!-->…
ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ନବୀନ…
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।
ଏହାସହିତ ହୀରାବେନଙ୍କ ଶେଷକୃତ୍ୟ କାର୍ଯ୍ୟରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀକାନ୍ତ!-->!-->!-->…
ଉଭୟ ଶବଦାହ ଓ କବର ଋଷୀୟ ପରମ୍ପରା : ରୁଷ ରାଷ୍ଟ୍ରଦୂତ…
ଉଭୟ ଶବଦାହ ଓ କବର ଋଷୀୟ ପରମ୍ପରା। ଏହା କହିଛନ୍ତି ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ। ରାୟଗଡ଼ାରେ ଦୁଇ ମୃତ ରୁଷ ନାଗରିକଙ୍କ ଶବଦାହ କରାଯାଇଥିଲା। ଯାହାକୁ ନେଇ ଉଠିଥିଲା ବିବାଦ। ସାଂସଦ ମନୀଷ ତିୱାରୀ ପ୍ରଶ୍ନ କରିଥିଲେ, ଦୁଇ ଖ୍ରୀଷ୍ଟିଆନଙ୍କ ଶବକୁ କବର ଦିଆନଯାଇ କାହିଁକି ଶବଦାହ କରାଗଲା।!-->…
କିଟ୍ ନହ୍ନିପରୀ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଆଏନା, ପାଇଲେ ୩ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର…
ଭୁବନେଶ୍ୱର: କିଟ୍ ନହ୍ନିପରୀ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଆଏନା । ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ହାସଲ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ କିଟ୍ ନହ୍ନିପରୀ ଲିଟିଲ ମିସ୍ ଇଣ୍ଡିଆ ୨୦୨୨ ଫାଇନାଲ ରାଉଣ୍ଡ ଗତକାଲି ଶେଷ ହୋଇଛି ।!-->…
ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼…
ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଧକ୍କା । କାରଣ ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର ପ୍ରଜ୍ଞାପନ ମେଢଙ୍କୁ ସ୍ୱୀକୃତି ଦେଇଛନ୍ତି । ହେଲେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ନ ଥିବା!-->…
ଧନୁଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ମହାରାଜ କଂସଙ୍କ ନିର୍ଦ୍ଦେଶ…
ବରଗଡ଼: ଧନୁଯାତ୍ରା ପାଇଁ ଦୁଲୁକୁଛି ମଥୁରୁ ନଗରୀ ପାଲଟି ଥିବା ବରଗଡ଼। ସେପଟେ ଗୋପପୁରରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କାରଣ ନନ୍ଦରାଜା ଓ ନନ୍ଦ ରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡ଼ିଛନ୍ତି। ଏଥିସହ ଆୟୋଜନ କରିଛନ୍ତି ନନ୍ଦୋତ୍ସବ।
ମହାରାଜ କଂସ ଦେବକୀଙ୍କ ଅଷ୍ଟମ!-->!-->!-->…
ଅବକାରୀ ବିଭାଗ ଦ୍ବାରା ୧ ହଜାର ଲିଟର ଦେଶୀ ରନ୍ଧା ମଦ ଜବତ, ୨ଗିରଫ…
ଯାଜପୁର: ପାହାଡ଼ ଉପରେ ଦେଶୀ ମଦ କାରଖାନା। ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଜବତ। ଘଟଣାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯାଜପୁର ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ପାହାଡ଼ ଉପରେ ଏକ ଦେଶୀ ରନ୍ଧା ମଦ ତିଆରି!-->…
ଖଣ୍ଡଗିରି ଓ ଉଦୟଗିରି ମଝିରାସ୍ତାରେ ବ୍ୟାରିକେଡ୍, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ
ଭୁବନେଶ୍ୱର: ଖଣ୍ଡଗିରି ଓ ଉଦୟଗିରିର ମଝିରାସ୍ତା ବନ୍ଦ। ବ୍ୟାରିକେଡ୍ ପକାଇ ବନ୍ଦ କରାଯାଇଛି ଏହି ରାସ୍ତା। ପୂର୍ବରୁ ଓଭରହେଡ୍ ବ୍ୟାରିକେଡ୍ ଲଗାଇ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରାଯାଇଥିଲା। ଏବେ ବ୍ୟାରିକେଡ୍ ପକାଇ ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି।
ଖଣ୍ଡଗିରି!-->!-->!-->…
କଟକ-ଚାନ୍ଦବାଲି ରାସ୍ତାରେ ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି, ୩ ମୃତ…
କେନ୍ଦ୍ରାପଡା:ଅଟୋ ସହ ଅଜଣା ଗାଡି ଧକ୍କା । ୩ ମୃତ । କଟକ -ଚାନ୍ଦବାଲି ରାସ୍ତାର ଜମଧର ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଅଟୋ ଯୋଗେ ଭୁବନେଶ୍ୱରରୁ ଆଳି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଅଟୋ ଡ୍ରାଇଭର ହେମନ୍ତ ସୁଣ୍ଡରାଏ, ରାଜନଗରର ରାଜେନ୍ଦ୍ର ବଲ୍ ଓ ଆଳି ବ୍ଳକ!-->…