Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଫ୍ରିକାର ସର୍ବୋଚ୍ଚ ପର୍ବତରେ ତିରଙ୍ଗା ଉଡ଼ାଇଲେ କିଟ୍ ଛାତ୍ରୀ ୟାସିନ୍ ଜୈନ
କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ୟାସିନ୍ ଜୈନ ଆଫିକ୍ରାର ସର୍ବୋଚ୍ଚ ପର୍ବତ ଏବଂ ପୃଥିବୀର ସମୁଦ୍ର ପତନଠାରୁ ସର୍ବୋଚ୍ଚ ମୁକ୍ତ ପର୍ବତ ମାଉଣ୍ଟ କିଲିମାନଜାରୋରେ ତିରଙ୍ଗା ସହ କିଟ୍ ବିଶ୍ୱବିଦ୍ୟାଳୟର ପତାକା ମଧ୍ୟ ଉଡ଼ାଇଛନ୍ତି । ଆଜି ଭାରତୀୟ ସମୟ ସକାଳ ୭ଟାରେ ସେ ତିରଙ୍ଗା ଓ କିଟ୍ ଧ୍ଵଜା!-->…
କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟିକେଟ୍ ନମିଳିବାରୁ ଉତ୍ତେଜନା
କୋଣାର୍କ ୦୫/୧୦: ଦୁର୍ଗାପୂଜା ଛୁଟିରେ ହଜାର ହଜାର ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଆସୁଛନ୍ତି। ପ୍ରତିଦିନ ପରି ଟିକେଟ କାଉଣ୍ଟରରେ ମାତ୍ର ୨ହଜାର ଟିକେଟ ଥିବାରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଟିକେଟ ମିଳୁନାହିଁ। ଯାହା ଫଳରେ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ!-->…
ନ୍ୟୁଡ୍ କଲ୍ ପରେ ଆଇପିଏସ୍ ଅଫିସରର ପରିଚୟ ଦେଇ ୭୦ ହଜାର ଟଙ୍କା ଲୁଟ୍
ଭୁବନେଶ୍ୱର, ୦୫/୧୦: ନ୍ୟୁଡ୍ କଲ୍ ପରେ ଆଇପିଏସ୍ ଅଫିସର କହି ଭିଡିଓ କଲ୍, ଧମକ ଦେଇ ନେଇଗଲେ ୭୧ ହଜାର । ଠକାମିର ଶିକାର ପରେ ସାଇବର ଥାନାରେ ଏପରି ଏକ ଅଭିଯୋଗ ହୋଇଛି । ଜଟଣୀର ଜଣେ ଔଷଧ ବିତରକ ନ୍ୟୁଡ୍କଲରେ ଫଶିଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ନ୍ୟୁଡ୍ ଭିଡିଓକଲକୁ ଭାଇରାଲ କରିବା!-->…
ସୋରୁମ୍ କବାଟ ଭାଙ୍ଗି ଲପ୍ଟପ୍ ସହ ନେଇଗଲେ ୨ ଲକ୍ଷ କ୍ୟାସ୍
ଆନନ୍ଦପୁର, ୦୫/୧୦: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ମୁଖାପିନ୍ଧି ଚୋରି । ଘସିପୁରା ଥାନା ଅଧିନ ବୈତରଣୀ ବ୍ରିଜ୍ ରାସ୍ତାରେ ଥିବା ହିରୋ ସୋରୁମ୍ରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଉପର ମହଲା କବାଟ ଭାଙ୍ଗି ବାଇକ୍ ଡିସ୍ପ୍ଲେ ହଲରେ ଥିବା ଏକ ଲ୍ୟାପଟପ ସହ ଅଫିସର କ୍ୟାସବାକ୍ସରୁ ପ୍ରାୟ!-->…
ଜେସିବି ସହିତ ସମ୍ନାସାମ୍ନି ଧକ୍କା ହେଲା କାର୍: ଜଣେ ମୃତ, ୩ ଗୁରୁତର
ସାଲେପୁର: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତାର ଲୁଣା ନଦୀ ପୋଲ ନିକଟରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ଥର୍, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବି ସହିତ ସମ୍ନାସାମ୍ନି ଧକ୍କା ହେବା ଫଳରେ ଥର୍!-->…
ପ୍ରବଳ ବର୍ଷା ସମ୍ଭାବନା! ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଲଘୁଚାପ ବର୍ଷାରେ ଭିଜୁଛି ଉପକୂଳରୁ ଉପାନ୍ତ । ଆଜି ଓ କାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି ।ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବ ଲଘୁଚାପ । ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ!-->…
ପୋଲରୁ ୫୦ ଫୁଟ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଓ ହେଲ୍ପର ମୃତ
ରାଉରକେଲା, ୦୫।୧୦ : ଭାରସାମ୍ୟ ହରାଇ ଏକ ୧୪ ଚକିଆ ଟ୍ରକ ପୋଲରୁ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ସହ ହେଲପରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକ ଦୁହିଁଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ । ଲୁହା ପଥର ବୋଝେଇ ଟ୍ରକ୍ଟି କୋଇଡାରୁ!-->…
କାର୍-ବାଇକ୍ ମୁହାଁମୁହିଁ ଧକ୍କା, ବାପ-ଝିଅ ମୃତ
ବରଗଡ଼ ୦୫।୧୦ : ବରଗଡ଼ ଜିଲ୍ଲା ସୋହେଲା ଥାନା କନାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ମନୋହର ପାଲି ଗାଁର ପ୍ରଦୀପ ସାହୁ ଓ ଝିଅ ରୂପା ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବାପ ଓ!-->!-->!-->…
ପୁଣି ରକ୍ତରଞ୍ଜିତ ହେଲା ମାଣିକେଶ୍ୱରୀ ପୀଠ
କଳାହାଣ୍ଡି ୦୫/୧୦: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଯାଇଛି । ମାଙ୍କ ଛତର ଯାତ୍ରା ପରେ ବିଜୟା ଦଶମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଲାଖମରା ଯାତ୍ରା ପାଇଁ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଦେବୀଙ୍କ ବିଜୟ ପ୍ରତିମାକୁ ମନ୍ଦିରରୁ!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୮ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୦୫।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…