Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୩ କଲରାପତରିଆ ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ
ଝାରସୁଗୁଡ଼ା: ୩ କଲରାପତରିଆ ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ। ଝାରସୁଗୁଡ଼ା ଓ ସମ୍ବଲପୁର ପୋଲିସ ମିଳିତ ଭାବେ ଚଢାଉ କରି ବାଘ ଛାଲ ଜବତ କରିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଚଢାଉ କରି ଧରିଲା STF। କଲରାପତରିଆ ବାଘ ଛାଲ ଚାଲାଣ ବେଳେ ଝାରସୁଗୁଡ଼ା-କୁଚିଣ୍ଡା ରାସ୍ତାର ମାଲିଧି ଛକ ନିକଟରେ!-->…
ଶ୍ୱଶୁର ଘର ଗେଟ୍ ଆଗରେ ଧାରଣା ଦେଲେ ବୋହୂ
ବାଲେଶ୍ବର: ଶ୍ୱଶୁର ଘର ଗେଟ୍ ଆଗରେ ବୋହୂଙ୍କ ଧାରଣା । ବୋହୂଙ୍କୁ ଘରେ ପୂରାଇ ଦେଉ ନାହାନ୍ତି ଶ୍ୱଶୁର ଘର ଲୋକେ । ଥାନାରେ ରାଜି ହେଲେ । କିନ୍ତୁ ଘରକୁ ଆସି ଗେଟ୍ ବନ୍ଦ କରି ଦେଲେ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଏହି ଘଟଣା। ଶ୍ୱଶୁର ଘର ଗେଟ୍ ଆଗରେ ଅପେକ୍ଷା କରିଥିବା ମହିଳା ଜଣଙ୍କ!-->…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ
ପୁରୀ : ପୁରୀ ଗସ୍ତରେ 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ 5T ସଚିବ। ରବିବାର ସକାଳୁ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବ୍ୟକ୍ତି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି (୨୦୨୨ ଅକ୍ଟୋବର ୧୬) ୭୭ ବର୍ଷ ବୟସରେ ପାଦ ରଖିଛନ୍ତି। ମାତ୍ର ନବୀନ ଏହି ଜନ୍ମଦିନକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରି ନାହାନ୍ତି। କିନ୍ତୁ ନବୀନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି। ନବୀନ ପଟ୍ଟନାୟକଙ୍କ!-->…
ଠିକା ନିଯୁକ୍ତିର ଯୁଗ ଶେଷ, ନିୟମିତ ହେବେ ୫୭ ହଜାରରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ କର୍ମଚାରୀ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ରହିବ ନାହିଁ । ଏଣିକି ସମସ୍ତ ନିଯୁକ୍ତି ଆରମ୍ଭରୁ ହିଁ ସ୍ଥାୟୀ ନିଯୁକ୍ତି ଭାବେ ପରିଗଣିତ ହେବ । ରାଜ୍ୟ କ୍ୟାବିନେଟ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ!-->…
ପାରିବାରିକ କଳହକୁ ନେଇ ଦିଅରକୁ ହତ୍ୟା କଲା ଭାଉଜ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଭାଉଜ ଦିଅରକୁ ହତ୍ୟା କରିଥିବା ଅଭିଯୋଗ । ମୃତକ ଜଣକ ହେଲେ ପ୍ରଦୀପ ନାୟକ । ହତ୍ୟା କରିଥିବା ମହିଳା ଜଣକ ହେଲେ କାମିନୀ ନାୟକ ।
ସୂଚନା ମୁତାବକ, ଆଜି ସକାଳେ ଘରେ କେହି!-->!-->!-->…
ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର ୧୫।୧୦ : ଶନିବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ । ଆଜିର ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ।
ତେବେ ମିଳିଥିବା ସୂଚନାନୁସାରେ ଶନିବାର!-->!-->!-->…
ନେତାଙ୍କ ପଇସାରେ ଭାଇଜାଗ୍ ଓ ଉଟ୍ଟିରେ ଛୁଟି କାଟୁଥିଲେ ଅର୍ଚ୍ଚନା ନାଗ
ଭୁବନେଶ୍ୱର,୧୫/୧୦: ମାୟାବିନୀ ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ହେବାର ୭ ଦିନ ବିତିଲାଣି । ପ୍ରତ୍ୟେକ ଦିନ ପୁଲିସ୍କୁ ନୂଆ ନୂଆ ବିସ୍ଫୋରକ ତଥ୍ୟ ମିଳୁଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ବିବାଦୀୟ ବିଧାୟକ ଅର୍ଚ୍ଚନାକୁ ନେଇ ଉଟ୍ଟି ବୁଲିବାକୁ ଯାଇଥିଲେ । ଏହାର ଫଟୋ ଓ କିଛି ଭିଡିଓ!-->…
ଆସନ୍ତା ୧୭ରେ ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍
ଭୁବନେଶ୍ୱର: ୧୭ ତାରିଖରେ ହାଇଦ୍ରାବାଦରେ ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍। ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟପ୍ ବିଜନେସ୍ ଲିଡରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଓ୍ଵାନ୍ ଟୁ ଓ୍ଵାନ୍ ଆଲୋଚନା ହେବ ।!-->…
ଚାଷୀ-ପୋଲିସ୍ ମୁହାଁମୁହିଁ: ବ୍ୟାରିକେଡ ଭାଙ୍ଗି ଟିଟଲାଗଡ ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ
ଟିଟଲାଗଡ: ଚାଷୀ-ପୋଲିସ୍ ମୁହାଁମୁହିଁ । ବ୍ୟାରିକେଡ ଭାଙ୍ଗି ଟିଟଲାଗଡ ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ । ୨୦୨୧ ମସିହା ଫସଲ ବୀମା ଦାବି ନେଇ ଗର୍ଜିଲେ ବଲାଙ୍ଗିର ଜିଲ୍ଲା କୃଷକ ମହାସଙ୍ଗଠନ । ୨୦୨୧ ମସିହାରେ ଚାଷୀ ଫସଲ ବୀମା କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ୯୦ଟି!-->…