Browsing Category

ଓଡିଶା

ଶୋଇଥିବା ବେଳେ କାନ୍ଥକୁ ପେଲି ଦେଲା ହାତୀ, ଚାପି ହୋଇ ଜଣେ ମୃତ…

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରାଇକୁଦର ଗ୍ରାମରେ କାନ୍ଥକୁ ହାତୀ ପେଲି ଦେବାରୁ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରବି ମହାନ୍ତ। ସୂଚନା ଅନୁଯାୟୀ, ରବି ମହାନ୍ତ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ…

ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ସାଢେ ୩ କୋଟିର ଆଲିସାନ୍‌ କୋଠା ଆଟାଚ୍‌…

ଭୁବନେଶ୍ୱର : ହାତରୁ ଗଲା ବଙ୍ଗଳା। ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ବିଳାସପୂର୍ଣ୍ଣ ଘର ଆଟାଚ୍‌ କଲା ଇଡି । ଏହି ଘରର ମୂଲ୍ୟ ୩କୋଟି ୪୦ ଲକ୍ଷ ହେବ ବୋଲି ଆକଳନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟା ଏହାସହ ଅର୍ଚ୍ଚନା ନାଗଙ୍କ କଳାଟଙ୍କା ମାମଲାରେ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍‌…

ସୋସିଆଲ ମିଡ଼ିଆରେ ନିଜକୁ ସନ୍ନି ଲିଓନି କହିବା ପରେ ବଢ଼ିଲା ବିବାଦ, ପୋଷ୍ଟ ହଟାଇବାକୁ ଏତଲା

କଟକ : ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଯୌନଉଦ୍ଦୀପନା ସମ୍ବଳିତ ମନ୍ତବ୍ୟ ଦେବା ଓ ଅଶାଳୀନ ଭିଡିଓ ଭାଇରାଲ କରିବା ଅଭିଯୋଗରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ଜଣେ ମହିଳାଙ୍କ ନାମରେ ଏବଂ ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ସେମାନଙ୍କ ନାମରେ ଏକ…

ଶିମିଳିପାଳରେ ପକ୍ଷୀ ଗଣନା ଆରମ୍ଭ…

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଇଛି । ଶିମିଳିପାଳରୁ ବାହାରିଥିବା ନଦୀ,ନାଳ ଏବଂ ଜଳାଶୟ ଗୁଡିକ ରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ଅଛି । ଆଜି ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା କାର୍ଯ୍ୟ ହେବ ।…

ଯୁବକଙ୍କ ଉପରକୁ ଏସିଡ ପକାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ…

ଦେବଗଡ଼: ଏସିଡ ଆକ୍ରମଣରେ ଜଣେ ଯୁବକ ଗୁରୁତର। ଦେବଗଡ଼ ପୌରାଞ୍ଚଳ ମୁଣ୍ଡା ସାହିରେ ଅଘଟଣ। ଚାଲି ଚାଲି ଆସୁଥିବା ବେଳେ ଯୁବକଙ୍କୁ ଏସିଡ ମାଡ ହୋଇଛି। ୩ ଜଣ ଅଜଣା ଯୁବକ ଆସି ଏସିଡ ମାଡ କରିଥିବା ଅଭିଯୋଗ। ୧୦ ନମ୍ବର ୱାର୍ଡ ମୁଣ୍ଡା ସାହିର ସିକନ ପ୍ରଧାନ(୨୨) ଗୁରୁତର। ମୁହଁ ଓ ମୁଣ୍ଡରେ…

ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି…

ଭୁବନେଶ୍ୱର : ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି। ଲୋକଙ୍କୁ ମିଳିବ ଆଶ୍ୱସ୍ତି। ୩ ଦିନର ହାଡ଼ ଭଙ୍ଗା ଥଣ୍ଡା ପରେ ରାଜ୍ୟବାସୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବ। ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବାବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ…

ରାଉରକେଲାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା : ଭାଗନେଲେ ୬୫୬ ଜଣ ପ୍ରତିଯୋଗୀ…

ସୁନ୍ଦରଗଡ଼ /ରାଉରକେଲା : ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଏହି ଅବସରରେ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସୋମବାର ଦିନ…

କମିସନରେଟ୍‌ ପୋଲିସର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୩୦ ଟି ନୂଆ ଥାନା ଉଦଘାଟିତ…

ଭୁବନେଶ୍ୱର : ରାଜ୍ୟରେ ୩୦ଟି ନୂଆ ଥାନା ଉଦ୍‌ଘାଟିତ ହୋଇଛି। ଭୁବନେଶ୍ୱର ମୈତ୍ରୀବିହାର ସହ ରାଜ୍ୟର ୩୦ଟି ଥାନାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୈତ୍ରୀବିହାର ଥାନା ଉଦ୍‌ଘାଟନୀ ସମାରୋହରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୋଲିସ ଡିଜି ସୁନୀଲ…

ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ, ପଠାଗଲା ପାଠ୍ୟପୁସ୍ତକ…

ଭୁବନେଶ୍ୱର: କୋଭିଡ଼ ପରେ ଶିକ୍ଷା କ୍ଷେତ୍ରକୁ ସ୍ୱାଭାବିକ ଟ୍ରାକ୍‌କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ…

ଅର୍ଚ୍ଚନା ହନିଟ୍ରାପ ମାମଲା, ୨୨୪୧ ଶହ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କଲା ଇଡି

ଭୁବନେଶ୍ୱର଼: ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଇଡି କୋର୍ଟରେ ୨୨୪୧ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କରିଛି । ଇଡିର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗଙ୍କ ନାମ ରହିଛି । ଏଥିସହିତ ଅର୍ଚନାଙ୍କ ସମ୍ପତି ୩ କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଇଡି । କିଛି…