Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କୋର୍ଟରେ ହାଜର ହେବା ପରେ କାନ୍ଦିଲେ ଅର୍ଚ୍ଚନା ନାଗ
ଭୁବନେଶ୍ୱର ୦୫।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟରେ ହାଜର ହେବା ପରେ ଭିତରେ କାନ୍ଦିଲେ ଅର୍ଚ୍ଚନା । କହିଲେ , ମୋ କଥା ଦୁଇ ମାସ ହେଲା କେହି ଶୁଣୁନାହାନ୍ତି । ଯାହା କହିବା କଥା ଓକିଲଙ୍କ ମାଧ୍ୟମରେ କୁହାଯାଉ ।
କୋର୍ଟରୁ ବାହାରିବା ପରେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋ ଘର!-->!-->!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ
ଦାରିଙ୍ଗବାଡ଼ି ୦୫।୧୨ : କାର୍ ସହିତ ଲୁନାର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରୀପୁଟ ପଞ୍ଚାୟତ ଏମୋପକ୍ଷୀ ବ୍ରିଜ୍ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
!-->!-->!-->…
ଦନ୍ତା ଆକ୍ରମଣରେ ଯୁବକ ମୃତ
କରଞ୍ଜିଆ ୦୫।୧୨ : ଦନ୍ତା ଆକ୍ରମଣରେ ଯୁବକ ମୃତ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ନୋଟ ଗାଁ ହୁଡ଼ି ସାହିର ଶାସ୍ତ୍ରୀ ବାନରା ବୋଲି ଜଣାପଡିଛି ।
ଖବର!-->!-->!-->…
ଗାଁ ପାଖରେ ବୁଲୁଛି ମହାବଳ, ଭୟରେ ଗ୍ରାମବାସୀ
ନାରାୟଣପାଟଣା ୦୫।୧୨ : କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ମହାବଳ ବାଘ। କିଛି ଦିନ ତଳେ ବନ୍ଧୁଗାଁ ବ୍ଲକ ସୀମାନ୍ତ ଝାଙ୍କିରି କାରିଲିରେ ଏକ ବଳଦକୁ ମାରି ଖାଇବା ପରେ ପୁଣି ଆଲମଣ୍ଡା ପଞ୍ଚାୟତର କେବିଡି ଓ ଆଖପାଖ ଅଞ୍ଚଳରେ ମହାବଳ ବାଘ ଆତଙ୍କ ଖେଳାଇଛି। ୨ ରୁ ଅଧିକ ଛେଳିଙ୍କୁ ବାଘ!-->…
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ
ଭୁବନେଶ୍ବର : ରାଜ୍ୟରେ ରବିବାର ସଂଧ୍ୟାରୁ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୨ରୁ ୩ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଦେଖାଯିବ। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।!-->…
ଭୁବନେଶ୍ବର ଏମ୍ସରେ ୨୦୨୩ରୁ ପେପରଲେସ ବ୍ୟବସ୍ଥା: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ଆସନ୍ତାବର୍ଷ ଠାରୁ ପେପରଲେସ୍ ବ୍ୟବସ୍ଥା ଆରମ୍ଭ ହୋଇଯିବ। କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାଓ଼୍ୱାର ରବିବାର ଏହା କହିଛନ୍ତି। ସେ କହିଛନ୍ତି ଯେ, ଏମ୍ସରେ ପେପରଲେସ୍ ନିୟମ ଲାଗୁ ହେବା ଦ୍ବାରା ଚିକିତ୍ସା ସଂପର୍କିତ ସମସ୍ତ!-->…
ରାଜ୍ୟରେ ପ୍ରଥମ: ହାତୀଙ୍କୁ ଜଗିବ ଥର୍ମାଲ ଡ୍ରୋନ୍
କେନ୍ଦୁଝର : ବାରମ୍ବାର ହାତୀ ମୃତ୍ୟୁ ପାଇଁ ବଦ୍ନାମ ମୁଣ୍ଡାଇଥିବା କେନ୍ଦୁଝର ଜିଲ୍ଲାରେ ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଥର୍ମାଲ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଗୁମୁରା ବିଟ୍ର!-->…
ବିଜେପି ପ୍ରାର୍ଥୀଙ୍କ ପାଇଁ ମିଡିଆ ବାଣ୍ଟୁଛି ଟଙ୍କା: ସସ୍ମିତ ପାତ୍ର
ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ନାଁରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ପ୍ରଚାର ବନ୍ଦ ହୋଇଥିଲେ ବି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକମାନେ ଡେରା ପକାଇଛନ୍ତି । ବିଜେପି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ପଇସା ଦେଇ ବିଜେଡି ନାଁ ନେବାକୁ!-->…
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା କାର୍, ଜଣେ ମୃତ
ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକଙ୍କ ମୃତ୍ୟୁ। ଭାରସାମ୍ୟ ହରାଇ ତାଙ୍କ କାର୍ ଟି ଓଲଟି ପଡିଥିବା ସୂଚନା ମିଳିଛି। ଘଷିପୁରା ଥାନା ଜାତୀୟ ରାଜପଥ ୨୦ ର ଦରଖୋଳା ନିକଟରେ ଆନନ୍ଦପୁର ରେ ହେଉଥିବା ଏକ ବୈଠକରେ ଯୋଗ!-->…
କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: କାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସଂଧ୍ୟା ୫ଟାରେ ରାଷ୍ଟ୍ରପତି ଭବନ କଲ୍ଚରାଲ ସେଣ୍ଟରରେ G20 ବ୍ରିଫିଂ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ବୈଠକ ବସିବ । ଏଥିରେ ସବୁ!-->!-->!-->…