Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସୋସିଆଲ ମିଡିଆରେ ଚରିତ୍ର ସଂହାର
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଦୁଇ ଆଥ୍ଲେଟ୍ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ଫେସବୁକରେ ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ।
ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଜଣେ ଯୁବତୀଙ୍କ ସହ!-->!-->!-->…
ସୁରତରେ ହତ୍ୟା ଘଟଣାର ଅଭିଯୁକ୍ତ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ
ବ୍ରହ୍ମପୁର:ସୁରତ ରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଗୁଜରାଟର ସୁରତ ସହର!-->…
ନୂଆ ନମ୍ବର ପ୍ଲେଟକୁ ନେଇ ଅକଳରେ ଗାଡ଼ି ମାଲିକ : ଅବଧି ବୃଦ୍ଧି ପାଇଁ ଦାବି
ଭୁବନେଶ୍ୱର : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍(ଏଚଏସଆରପି)କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି। ୨୦୧୯ ମସିହା ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହେଉଥିବ; ଉକ୍ତ!-->…
ଲିଜେଣ୍ଡ୍ସ ଲିଗ୍ କ୍ରିକେଟ: ଭୁବନେଶ୍ବରରେ ପହଞ୍ଚିଲେ ଭିଲ୍ୱାରା କିଙ୍ଗ୍ସ ଓ ମଣିପାଲ ଟାଇଗର୍ସ
ଭୁବନେଶ୍ବର:: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଏକ ଲିଗ୍ ମ୍ୟାଚ ସେପ୍ଟେମ୍ବର ୨୬ରେ ଖେଳାଯିବ। ଏଥି ପାଇଁ ବାରବାଟୀ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଲିଜେଣ୍ଡ୍ସ ଲିଗ କ୍ରିକେଟରେ ଅଂଶ ଗ୍ରହଣ କରିବାକୁ ଥିବା ୨ଟି ଟିମ ଆଜି ଭୁବନେଶ୍ବରରେ ଆସି!-->…
ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଗଡିବ ନୂଆ ଟ୍ରେନ: ଧର୍ମେନ୍ଦ୍ର
ସମ୍ବଲପୁରରୁ କୋଲକାତା ଗଡିବ ଟ୍ରେନ । ତାଳଚେର, ଅନୁଗୋଳ ଓ ଢେଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ। କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରୁ ଟ୍ରେନ୍ ଯୋଗେ ଏକ ସ୍ୱତନ୍ତ୍ର ବଗିରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢେଙ୍କାନାଳ ଗସ୍ତ କରିଥିଲେ।!-->…
ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ
ନବରଙ୍ଗପୁର: ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ପାପଡାହାଣ୍ଡି ବ୍ଲକ ପୋକନା ଗୁଡା କାଜୁ ବାଡ଼ ନିକଟରେ ଲାଇବନ ମୁଦୁଲିଙ୍କ ଦୁର୍ଘଟଣା ହୋଇଥିଲା। ଆହତ ଅବସ୍ଥାରେ ତାଙ୍କୁ ମେଡିକାଲ ଅଣାଯାଇଥିଲା କିନ୍ତୁ ଡାକ୍ତରଙ୍କ ଚିକିତ୍ସା!-->…
ଆତ୍ମହତ୍ୟା ପାଇଁ ଧମକ ଦେଇ ନବୀନ ନିବାସ ସମ୍ମୁଖ ଥିବା ଗଛରେ ଚଢ଼ିଗଲେ ମହିଳା
ଭୁବନେଶ୍ୱର: ରବିବାର ଅପରାହ୍ନରେ ନବୀନ ନିବାସ ନିକଟରେ ଥିବା ଏକ ଗଛରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା ପାଇଁ ଧମକ ଦେଇଛନ୍ତି। ସେ ତଳକୁ ଡେଇଁ ଜୀବନ ହାରିବେ ବୋଲି କହିଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ମହିଳାଙ୍କୁ ତଳକୁ ଓହ୍ଲାଇବାକୁ ଅନେକ ବୁଝାଇଥିଲେ। କିନ୍ତୁ!-->…
ଗାଁରେ ଫୁଟିଲା ଗୁଳି, ଭୟରେ ଛାତରୁ ଖସପଡି ଯୁବକ ଗୁରୁତର
ଢେଙ୍କାନାଳ: ଢେଙ୍କାନାଳ ସଦରଥାନା କାଙ୍କଡପାଳ ଗ୍ରାମରେ ତିନି ରାଉଣ୍ଡ ଫାଙ୍କା ଗୁଳିମାଡ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡି ଜଣେ ଆହତ ହୋଇଛନ୍ତି। ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗ୍ରାମ ମଝିରେ ଫାଙ୍କା ଗୁଳିକାଣ୍ଡ କରି!-->…
ଟ୍ରକ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଢେଙ୍କାନାଳ: ଢେଙ୍କାନାଳ କଣ୍ଟାବଣିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଇଟାପ ଛକ ନିକଟରେ ଟ୍ରକ ଧକ୍କାରେ ମହିଳା ମୃତ, ମହିଳାଙ୍କ ସ୍ଵାମୀ ଓ ପୁଅ ଗୁରୁତର ହୋଇଛନ୍ତି । ମୃତ ସ୍ତ୍ରୀ ଲୋକର ସ୍ଵାମୀ ସୁବାସ ଚନ୍ଦ୍ର ନନ୍ଦ ବାଇକ ଯୋଗେ ବଅରପାଳରୁ ସ୍ତ୍ରୀ ଓ ପୁଅକୁ ଧରି ମହାଳୟା!-->…
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଛାନଭିନ୍, ଫରେନ୍ସିକ ଲାବ୍କୁ ଗଲା ଜବତ ମୋବାଇଲ
ଭୁବନେଶ୍ୱର: କାହିଁକି ଜୀବନ ହାରିଲେ ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ । ଖୋଳତାଡ କରୁଛି ଧଉଳି ଥାନା ପୋଲିସ । ମୋବାଇଲ୍ ଖୋଲିପାରେ ଆତ୍ମହତ୍ୟାର ରହସ୍ୟ । ଧର୍ମେନ୍ଦ୍ରଙ୍କର ଦୁଇଟି ମୋବାଇଲ୍ ଫୋନ୍କୁ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବକୁ!-->…