Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କଲା ପଦ୍ମପୁର ଲ୍ୟାମ୍ପ୍ସ
ପଦ୍ମପୁର : ୬୯ତମ ସମବାୟ ମହୋତ୍ସବରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କଲା ପଦ୍ମପୁର ଲ୍ୟାମ୍ପ୍ସ। ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୬୯ତମ ନିଖିଳ ଭାରତ ସମବୟ ସପ୍ତାହ ପାଳନ ଅବସରରେ ରାୟଗଡା ଜିଲ୍ଲାର ପଦ୍ମପୁର ଲ୍ୟାମ୍ପ୍ସ ରାଜ୍ୟ ସ୍ତରରେ ଦ୍ୱତୀୟ ସ୍ଥାନ!-->…
ଖୁବ୍ଶୀଘ୍ର ନିଷ୍ପତ୍ତି: ସ୍କୁଲରେ ମିଳିବ ଜେଇଇ, ନିଟ୍ କୋଚିଂ
ଭୁବନେଶ୍ୱର: ଡାକ୍ତର ଓ ଇଂଜିନିୟର ପାଠ ପଢିବାରେ ଆଉ ଅର୍ଥ ସାଜିବନି ବାଧକ । ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ହେବ ସାକାର । ଏକାଦଶ ଓ ଦ୍ୱାଦଶ ଶ୍ରେଣୀରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମାଗଣାରେ ଦିଆଯିବ ଜେଇଇ ଓ ନିଟ୍ ପାଇଁ କୋଚିଂ । ହାଇସ୍କୁଲ କ୍ୟାମ୍ପସକୁ ଜୁନିଅର!-->…
ମହଙ୍ଗା ପଡ଼ିଲା ଅଙ୍ଗନୱାଡି ଚାକିରି ଲୋଭ, ବନ୍ଧା ହେଲେ ଦମ୍ପତି
କାମାକ୍ଷାନଗର: ମହଙ୍ଗା ପଡ଼ିଲା ଅଙ୍ଗନୱାଡି ଚାକିରି ହାତେଇବା ଲୋଭ । ଜାଲ ସାର୍ଟିଫିକେଟ ଦେଇ ଚାକିରି ପାଇବା ପାଇଁ ଚଳାଇଥିବା ସବୁ କସରତ ପାଣି ଫୋଟକା ପରି ମିଳାଇଗଲା। ସତ ଧରା ପଡ଼ିବା ପରେ ଅଙ୍ଗନୱାଡି ଚାକିରି ପାଇଁ ଆବେଦନ କରିଥିବା ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ବି!-->…
ସ୍ମାର୍ଟ ସ୍କୁଲ୍ ବିଷୟରେ ନିର୍ବାଚିତ ପ୍ରତିନିଧିଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ
ଗଜପତି: ସ୍କୁଲରେ ନବ ନିର୍ବାଚିତ ସରପଞ୍ଚ, ସମିତି ସଭ୍ଯ, ଜିଲ୍ଲାପରିଷଦ ସାଜିଛନ୍ତି ଛାତ୍ରଛାତ୍ରୀ ଆଉ ଶିକ୍ଷକ ଭାବେ ପାଠ ପଢାଉଛନ୍ତି ଜିଲ୍ଲାର ଜିଲ୍ଲାପାଳ । ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ମଧ୍ୟ ଏପରି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମାରେ ।
ଗଜପତି ଜିଲ୍ଲା!-->!-->!-->…
ବାଲେଶ୍ୱରରେ ହେବ ଐତିହ୍ୟ ସମ୍ପନ୍ନ ଷ୍ଟେସନ: ପ୍ରସ୍ତାବିତ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣପୂର୍ବ ରେଳବାଇର…
ବାଲେଶ୍ୱର: ବାଲେଶ୍ୱର ଗସ୍ତରେ ଦକ୍ଷିଣପୂର୍ବ ରେଳବାଇର ଡିଆର୍ଏମ । ବାଲେଶ୍ୱରରେ ନିର୍ମାଣ ହେବାକୁ ଥିବା ଐତିହ୍ୟ ସମ୍ପନ୍ନ ଷ୍ଟେସନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମଡେଲ ଷ୍ଟେସନ ନିର୍ମାଣ ପାଇଁ ପୂର୍ବରୁ ଶିଳାନ୍ୟାସ ଶେଷ ହୋଇଥିବା ବେଳେ ପ୍ରସ୍ତାବିତ ଷ୍ଟେସନର ରୂପରେଖ ପୁନଃ ପରିବର୍ତ୍ତନ!-->…
ଆଜିଠୁ ପାରାଦୀପ ସମୁଦ୍ର ଉପକୂଳରେ ଆରମ୍ଭ ହେଲା ୨ ଦିନିଆ ସମରାଭ୍ଯାସ ‘ସି-ଭିଜିଲ୍’
ପାରାଦୀପ: ଆଜିଠୁ ପାରାଦୀପ ସମୁଦ୍ର ଉପକୂଳରେ ଆରମ୍ଭ ହେଲା ଦୁଇଦିନିଆ ସମରାଭ୍ଯାସ ‘ସି-ଭିଜିଲ୍’। ଆତଙ୍କବାଦୀଙ୍କୁ ପ୍ରତିହତ କରିବାପାଇଁ କରାଯାଉଛି ସମରାଭ୍ୟାସ । ନାଭଲ , କୋଷ୍ଟ ଗାର୍ଡ , ପୋଲିସ , ବନ ବିଭାଗ , ମତ୍ସ୍ୟ ବିଭାଗ , ଓଡ୍ରାଫ , ଓ ଗୁଇନ୍ଦା ବିଭାଗ ଇତ୍ୟାଦି କେନ୍ଦ୍ର ଏବଂ ରାଜ୍ୟ!-->…
ଶବ ଛୁଇଁଲେନି ଗାଁ ଲୋକେ, ପ୍ରଶାସନ କଲା ଶବ ସତ୍କାର
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିପୋଖରୀ ଗ୍ରାମପଞ୍ଚାୟତର ଛୋଟରାୟପୁର ଗ୍ରାମରେ ଅଭାବନୀୟ ଘଟଣା। ଧର୍ମାନ୍ତରଣ କାରଣରୁ ସାମାଜିକ ବାସନ୍ଦାବସ୍ଥା ଓ ଶବକୁ ନଛୁଇଁବା ଘଟଣା ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଘଟଗାଁ ବ୍ଲକ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବା!-->…
ସହିପାରିଲେନି ସାଙ୍ଗଙ୍କ ଥଟ୍ଟାମଜା: ୫ଶହ ଟଙ୍କା ପାଇଁ ଦଉଡ଼ି ଲଗାଇ ଝୁଲିପଡିଲେ ଛାତ୍ର
କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ରେ ଅଭାବନୀୟ ଘଟଣା। ସହପାଠୀଙ୍କ ୫ଶହ ଟଙ୍କା ଲୁଚାଇ ରଖିବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ଗତ ଶୁକ୍ରବାର ଦିନ ଛାତ୍ର ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ଚପାଇ!-->…
ଉଦଳା RWSSର ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ରେଡ୍ ବେଳେ ମିଳିଲା କେଜିଏ ସୁନା, ବିଭିନ୍ନ…
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଉଦଳା RWSSର କୁବେର ଇଂଜିନିୟରଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ପେଡ଼ି ଖୋଲୁଛି । ଭୁବନେଶ୍ୱରରେ ଏକାଧିକ ପ୍ଲଟ୍ ଓ ଘର । କେଜିଏ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ!-->…
ପାଠପଢା ସମୟରେ ବିଦ୍ୟାଳୟରେ ଶିକ୍ଷକ ଓ କିରାଣି ନଥିବାରୁ ୬ ଜଣଙ୍କ ଦରମା ବନ୍ଦ
ଆନନ୍ଦପୁର: ପାଠପଢା ସମୟରେ ବିଦ୍ୟାଳୟରେ ଶିକ୍ଷକ ଓ କିରାଣି ନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ । ୬ ଜଣଙ୍କ ଦରମା ବନ୍ଦ । ଶନିବାର କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଅଚାନକ ଆନନ୍ଦପୁର ବ୍ଲକ ପରିଦର୍ଶନ କରିବା ସମୟରେ ୨ଟି ବିଦ୍ୟାଳୟକୁ ଗସ୍ତ କରିଥିଲେ । ପ୍ରଥମେ!-->…