Browsing Category

ଓଡିଶା

ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ

ବଲାଙ୍ଗୀର ୦୬।୧୧ : ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ । ମୁଣ୍ଡରୁ ଅଲଗା ହୋଇଯାଇଛି ଗଣ୍ଡି । ବିଭତ୍ସ ଭାବରେ ପଡିଛି ଶବ । ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ରେଳ ଧାରଣାରେ ନିକଟରେ ଏକ ସ୍ୱିଫ୍ଟ ଡିଜେଆର

ରେଭ୍‌ ପାର୍ଟି ରେ ଚଢାଉ, ରିସୋର୍ଟ ମାଲିକଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ୱର ୦୬।୧୧ : ରିସୋର୍ଟ ବାହାରେ ଦାମୀ ଦାମୀ କାର୍‌ ଲାଗିଥିଲା । ଭିତରେ କମ୍ପୁଥିଲା ଡିଜେ । କିଏ ଅର୍ଦ୍ଧନଗ୍ନ ତ’ପୁଣି କିଏ ବିବସ୍ତ୍ର । କିଛି ସୁଇମିଂ ପୁଲ୍‌ରେ ତ’ଆଉ କିଛି ଛାତ ଉପରେ ଅଶ୍ଳୀଳ ଡ୍ୟାନ୍ସ କରୁଥିଲେ । ସବୁ ନିଶାରେ ଚୂର… । ପୁଲିସ୍‌ ପହଞ୍ଚିଲା ବେଳକୁ ରିସୋର୍ଟ ଭିତର

ବିଚାରଧୀନ କଏଦୀଙ୍କ ମୃତ୍ୟୁ

ଢେଙ୍କାନାଳ, ୬/୧୧: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଏକ ଏଟିଏମ ଲୁଟ୍ ମାମଲାରେ ଗିରଫ ହୋଇଥିଲେ। ତାଙ୍କ ନାମ ନିରଞ୍ଜନ ପାଣି ଓରଫ୍ ନିର ବୋଲି ଜଣାପଡିଛି । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗାଁରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଅକ୍ଟୋବର ମାସ ୩ ତାରିଖ

ସ୍କର୍ପିଓ ଗାଡିରୁ ୨ ହଜାର ଲିଟର ମଦ ଜବତ, ଜଣେ ଗିରଫ

ଭଦ୍ରକ୦ ୬।୧୧ : ଦୁଇ ହଜାର ଲିଟର ବିଦେଶୀ ମଦ ଜବତ । ଏହାସହିତ ଏକ ସ୍କର୍ପିଓ ଗାଡିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ପୁରୁଣାବଜାର ପୋଲିସ ପକ୍ଷରୁ ନାକାବନ୍ଦ ଚାଲିଥିଲା । ଏହି

ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ରାଜରାଜେଶ୍ୱର ବେଶ

ଆଠଗଡ଼ ୦୬।୧୧ : ରବିବାର ମହାକାର୍ତ୍ତିକ ମାସର ମହାପର୍ବ ବଡ଼ ଓଷା । ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ବଡ଼ ଓଷାକୁ ସିଧାସଳଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ତେବେ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ମନ୍ଦିରର ମୁଖ୍ୟ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ

ପୁରୀ ୦୬।୧୧ : ଆଜି ପଞ୍ଚୁକର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ଏହି ବେଶ କରିଥାନ୍ତି। ତେବେ ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ

ଚାରି ଶହରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ମୁଖ୍ୟ ଶ୍ରୋତରେ ସାମିଲ୍…

ଚିତ୍ରକୋଣ୍ଡା: ଓଡିଶା ପୁଲିସ ଦ୍ଵାରା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ା ଠାରେ ୪୦୦ ଜଣ ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ମୁଖ୍ୟ ଶ୍ରୋତରେ ସାମିଲ ହୋଇଛନ୍ତି l ନିକଟ ଅତୀତରେ ଅର୍ଥାତ୍ ଅଗଷ୍ଟ ମାସ ୨୨ ତାରିଖରେ ଗୁରୁପ୍ରିୟା ଠାରେ ୧୮୦ ଜଣ

ଚାକିରି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣା: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଚାକିରି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣାର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଅଭିଯୁକ୍ତ ଜୟନ୍ତ ମହାନ୍ତିଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ପୁଲିସରେ

ଧାମନଗରରେ ରାଜନୈତିକ ହିଂସା; ଗୋଟିଏ ପରିବାର ଉପରେ ୩୦ ଜଣଙ୍କ ଆକ୍ରମଣ

ଭଦ୍ରକ: ଉପନିର୍ବାଚନ ସରିବାର ଦିନକ ପରେ ଭଦ୍ରକରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ରାତିରେ ତିହିଡିର ଏକ ପରିବାର ଉପରେ ୩୦ରୁ ଅଧିକ ଲୋକ ଅତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପରିବାରର ବାପଝିଅ ଗୁରୁତର ହୋଇଥିବା ବେଳେ ଜଣେ ବୃଦ୍ଧ ସାମାନ୍ୟ ଆହତ

ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଖଣିରୁ କୋଇଲା ଉତ୍ତୋଳନ ବେଳେ ଉତ୍ତେଜନା

ସୁନ୍ଦରଗଡ଼ ୦୫।୧୧ : ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ସୁନ୍ଦରଗଡ଼ କୋଇଲା ଖଣିରୁ କୋଇଲା ଉତ୍ତୋଳନ ବେଳେ ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା ହୋଇଛି । ଖବର ଅନୁଯାୟୀ, ସୁନ୍ଦରଗଡ଼ ଜାମକାନିରେ ଥିବା ଖଣିରୁ କୋଇଲା ଉତ୍ତୋଳନକୁ ଗ୍ରାମବାସୀମାନେ ବିରୋଧ କରିଥିଲେ ।