Browsing Category

ଓଡିଶା

ଦୁଇଟି କଳାରପତରିଆ ବାଘ ଛାଲ ଜବତ କଲା STF

ଭୁବନେଶ୍ୱର ୦୫।୧୧ : ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ବ୍ୟବସାୟୀ ଭଗବତ ଗିରଫ । ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ । ଭାଗବତ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା । ଏନେଇ ଅଧିକ ଖୋଲତାଡ଼ କରୁଛି ଏସ୍‌ଟିଏଫ୍‌ । ସେହିପରି ଏହି ଘଟଣାରେ ଆଉ

ଚୋରକୁ ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା, ଗାଁ ବୁଲାଇଲେ ଲୋକେ

ଭଦ୍ରକ ୦୫/୧୧: ଚୋରକୁ ସାବାସୀ । ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା କରିଲେ ଗ୍ରାମବାସୀ । ଏମିତି କରି ଗାଁ ବୁଲାଇଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୋକାନ ଗୁଡ଼ିକରୁ ସିରିଜ ଚୋରି କରିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଚୋରକୁ ଏଭଳି ସାବାସୀ ଦିଆଯାଇଛି ।

ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ବ୍ୟକ୍ତି

ରାଉରକେଲା ୦୫।୧୧ : ପରିବାରରେ ଥିଲା ଆର୍ଥିକ ଅନଟନ । ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ସୀମାକୁ ବାଛି ନେଲେ ବ୍ୟକ୍ତି । ରାଉରକେଲା ଓରାମ ପଡ଼ାରୁ ଆସିଛି ଏମିତି କିଛି ଘଟଣା । ଖବର ଅନୁୟାୟୀ, ଭିନିତ ଅଗ୍ରଓ୍ୱାଲ ନାମକ ଜଣେ ରାଉରେକେଲା ବ୍ରାହ୍ମଣୀ ନଦୀର ୨ୟ ବ୍ରିଜ ଉପରେ ସ୍କୁଟି

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୫।୧୧: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ବିଦ୍ୟାଳୟରେ ପାଠ ପଢ଼ାଇଲେ ବିଧାୟକ ପ୍ରତାପ ଜେନା

ମାହାଙ୍ଗା: ବିଧାୟକ ପଢ଼ାଇଲେ ପାଠ। 5T ବିଦ୍ୟାଳୟ ପରିଦର୍ଶନ ସହ ପିଲାଙ୍କ ଦକ୍ଷତା ପାଇଁ କିଛି ସମୟ ଧରି ମାହାଙ୍ଗା ମହାବୀର ବିଦ୍ୟାପୀଠରେ ପଢ଼ାଇଥିଲେ ବିଧାୟକ ପ୍ରତାପ ଜେନା। କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ , ସ୍ଥାନୀୟ ବିଡିଓ , ବହୁ ଶିକ୍ଷାବିତ୍‌ ଓ

କାର୍ତ୍ତିକ ମାସ ପଞ୍ଚୁକର ଦ୍ୱିତୀୟ ଦିନ, ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର

ଆଠଗଡ ୦୫/୧୧: ମହାକାର୍ତ୍ତିକ ମାସର ପଞ୍ଚୁକର ଦ୍ୱିତୀୟ ଦିନ । ଆଜି ଦ୍ୱିତୀୟ ଦିନରେ ଦୁର୍ଲଭ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଝୁଲାପୋଲ ଏବଂ ମନ୍ଦିର ବେଢାରେ ୧୪୪ ଧାରା ବଳବତ୍ତର ରହିଛି ।

ଘରର ଛାତ ଅତଡା ଖସି ମା ଓ ଝିଅ ଗୁରୁତର

ବଲାଙ୍ଗିର: ଛାତ ଅତଡା ଖସି ମା ଓ ଝିଅ ଗୁରୁତର। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ରଗୁଡିପଡା ମ୍ଯୁନିସିପାଲିଟି କଲୋନୀରେ। ଛାତ ଅତଡା ଖସି ମା ଓ ଝିଅ ଗୁରୁତର ହୋଇଛନ୍ତି । ମା ଗାୟତ୍ରୀ କୁମ୍ଭାରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ

ବାଙ୍କୀ ଜାରିଆ ନିକଟସ୍ଥ ଜଙ୍ଗଲରୁ ୧୫ ଫୁଟର ଅଜଗର ଉଦ୍ଧାର

ବାଙ୍କୀ: ୧୫ ଫୁଟର ଅଜଗର ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ଡ଼ମପଡା-ଚନ୍ଦକା ଅଭୟାରଣ୍ୟର ଜାରିଆ ନିକଟସ୍ଥ ଜଙ୍ଗଲରୁ ଅଜଗର ଉଦ୍ଧାର କରାଯାଇଛି । ପୂର୍ବରୁ ସେହି ଜଙ୍ଗଲରୁ ସାନମୁଣ୍ଡଳୀ ଗାଁର ନନ୍ଦକିଶୋର ବେହେରାଙ୍କୁ ଅଜଗର ଗିଳିଥିବା ଅଭିଯୋଗ ହୋଇଥିଲା । ସେହି ସ୍ଥାନରେ ଆଉ ଏକ

ଓଡ଼ିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ୱିକିପିଡିଆରେ ବିରାଟ ତ୍ରୁଟି!

ଭୁବନେଶ୍ୱର: ୱିକିପିଡିଆରେ ପୁଣି ତ୍ରୁଟି। ଓଡ଼ିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ୱିକିପିଡିଆରେ ତ୍ରୁଟି ଥିବା ଦେଖିବାକୁ ମିଳିଥିବାବେଳେ, ଏବେ ଖବର ପ୍ରସାରଣ ପରେ ତ୍ରୁଟିକୁ ହଟାଇଦିଆଯାଇଥିବା ଦେଖିବାକୁ ମିଳିଛି । ଯାହା ଦେଖିବାକୁ ମିଳିଥିଲା କି, ସିଦ୍ଧାନ୍ତ

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ପଦ୍ମପୁର: ଘୋଷଣା ହେଲା ପଦ୍ମପୁର ଉପନିର୍ବାଚନ ତାରିଖ । ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ନିଆଯିବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଆସନ ଖାଲି ପଡ଼ିଛି । ଏଥିପାଇଁ ଆସନ୍ତା