Browsing Category

ଓଡିଶା

କୋଣାର୍କ ସୂର୍ଯ୍ୟ ମନ୍ଦିର ରୁ ବାଲିକଢା କାମର ଶୁଭାରମ୍ଭ

କୋଣାର୍କ: ବହୁ ପ୍ରତିକ୍ଷା ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବା ବ୍ଲାକ ପାଗୋଡାରୁ ଆଜି ବାଲିକଢା କାମର ଶୁଭାରମ୍ଭ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ପକ୍ଷରୁ ଏଥିନିମନ୍ତେ ଭୂମି ପୂଜନ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନକୌଶଳର ବିନିଯୋଗ କରି…

ଏନଇଇଟି ପରୀକ୍ଷା: ଟପ୍ପର ତାଲିକାରେ ଓଡ଼ିଆ

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ଆୟୋଜିତ ହୋଇଥିବା ଏନଇଇଟି ପରୀକ୍ଷା ଫଳ। ଏହି ପରୀକ୍ଷାର ଟପ୍ପର ତାଲିକାରେ ରହିଛନ୍ତି ଓଡିଶାର ପ୍ରିୟ ସୋମଦୂତ ନାୟକ। ପ୍ରିୟ ୭୨୦ରୁ ୭୦୫ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୩୯…

ଲାଞ୍ଚୁଆ ଡିଏସପି ଅଭିନବ ଡାଲୁଆଙ୍କୁ ୨ ଦିନ ରିମାଣ୍ଡରେ ନେଲା ଭିଜିଲାନ୍ସ

ଢେଙ୍କାନାଳ ୦୭/୦୯: ୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଗିରଫ ହୋଇଥିବା ଢେଙ୍କାନାଳର ଲାଞ୍ଚୁଆ ଡ଼ିଏସପି ଅଭିନବ ଡାଲୁଆଙ୍କ ରିମାଣ୍ଡ ମଞ୍ଜୁର ହୋଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭିଜିଲାନ୍ସକୁ ୨ଦିନ ରିମାଣ୍ଡ ନେବାପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭିଜିଲାନ୍ସ…

୫ ଦିନ ପରେ ଅମ୍ରିତା ମୃତ୍ୟୁ ଘଟଣାରୁ ହଟିପାରୁନି ସସପେନ୍ସ, କୁଆଡେ ଗଲା ଓଢଣୀ ପ୍ରଶ୍ନ କଲେ ମାଆ

ଯାଜପୁର ୦୮/୦୯: ଛାତ୍ରୀ ଅମରିତାଙ୍କ ମୃତ ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ମୃତ ଛାତ୍ରୀଙ୍କ ଉପରୁ ହଟିନି ରହସ୍ୟ । କିଭଳି ହେଲା ଛାତ୍ରୀ ଅମରିତାଙ୍କ ମୃତ୍ୟୁ ।ଏହା ହତ୍ୟା ନା ଆଉ କିଛି । ସେପଟରେ ମୃତ ଛାତ୍ରୀଙ୍କ ମା ହତ୍ୟା ଅଭିଯୋଗ ଆଣିଥିବା ବେଳେ ସାମାନାକୁ ଆସିଛି ଆଉ ଏକ ରହସ୍ୟ…

ନିୟମ ନମାନିଲେ ଡିଜେ ବଜାଳିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ଏସଡିପିଓ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ, ପର୍ବପର୍ବାଣି, ରାଲି, ବିବାହ, ବ୍ରତଘରେ ଆଦି ଡ଼ିଜେ ଜୋରସୋରରେ ବାଜୁଥିବା ବେଳେ ନା ରହୁଛି କଟକଣା, ନା ରହୁଛି ସମୟ ଅବଧି। କିଏ ସକାଳୁ ଡ଼ିଜେ ବଜାଉଛି ତ ଆଉ କିଏ ମଧ୍ୟରାତ୍ରି ଯାଏଁ ଡିଜେ ବଜାଉଛି। …

ଭଡା ଘରୁ ଖେଳ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ଖେଳ ଶିକ୍ଷକଙ୍କ ଆତ୍ମହତ୍ୟା । ଭଡା ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶିକ୍ଷକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଅଢା ଅଞ୍ଚଳର ପର୍ଶୁରାମ ସେଠୀ । ସେ ଖନ୍ତପଡା ଇଞ୍ଚୁଡି ସ୍କୁଲରେ ଖେଳ ଶିକ୍ଷକ ଥିଲେ । ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କ ଘରେ ସେ ଭଡାରେ ରହୁଥିଲେ । ତେବେ…

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ମାଟି ଅନୁକୂଳ

କାମାକ୍ଷାନଗର: ସୁନିଆଁ ବାମନ ଜନ୍ମତିଥି ଥିବାରୁ ଢ଼େଙ୍କାନାଳ ବସ ଷ୍ଟାଣ୍ଡ ମହାଲକ୍ଷ୍ମୀ କମିଟି ତରଫରୁ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି । ସ୍ଥାନୀୟ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଛି । ଏହି ମାଟିରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଗଢାଯିବ । ପୂଜକ ଗତିକୃଷ୍ଣ…

ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ, ୪ରୁ ଅଧିକ ମହିଳା ଓ ପୁରୁଷ ଆହତ

ହିଞ୍ଜିଳି : ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ । ୪ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବୁରୁପଡ଼ା ଗାଁରେ ଏହି ଅଘଟଣ ଘଟିଛି। ୪୦ରୁ ଅଧିକ ଯୁବକ ମୂର୍ତ୍ତି ବିସର୍ଜନ ପାଇଁ ଶୋଭାଯାତ୍ରା କରୁଥିଲେ। …

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର୍

ଲମତାପୁଟ: କୋରାପୁଟ ଜିଲ୍ଲା ଟିକାପୁଟ ଗ୍ରାମ ନିକଟ ଛକରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଛିତ ରଖି ପ୍ରସ୍ତୁତି ଚାଲିଥିବା ବେଳେ ଚଢାଉ କଲା ଲମତାପୁଟ ପୋଲିସ। ୮ଟି ବସ୍ତାରୁ ପ୍ରାୟ ୨ କୁଇଣ୍ଟାଲ ଗଞ୍ଜେଇ ଜବତ। ଏହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ବିଶେଷ…

ଅଧାରୁ ଅଟକିଲା ପୁରୀ ରୋଷ ଘର ଅଗଣା କାମ

ପୁରୀ: ଶ୍ରୀମନ୍ଦିର ରୋଷଘର ଅଗଣା ଚଟାଣର ନଷ୍ଟ ହୋଇଥିବା ସମସ୍ତ ପଥର ବଦଳାଇବାକୁ ଚାଲିଥିବା ଉଦ୍ୟମ ଅଟକି ରହିଛି । ଅଗଣା ଚଟାଣର ପଥର ଘୋରି ହୋଇ ନଷ୍ଟ ହୋଇଯାଇଛି । ସେସବୁ ସ୍ଥାନରେ ନୂତନ ପଥର ପକାଇବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ରଥଯାତ୍ରା ବେଳେ କାମ…