Browsing Category

ଓଡିଶା

ବିକାଶ ଠାରୁ ବହୁ ଦୂରରେ ଅବହେଳିତ ଗାଁ ଲାଣ୍ଡାପାଜୁ: ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ଗ୍ରାମବାସୀ

ବାଲିଗୁଡା : କନ୍ଧମାଳ ଜିଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି। ବିକାଶ କଥା ବହୁ ଦୂରରେ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ବେହେରାଗାଁ ପଞ୍ଚାୟତ ଲାଣ୍ଡାପାଜୁ…

ଢେଙ୍କାନାଳ-ଅନୁଗୁଳରେ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର: ପବିତ୍ର ଦଶହରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‌ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅନୁଗୁଳ ଜିଲ୍ଳା ବଉଳିଗଡ଼ ଠାରେ ଥିବା ପୂଜା ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି।…

୩ କୁଖ୍ୟାତ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟରାଜପଥ ମୟୂରଭଞ୍ଜ-ବାଲେଶ୍ୱର ସୀମାନ୍ତ କଳମା ଛକରୁ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିବା ସହିତ ୩ଜଣ କୁଖ୍ୟାତ ଆନ୍ତଃଜିଲ୍ଲା ପେସାଦାର ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ । ଏହି ୩ ଅଭିଯୁକ୍ତଙ୍କୁ ମଙ୍ଗଳବାର…

ଶ୍ରୀମନ୍ଦିର ନୀଳଚକ୍ର ଯାଏ ଚଢ଼ିଗଲେ ପୂଜକ

ପୁରୀ: ଶ୍ରୀମନ୍ଦିର ଚୂଡାରେ ଚଢିଗଲେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ଆଜି ଅପରାହ୍ନ ସମୟରେ ସେ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଦେଖିବାକୁ ପାଇଲେଥିଲେ। ତାକୁ ଓହ୍ଲାଇବାକୁ ପୁଲିସ ଓ ଜେଟିପି…

ଭସାଣି ପାଇଁ ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ୱର: ରାବଣପୋଡ଼ି ଓ ଭସାଣି ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୮ଟି ଗାଇଡଲାଇନ୍‌ ଜାରି କରାଯାଇଛି । ରାବଣପୋଡ଼ିର ୧୦୦ ମିଟର ଜୋନ୍‌ ଭିତରେ କୌଣସି ଦର୍ଶକ ରହିପାରିବେ ନାହିଁ ବୋଲି କୁହାଯାଇଛି । ଭସାଣି ପାଇଁ ୧୭ରୁ…

ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ…

ଗୋପାଳପୁର ସମୁଦ୍ରରେ ଭାସିଗଲେ ଯୁବକ

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଅଘଟଣ ଘଟିଛି । ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ସମୁଦ୍ରରେ ୪ଜଣ ଯୁବକ ଗାଧୋଉଥିବା ବେଳେ ଭାସିଯାଇଥିଲେ । ହେଲେ ଘଟଣାସ୍ଥଳରୁ ଲାଇଫଗାର୍ଡ ସଦସ୍ୟ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ, ଏବେ ବି ଜଣେ ନିଖୋଜ ରହିଛନ୍ତି ।…

ଓଲା କମ୍ପାନୀ ସ୍କୁଟି ଦେବା ନାଁରେ ଠକିନେଲେ ୪୮ ହଜାର ଟଙ୍କା

ଭୁବନେଶ୍ବର; ସ୍କୁଟି ଦେବା ନାଁରେ ଠକେଇ । ଓଲା କମ୍ପାନୀ ସ୍କୁଟି ଦେବା ନାଁରେ ୪୮ ହଜାର ୫୦୦ ଟଙ୍କା ଠକିନେଲେ ସାଇବର୍‌ ଠକ। ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲ୍ଲ ଠକେଇର ଶିକାର ହୋଇଛନ୍ତି । ଦୁଇଟି କିସ୍ତିରେ ୪୮ ହଜାର ଠକେଇ ହୋଇଛି । ଅଭିଯୋଗ ଅନୁଯାୟୀ, ଆଲୋକ ଓଲା ଆପ୍‌ରେ ସ୍କୁଟି ବୁକ୍‌…

ଆଜି ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ

ଘଟଗାଁ: ଆଜି ବିଜୟା ଦଶମୀ । ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠରେ ମଧ୍ୟ ଆଜି ବିଜୟା ଦଶମୀ ପାଳିତ ହେଉଛି । ସକାଳୁ ପୀଠରେ ସେବାୟତ ମାନେ ମାଆଙ୍କର ସମସ୍ତ ପୂଜାବିଧି ସ୍ୱତନ୍ତ୍ର ନୀତିକାନ୍ତିରେ ସମାପନ କରି…

ସମ୍ବଲପୁର ବଙ୍ଗାଲିପଡାରେ ଧୁମଧାମରେ ଚାଲିଛି ମାଙ୍କ ସିନ୍ଦୁର ଖେଳ ପର୍ବ

ସମ୍ବଲପୁର: ଆଜି ହେଉଛି ବିଜୟା ଦଶମୀ। ମାଁ ଜଗତ ଜନନୀଙ୍କୁ ଧରାପୃଷ୍ଠରୁ ବିଦାୟ ଦେବାର ସମୟ ।ଏହି ସମୟଟି ଅତ୍ୟନ୍ତ ଦୁଃଖ ଦାୟକ ଅଟେ। କାରଣ ମାଁ ଆସିଥାନ୍ତି ତାଙ୍କ ବାପ ଘରକୁ। ମାଁ ଙ୍କୁ ପାଖରେ ପାଇ ସମସ୍ତେ ଖୁସି ଥାନ୍ତି । ହେଲେ ଦଶହରା ଦିନ ମାଁ ମେଲାଣି ନିଅନ୍ତି । ମାଁ ଙ୍କୁ…