Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାହାସ ପୂର୍ଣ୍ଣିମା: ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର ୦୮/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବଡି ଭୋରରୁ ବିଭିନ୍ନ ନଦୀ, ପୁଷ୍କରିଣୀ ଓ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ପୁରୀ ବେଳାଭୂମି, ଭୁବନେଶ୍ବର ବିନ୍ଦୁ ସାଗର, ଚନ୍ଦ୍ରଭାଗା, କଟକ ମହାନଦୀ, କାଠଯୋଡି ସମେତ ରାଜ୍ୟର!-->…
କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ
ପୁରୀ ୦୮/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ । ଏହାରି ଭିତରେ ଆଜି ଗ୍ରହଣ ଲାଗୁଛି । ସେଥିପାଇଁ ସୋମବାର ରାତି ୧୨ଟା ୧୦ରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତି ୨ଟା ୩୦ ସୁଦ୍ଧା ରତ୍ନସିଂହାସନରେ ମହାପ୍ରଭୁଙ୍କ!-->…
ଅନୁପ ସାଏଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ହାଇକୋର୍ଟରୁ ଗତ ଗୁରୁବାର ଜାମିନ ମିଳିଥିଲା। ଆଜି କୋର୍ଟ ପକ୍ଷରୁ ନ୍ୟାୟାଦେଶ ପ୍ରକାଶ ପାଇଛି। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ଜାମିନ ପ୍ରଦାନ କରିବା ସହିତ ତଳ କୋର୍ଟର ଆଜୀବନ!-->…
ବାଲିଯାତ୍ରାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ଉଦ୍ଘାଟନ କଲେ ପୋଲିସ୍ ଡିଜି
କଟକ, ୦୭/୧୧: ଐତିହାସିକ ବାଲିଯାତ୍ରା ପୂର୍ବରୁ ସୋମବାର ଅପରାହ୍ନରେ ଉଦଘାଟିତ ହୋଇଛି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନିର୍ମିତ ବାଲୁକା କଳା। ଯାହାକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ପ୍ରଥମଥର ପାଇଁ ବାଲିଯାତ୍ରାରେ ସୁଦର୍ଶନ ପଟ୍ଟନାୟକଙ୍କ!-->…
ବାଲିଯାତ୍ରା ପାଇଁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା
କଟକ : ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବାଲିଯାତ୍ରା । ଅଗ୍ନିକାଣ୍ଡ ଭଳି ଅଘଟଣକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲିଯାତ୍ରା ପଡିଆର ଚାରିପାଖରେ ମୋଟ ୫ଟି ଅସ୍ଥାୟୀ!-->…
ଦେଶୀ ବନ୍ଧୁକ ଫୁଟି ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ର ଚାରି ଛକ ଠାରେ ଦେଶୀ ବନ୍ଧୁକ ଫୁଟି ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକୁ ଦାରିଙ୍ଗବାଡ଼ି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ଏକ ଦେଶୀ ବନ୍ଧୁକ ନେଇ ଯାଉଥିଲେ କିନ୍ତୁ!-->…
ବାବା ଧବଳେଶ୍ୱରଙ୍କ ପାଖେ ଲାଗି ହେଲା ଗଜଭୋଗ
ଆଠଗଡ଼ ୦୭/୧୧: ସୋମବାର ମଧ୍ୟ ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ଵରଙ୍କ ପାଖରେ ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି। ଶୁଦ୍ଧପୂତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଭୋଗକୁ ପାଇବା!-->…
ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଚାରିଲକ୍ଷ ଲୁଟ୍
ଫୁଲବାଣୀ, ୦୭/୧୧: ବନ୍ଧୁକ ମୁନରେ ଟଙ୍କା ଲୁଟ୍ l ପେଟ୍ରୋଲ ପମ୍ପ କର୍ମଚାରୀ ଚାରିଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଗରେ ନେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ ବାଇକରେ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଅନ୍ୟ ଏକ ବାଇକରେ ଆସି ପଛପଟୁ ବାଇକକୁ ଧକ୍କା ଦେଇଥିଲେ । ଫଳରେ କର୍ମଚାରୀ!-->…
ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ସାହାରପଡା ବ୍ଲକ ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା
ପାଟଣା, ୦୭/୧୧: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଗସ୍ତରେ ମହିଳା ଓ ଶିଶୁ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଅପରାହ୍ନରେ ମନ୍ତ୍ରୀ ଅଚାନକ ସାହାରପଡା ବ୍ଲକ ଗସ୍ତରେ ଆଜି ଆଇସିଡିଏସ୍ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ତ୍ରୀଙ୍କ ସହ!-->…
ବାଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ଭାସିଗଲେ ୩, ଦୁଇ ଉଦ୍ଧାର, ଜଣେ ମୃତ
ଖଲ୍ଲିକୋଟ, ୦୭/୧୧: ଗଞ୍ଜାମ ହୁମା ବାଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ୩ଜଣ ଭାସି ଯାଇଥିବା ସୂଚନା ମିଳିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହୁମା ଅଞ୍ଚଳର ରବିନ୍ଦ୍ର ସ୍ୱାଇଁଙ୍କ ୧୫ ବର୍ଷର ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ ବୋଲି ଜଣାପଡ଼ିିଛି ।!-->…