Browsing Category

ଓଡିଶା

ସ୍ତ୍ରୀ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ସ୍ୱାମୀ: ପୁଅ ନାରେ କଲେ ଅଭିଯୋଗ

କେନ୍ଦ୍ରାପଡା: ସ୍ତ୍ରୀ ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବୃଦ୍ଧ ସ୍ୱାମୀ । ପୁଅ ମାଡରୁ ରକ୍ଷା କରିବାକୁ କରିଛନ୍ତି ନିବେଦନ । କେନ୍ଦ୍ରାପଡା ଜିଲ୍ଲା ନଳଦିଆ ଗାଁର ଘଟଣା । ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହେବା ପରେ ଗାଁକୁ ମୃତଦେହ ନେବା ପରିବର୍ତ୍ତେ

ବେଆଇନ୍‌ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର, ୨ ଟ୍ରକ୍‌ ଜବତ

ଯାଜପୁର, ୨୦।୧୧: ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ହାଟ ଛକ ନିକଟରେ ଜିଲ୍ଲା ସ୍ପେଶାଲ ପୋଲିସ ସ୍କ୍ୱାର୍ଡ ଓ ପାଣିକୋଇଲି ପୋଲିସର ମିଳିତ ଚଢ଼ାଉ । ବେଆଇନ୍ ଗୋରୁ ଚାଲାଣ ବେଳେ ୨ଟି ଟ୍ରକ୍ ସହ ୧୫୫ଟି ଗୋରୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଏଥିସହିତ ପାଣିକୋଇଲି

ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ପାଟଣା ୨୦।୧୧ : ବାରହା ଆକ୍ରମଣରେ ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ମାଧପୁର ଗାଁରେ ଘଟିଛି ଘଟଣା । ଗୁରୁତର ବ୍ୟକ୍ତି ଉପେନ୍ଦ୍ର ନାଏଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଉପେନ୍ଦ୍ର ବିଲକୁ ଧାନ କାଟିବାକୁ ଯାଇଥିଲେ । ଏହି ସମୟରେ ଏକ ଜଙ୍ଗଲୀ

ବନ୍ଧା ହେଲା ରସିକିଆ ପ୍ରେମିକ

ଆନନ୍ଦପୁର ୨୦।୧୧ : ବନ୍ଧାହେଲା ରସିକିଆ ପ୍ରେମିକ । ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ଅପମାନିତ କରିଥିଲେ । ଏବେ ବନ୍ଧା ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ପ୍ରେମ ନିବେଦନ କରି ବିଫଳ ହେବାପରେ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୦।୧୧ : ସୃଷ୍ଟି ହେଲା ଅବପାତ। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହୋଇଛି l ଏହା ତୀବ୍ରତା ବଜାୟ ରଖିବା ସହ ୪୮ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ -ପୁଡ଼ୁଚେରୀ

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ୍‌ ଘଟଣା, ସିଂହଦ୍ୱାର ଥାନାରେ ଏତଲା

ପୁରୀ ୨୦।୧୦ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ନେଇ ଥାନାରେ ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଦିଆଗଲା ଏତଲା। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଚନ୍ଦ୍ରଶେଖର ରାଓ ଏତଲା ଦେଇଛନ୍ତି । କେଉଁ ପରିସ୍ଥିତିରେ ଫେସବୁକରେ ଫଟୋ ଏବଂ ଭିଡ଼ିଓ

ଏସ୍‌ପି ଅଫିସ ସମ୍ମୁଖରୁ ଚୋରି, ଦୁଇଟି ଦୋକାନରୁ ନେଇଗଲେ ଲକ୍ଷାଧିକ ଟଙ୍କା ଓ ସାମଗ୍ରୀ

ଭଦ୍ରକ ୨୦।୧୧ : ଭଦ୍ରକ ଏସ୍‌ପି ଅଫିସ ସମ୍ମୁଖରେ ଥିବା ଦୁଇଟି ଦୋକାନରୁ ଚୋରି । ଗୋଟିଏ ବ୍ୟାଗ୍‌ ଓ ଡ୍ରେସ୍‌ ଦୋକାନରୁ ଜିନିଷ ପତ୍ର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ । ଭଦ୍ରକ ଟାଉନ୍‌ ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଭଦ୍ରକ

ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍

ଭୁବନେଶ୍ୱର ୨୦।୧୧ : ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍। ଭୁବନେଶ୍ବର ED ଅଫିସ ପରିସରକୁ ନିଆଗଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍। ଶନିବାର ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍ ଜବତ କରିଥିଲା ଇଡି । ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର ନମ୍ବର ପ୍ଲେଟ

ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ଶୀତ ଲହରୀ

ଫୁଲବାଣୀ ୨୦/୧୧; ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ। ଗତ ଦୁଇ ତିନି ଦିନ ହେବ କନ୍ଧମାଳରେ ପ୍ରବଳ ଶୀତ ଅନୁଭବ ହେଉଛି। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର

କୋଭିଡ କଟକଣା ଉଠାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରୁ କୋଭିଡ୍‌ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍‌ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌