Browsing Category

ଓଡିଶା

ପ୍ରଶିକ୍ଷଣ ବେଳେ ବୁଡ଼ିଗଲେ ଏନସିସି ଛାତ୍ର, ଚାଲିଗଲା ଜୀବନ

କଟକ: ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଏନସିସି ଛାତ୍ରଙ୍କ ଜୀବନ । କଟକ କ୍ଳବ ସୁଇମିଂ ପୁଲରେ ଘଟିଛି ଅଘଟଣ । ମୃତକ ହେଲେ କଟକ ସିଟି କଲେଜର ଛାତ୍ର ସ୍ୱପ୍ନେଶ୍ୱର ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ଏକ ଘରୋଇ ସଂସ୍ଥା ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ…

କୋଳରେ ପିଲାକୁ ଧରି ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ

ଭୁବନେଶ୍ୱର: ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ । କୋଳରେ ପିଲାକୁ ଧରି ଭୁବନେଶ୍ୱର ଡିସିପିଙ୍କୁ ଫେରାଦ ହେଲେ ଶ୍ୱେତା ମହାପାତ୍ର । ତାଙ୍କ ସ୍ୱାମୀ ବିରାଟ ମହାପାତ୍ର ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ…

ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

ବଲାଙ୍ଗିର: ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଘଟିଛି। ମୃତକ ହେଲେ ଗୁର୍ଜିଭଟା ଗାଁର ସନ୍ତୋଷ ସାହୁ । ସନ୍ତୋଷ ପ୍ରାୟ ୨ ବର୍ଷ ପୂର୍ବେ ନିକଟସ୍ଥ ବୁର୍ଡା ଗାଁରେ…

ମୋଟୁ ବନାଞ୍ଚଳ ପକ୍ଷରୁ ଚଢଉ : ୭୭ଟି କଇଁଛ ଜବତ, ୩ ଅଟକ

ମାଲକାନଗିରି/ଏମଭି୭୯, ୧୦/୯ : ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଓ ଏମ୍‌ଭି୭୯ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ତଳେ ୧୨୫ଟି କଇଁଛ ଜବତ କରିଥିବାବେଳେ ପୁଣି ଆଜି ୭୭ଟି କଇଁଛ ଜବତ କରି ୩ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ଗତ କିଛି ମାସ ହେବ ଚୋରା ଚାଲାଣକାରୀ କଇଁଛ…

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା; ୧୩ ତାରିଖରୁ କରିପାରିବେ ପଞ୍ଜିକରଣ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର ଧର୍ମ ମାସ କାର୍ତ୍ତିକରେ ''ରାଈଦାମୋଦର ବ୍ରତ'' ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । ତେବେ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁନର୍ବାର ଚଳିତ ବର୍ଷ ସ୍ଥାୟୀ ହବିଷ୍ୟାଳି ଶିବିରର ବ୍ୟବସ୍ଥା…

କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌

ହୀରାଖଣ୍ଡ ଟ୍ରେନ୍‌ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌। ରାଜ୍ୟପାଳ ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି। ଆଜି ଓ ଆସନ୍ତାକାଲି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବ‌େ…

ଓଡିଶାରେ ହେବ ଭାରତ ଯୋଡ଼ ପଦଯାତ୍ରା

ଭୁବନେଶ୍ୱର : କଂଗ୍ରେସର "ଭାରତ ଯୋଡ" ଜନସମ୍ପର୍କ ପଦଯାତ୍ରା ଓଡ଼ିଶାରେ ହେବାକୁ ଯାଉଛି । ଓଡିଶାରେ "ଭାରତ ଯୋଡ" ପଦଯାତ୍ରା ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ । …

କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ

କେନ୍ଦ୍ରାପଡା: ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି l କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ…

କାଲି ଉପକୂଳ ଛୁଇଁବ ଅବପାତ

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଭାବେ ଉପକୂଳ ଛୁଇଁବା ସମ୍ଭାବନା । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ମଧ୍ୟରେ ସ୍ଥଳଭାଗ…

ପୁଅର ଶୁଦ୍ଧକ୍ରିୟା କରିବାକୁ ବସିଥିଲେ ପରିବାର ଲୋକେ, ହଠାତ୍ ୧୦ବର୍ଷ ପରେ ପୁଅକୁ ଫେରି ପାଇ ଘରେ ଖୁସିର ମାହୋଲ୍

ବୌଦ୍ଧ ୧୦/୦୯ : ୧୦ ବର୍ଷ ହେଲା ନିଖୋଜ ରହିଥିଲା ପୁଅ। ଅନେକ ଖୋଜା ଖୋଜି ପରେ ପୁଅକୁ ପାଇନଥିଲେ। ଶେଷରେ ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଇଥିଲେ। ହେଲେ ଦଇବର ଗତି କିଛି ଅଲଗା ଥିଲା। ହଠାତ୍ ପୁଅ ଜୀବିତ ରହିଥିବା ନେଇ ଆସିଥିଲା ଖବର। ଏକଥା ଶୁଣିବା…