Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଲିଭ୍ ରିଡଲେଙ୍କ ଆଗମନ ପାଇଁ ଆରମ୍ଭ ହେବ ମେଗା ସଫେଇ କାର୍ଯ୍ୟକ୍ରମ
କୋଣାର୍କ: ସମୟ ଆସିଲାଣି। ଏବେ ଓଡ଼ିଶାକୁ ଆସିବେ ବିଦେଶୀ ଅତିଥି। ତାଙ୍କୁ ସ୍ୱାଗତ କରିବାକୁ ଚାଲିଛି ପ୍ରସ୍ତୁତି। ଆମେ କହୁଛୁ ଅଲିଭ ରିଡେଲ୍ କଇଁଛଙ୍କ କଥା। ଏମାନଙ୍କର ଅଣ୍ଡା ଦେବା ସମୟ ଆସିଗଲା। ଏବେ ଏମାନେ ଓଡ଼ିଶାର ବେଳଭୂମିକୁ ଆସି ଅଣ୍ଡାଦାନ କରିବେ। ଏଥିପାଇଁ ଅଲିଭ ରିଡଲେ!-->…
ଚୋରି କରୁଥିବା ବେଳେ ମାଡ଼ିବସି ନିର୍ଦ୍ଧୁମ ଛେଚିଲେ
ଚାନ୍ଦବାଲି: ଚୋରି କରିବା ସହିତ ମହିଳାଙ୍କୁ ଅସଦାଚରଣ କରୁଥିଲା ଚୋର। ଗ୍ରାମବାସୀଙ୍କ ହାତରେ ପଡ଼ି ନିର୍ଦ୍ଧୁମ ଛେଚା ଖାଇଲା। ପରେ ଥାନାକୁ ଗଲା। ଭଦ୍ରକ ଚାନ୍ଦବାଲୀ ବ୍ଲକ ବାଂଶଡ଼ା ଥାନା ଅଧିନ ଚରଦିଆ ପଂଚାୟତରେ ଏଭଳି ଘଟଣା ଘଟିଛି।
ଜୟୀରାମ ମାଝୀ ନାମକ ଜଣେ ଯୁବକ ଅଲେଖ ମାଝୀଙ୍କ ଘରେ!-->!-->!-->…
ନାଗ ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ
ବଲାଙ୍ଗୀର: ସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ଗିରଫ। ବଲାଙ୍ଗୀର ପୁଇଁତଳା ବିଲେଇ ସର୍ଡା ଗାଁରେ ନାଗସାପ ଦାନ୍ତ ଭାଙ୍ଗିବା ଘଟଣାରେ ଅଭିଯୁକ୍ତ ବୀର ବିଶ୍ୱାଳଙ୍କୁ ଗିରଫ କରିଛି ବନ ବିଭାଗ। ନ୍ୟୁଜ-୭ରେ ଖବର ପ୍ରକାଶ ପରେ ବନ ବିଭାଗରେ କାର୍ଯ୍ୟନୁଷ୍ଠାନ ନେଇଛି।
ଅଭିଯୁକ୍ତ ବୀର!-->!-->!-->…
ଯୁବକଙ୍କୁ ଉଠାଇ ନେବା ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଘେରିଲେ ମହିଳା
ଭୁବନେଶ୍ବର ୧୨।୧୦ : ତାତିଲେ ମହିଳା । ଘେରିଲେ ଥାନା । ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଘେରିଲେ ଶତାଧିକ ମହିଳା ।
ଖବର ଅନୁଯାୟୀ, କାର୍ତ୍ତିକେଶ୍ବର ପୂଜା ଭସାଣୀ ପ୍ରୋସେସନ ସମୟରେ ଯୁବକଙ୍କୁ ଉଠାଇ ଆଣିଥିଲା ପୋଲିସ । ରାତି ୧୦ଟା ପରେ ଅଧିକ ସାଉଣ୍ଡ ଦେଇ ଡିଜେ!-->!-->!-->…
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି: ଡିନ୍ଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ବୁର୍ଲା : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସୁଇଟ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଛାତ୍ର କଲ୍ୟାଣ ଡିନ୍ଙ୍କ ବିରୋଧରେ ମାନସିକ ନିର୍ଯାତନା ଦେଉଥିବା ଏବଂ କ୍ଷମତାର ଦୁରୁପୋଯୋଗ କରୁଥିବା ଅଭିଯୋଗ ଆଣି ଦୀର୍ଘ ୪ ଘଣ୍ଟା!-->…
ବିଏସ୍କେୱାଇରେ ସାମିଲ ହେବ ଅଙ୍ଗ ପ୍ରତିରୋପଣ !
ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ରେ ଅଙ୍ଗ ପ୍ରତିରୋପଣ ଖର୍ଚ ପାଇଁ କୌଣସି ପ୍ୟାକେଜ୍ର ବ୍ୟବସ୍ଥା ନାହିଁ। ତେଣୁ ରାଜ୍ୟରେ ହେଉଥିବା ଅଙ୍ଗ ପ୍ରତିରୋପଣକୁ ବିଏସ୍କେୱାଇରେ ସାମିଲ କରିବା ଲାଗି ରାଜ୍ୟ ସରକାର ବିଚାର କରୁଛନ୍ତି। ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ!-->…
କଟକ ସହରରେ କୋହଳ ହେବ ଗୃହ ନିର୍ମାଣ ନିୟମ
କଟକ : ଗଳିକନ୍ଦିର ସହର କଟକରେ କୋହଳ ହେବ ଗୃହ ନିର୍ମାଣ ନିୟମ। କଟକ ସହରରେ ପୁରୁଣା ଅଣଓସାରିଆ ରାସ୍ତା ଦେଇ ସଂଯୋଗ କରୁଥିବା ଛୋଟ ଛୋଟ ଜମି ବା ୱାର୍ଡରେ ନିର୍ମାଣ କାର୍ଯ୍ୟ କରିବା କିଭଳି ସହଜ ହୋଇପାରିବ ଏବଂ ସେଥିପାଇଁ କିଭଳି ଆବଶ୍ୟକ ପ୍ଲାନ୍ ମଞ୍ଜୁର କରାଯାଇପାରିବ, ସେନେଇ ଏକ ନୂତନ!-->…
ରାଜ୍ୟ ସମ୍ପାଦକ ଭାବେ ରାଜୁ ଘିବେଲାଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ
ଭୁବନେଶ୍ୱର : ବରଗଡ ଜିଲ୍ଲା ପଦ୍ମପୁରର ରାଜୁ ଘିବେଲା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଦଳ ପକ୍ଷରୁ ନିଯୁକ୍ତି ପାଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଘିବେଲାଙ୍କୁ ଦେଇଛନ୍ତି ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ । ଏନେଇ ଦଳ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ତୁରନ୍ତ ଏହି!-->…
ଅଚାନକ୍ ବ୍ୟାଙ୍କ ଭିତରେ ପଶିଲେ, ମୁଖା ପିନ୍ଧିଥିବା କିଛି ଯୁବକ, ମକଡ୍ରିଲ୍ ଦେଖି ଲୋକଙ୍କ ଉଡିଗଲା ହୋସ୍
ଭଞ୍ଜନଗର: ବ୍ୟାଙ୍କ ଭିତରେ ଜମାକାରୀ ଓ ଗ୍ରାହକଙ୍କ ଭିଡ଼ ରହିଥିଲା । ଅଚାନକ୍ ବ୍ୟାଙ୍କ ଭିତରେ ପଶିଲେ, ମୁଖା ପିନ୍ଧିଥିବା କିଛି ଯୁବକ । ବ୍ୟାଙ୍କର ସାଇରନ୍ ବାଜିଉଠିଲା । ପରେ ପରେ ବ୍ୟାଙ୍କ ଭିତରେ ପଶିଲେ, ସଶସ୍ତ୍ର ପୋଲିସ୍ । ମୁଖା ପିନ୍ଧା ଯୁବକଙ୍କୁ କାବୁ କଲେ ପୋଲିସ । ବ୍ୟାଙ୍କ ଭିତରେ!-->…
ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ହୋଇପାରେ ମୁହାଁମୁହିଁ ଜେରା
ଭୁବନେଶ୍ୱର: ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ ପରେ ଏବେ ବଡ଼ବଡ଼ିଆ ଛାନିଆ । ରିମାଣ୍ଡରେ ଖଗେଶ୍ୱର ପାତ୍ର । ଅର୍ଚ୍ଚନା ନାଗ୍ଙ୍କ ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଇଛି ଇଡି । ଆଗକୁ ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ମୁହାଁମୁହିଁ ଜେରା ହୋଇପାରେ।!-->…