Browsing Category

ଓଡିଶା

ପଦ୍ମପୁର ବିଧାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି…

ଗୀତ ଗାଇ ଗାଇ ଷ୍ଟେଜରେ ହିଁ ଟଳି ପଡିଲେ କଣ୍ଠଶିଳ୍ପୀ

ଜୟପୁର; ମନପସନ୍ଦର ଗୀତ ଗାଇଲେ ଆଉ ଗୀତ ଗାଉଥିବା ଅବସ୍ଥାରେ ହିଁ ଷ୍ଟେଜ ଷ୍ଟେଜ ଉପରେ ଟଳି ପଡିଲେ ଜଣାଶୁଣା କଣ୍ଠଶିଳ୍ପୀ। ମାତ୍ର ୧୦ମିନଟ ବ୍ଯବଧାନରେ ଘଟିଗଲା ଅଘଟଣ, ଯାହାକି ଶତାଧିକ ଦର୍ଶକଙ୍କ ମନରେ କୋହ ଭରିଦେଲା। ଦର୍ଶକଙ୍କ ଡିମାଣ୍ଡରେ ମନପସନ୍ଦର ଗୀତ ଗାଉଥିଲେ ଜୟପୁରର…

ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କଲା କୁଡୁମୀ ସେନା

ପାଟଣା, ୦୩/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକ ନିକଟରେ ଓଡିଶା କୁଡୁମୀ ସେନା ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଓଡିଶା କୁଡୁମୀ ସେନା କୁଡୁମୀ ଜାତି ପ୍ରତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ…

ଉପନିର୍ବାଚନ ପାଇଁ ଆମ ଦଳ ସବୁବେଳେ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର ୦୩।୧୦ : ଉପନିର୍ବାଚନ ପାଇଁ ଆମ ଦଳ ସବୁବେଳେ ପ୍ରସ୍ତୁତ । ସେମି ଫାଇନାଲ ଆମେ ଖେଳିବୁ ଫାଇନାଲ ବି ଆମେ ଖେଳିବୁ ।ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପ୍ରସଙ୍ଗରେ ଏପରି କହିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,…

ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି ନାମରେ ଲକ୍ଷାଧିକ ଟଙ୍କା ଠକେଇ

ମାଲକାନଗିରି, ୦୩/୧୦: ମାଲକାନଗିରି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି କରାଇଦେବା କଥା କହି ଲକ୍ଷାଧିକ ଟଙ୍କା ଠକାମି । ଠକିଥିବା ବ୍ୟକ୍ତି କାଲିମେଳା ବ୍ଳକର ସୁରେଶ ପଣ୍ଡା ବୋଲି ସୂଚନା ମିଳିଛି । ଏକ ଆୟୁର୍ବେଦ କମ୍ପାନୀରେ ଚାକିରି କରେଇ…

ପୋଖରୀରେ ବୁଡି ମହିଳା ମୃତ

ତେଲକୋଇ ୦୩।୧୦ : ପୋଖରୀରେ ବୁଡି ମହିଳା ମୃତ । କେନ୍ଦୁଝର ତେଲକୋଇ ଥାନା ସରୁଆଳି ଗାଁରେ ଘଟିଛି ଘଟଣା । ମୃତକଙ୍କ ନାମ ଗୀତାଞ୍ଜଳି ପଲେଇ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସୋମବାର ଦିନ ୧୦ଟା ସମୟରେ ଗୀତାଞ୍ଜଳି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଗାଧୋଉଥିବା ସମୟ କୌଣସି…

ଏଟିଏମରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଢେଙ୍କାନାଳ ୦୩/୧୦: ଆଗରେ ଲାଗିଛି ସିସିଟିଭି । ଆଉ ତାଲା ବି ଝୁଲୁଛି । ମାତ୍ର ପଛ ପଟ ମେଲା କରି ଲୁଟେରା ଲୁଟିନେଲେ ଟଙ୍କା । ଏପରିସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ର ପୁର ଛକରେ । ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନା ସମ୍ମୁଖରେ ଥିବା ଷ୍ଟେଟ…

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର ୦୩।୧୦ : ଘୋଷଣା ହେଲା ଉପନିର୍ବାଚନ ତାରିଖ। ନଭେମ୍ବର ୩ରେ ହେବ ଧାମନଗର ଉପନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ…

ଅସୁସ୍ଥ ଦନ୍ତାର ମୃତ୍ୟୁ, ଦୀର୍ଘଦିନ ଧରି ଜଙ୍ଗଲରେ ଚାଲିଥିଲା ଚିକିତ୍ସା

ବାରିପଦା ୦୩/୧୦: ଆଖି ବୁଜିଲା ଦନ୍ତା । ବାରିପଦା ବନଖଣ୍ଡ ଅଧିନସ୍ଥ କେ.ସି ପୁର ଜଙ୍ଗଲରେ ଆଘାତ ପ୍ରାପ୍ତ ଗୋଡର ଅପରେସନ୍ ପରେ ଜଙ୍ଗଲରେ ଛଡାଯାଇଥିବା ଦନ୍ତା ହାତୀଟିର ମୃତ୍ୟୁ ହୋଇଛି । ବହୁଦିନରୁ ହାତୀଟି ଶିକାରୀ ଫାଶ ଦ୍ୱାରା ଗୋଡରେ ଆଘାତ ପାଇ କଷ୍ଟ ପାଉଥିଲା । ଗତକାଲି ଭୁବନେଶ୍ୱରରୁ…

ଓଲଟିଲା ଇ-କମର୍ସ ଟ୍ରକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଦାରିଙ୍ଗବାଡ଼ି ୦୩।୧୦ : ଓଲଟିଲା ଇ-କମର୍ସ ଟ୍ରକ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଡଙ୍ଗେରୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ କମ୍ପାନୀର କର୍ମଚାରୀ ଓ ସ୍ଥାନୀୟଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଖବର ଅନୁଯାୟୀ,…