Browsing Category

ଓଡିଶା

ନୂଆପଡାରେ ବିଜେପିର ମିଶ୍ରଣ ପର୍ବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଉଦ୍ୟାନବନ୍ଧ ଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରାୟ ୧୮ଜଣ ସରପଞ୍ଚ, ୨୦ଜଣ ସମିତି ସଭ୍ୟଙ୍କ ସହ ପ୍ରାୟ ୩୦ଟି ବିଭିନ୍ନ ସଂଗଠନର ଅଧିକାରୀ ଏବଂ ଶହ ଶହ କର୍ମୀ

ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି, ’୩୫ ଲକ୍ଷ ନଦେଲେ ପରିବାରକୁ ମାରିଦେବି’

ଭବାନୀପାଟଣା : ବାପାଙ୍କଠୁ ୩୫ ଲକ୍ଷ ଟଙ୍କା ଆଦାୟ ପାଇଁ ଧରାପଡ଼ିଲା ପୁଅର କାରସାଦି । ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିଲା । ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା । ଘଟଣାର ତଦନ୍ତ ପରେ ପୋଲିସ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି । ଏଭଳି ଘଟଣା ଘଟିଛି

ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ୫ କିଲୋ ଅଧିକ ଚାଉଳ

ଭୁବନେଶ୍ବର : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା । ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ

ଶ୍ବଶୁର ଘରେ ନିଆଁ ଲଗାଇଲା ଜ୍ୱାଇଁ

କେନ୍ଦୁଝର : ଶ୍ବଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଙ୍ଗଳପୁର ଗାଁରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ । ଶାଶୁ, ଶ୍ୱଶୁର, ସ୍ତ୍ରୀ ଓ ଝିଅ ଗୋଟିଏ ଘରେ ଶୋଇଥିବାବେଳେ ସେମାନଙ୍କୁ ସେହି ଘରେ ବନ୍ଦ କରି ଅନ୍ୟ ଘରେ ନିଆଁ ଲାଗାଇଦେଇଥିଲେ ଜ୍ବାଇଁ ଅଙ୍କୁର

କଂଗ୍ରେସ ଭବନରେ ହାଇଡ୍ରାମା, ପୁଣି ବିବାଦରେ ଛନ୍ଦି ହେଲେ ନାଣ୍ଡୁ ଧଳ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ଧଳଙ୍କ ଲାଗି ତମ୍ବିତୋଫାନ । ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ପାଣ୍ଡୁ ବାବୁ । କଂଗ୍ରେସ ଭବନକୁ ଆସିଥିଲେ ହେଲେ ତାଙ୍କୁ ଭିତରେ ପ୍ରବେଶ କରାଇ ଦିଅଗଲା ନାହିଁ ବୋଲି କହିଛନ୍ତି ନାଣ୍ଡୁ ଧଳ । କିଛି

ସ୍କୁଲ ବସ୍-ବାଇକ ମୁହାଁମୁହିଁ: ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ

ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ତୁରୁଡି ଗାଁର ସମାରୁ ଗଣ୍ଡ । ବସଟି ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯିବା ବେଳେ ବାଇକ ସହ

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ: ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍‌ କରି ଦର୍ଶନର ସୁଯୋଗ ପାଇବେ। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ ତିନି ପାର୍ଶ୍ବର ଉନ୍ନତୀକରଣ କରାଯିବ। ଗୁଣ୍ଡିଚା

ପୂର୍ବତନ ବିଧାୟକ ହେମେନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ

ସୁନ୍ଦରଗଡ଼: ବରିଷ୍ଠ ନେତା ତଥା ପୂର୍ବତନ ଓଡ଼ିଶା ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ର ଦୀର୍ଘଦିନରୁ ଅସୁସ୍ଥ ଥିଲେ। ୯୨ ବର୍ଷ ବୟସରେ ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହେମେନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ର

ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

ଭୁବନେଶ୍ୱର: କେନ୍ଦୁଝରର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ୨ୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର(Regional Plant Resource Centre)। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ

ହଷ୍ଟେଲ ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ଗୋପାଳପୁର: ଛାତ୍ରାବାସର ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ମଙ୍ଗଳବାର ପ୍ରଶାସନିକ କୋଠା ସମ୍ମୁଖରେ ଧାରଣା ଦେଇ ଫି’ ବୃଦ୍ଧିର ପ୍ରତିବାଦ କରିଥିଲେ। ଶେଷରେ କୁଳପତି ପ୍ରଫେସର